‘କାଳିଆ’ ହିତାଧିକାରୀଙ୍କୁ ଆଜି ସହାୟତା ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କରୋନା କାଳରେ ଚାଷୀଙ୍କ ଦୁଃଖ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଳିଆ ଯୋଜନାରେ ଅନ୍ତୁକ୍ତ ଚାଷୀଙ୍କୁ ଆଜି ପ୍ରଦାନ କରିବେ ସହାୟତା । ଚାଷୀଙ୍କ ଖାତାକୁ ଆଜି ଯିବ ଅତିରିକ୍ତ ହଜାରେ ଟଙ୍କା । ରାଜ୍ୟର ୧୮ ଲକ୍ଷ ‘କାଳିଆ’ ହିତାଧିକାରୀଙ୍କୁ ସରକାର ଦେବେ କୋଭିଡ୍!-->…
