Odia News Portal
Browsing Tag

odisha news

ଅପରାହ୍ନ ସାଢେ ୫ରେ ମୁଖ୍ୟମନ୍ତ୍ରୀ କରିବେ ବାତ୍ୟା ସ୍ଥିତି ସମୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସୁଛି 'ବାତ୍ୟା ୟସ' ।ଆଉ ବାତ୍ୟା ମୁକାବିଲା ନେଇ ପ୍ରଶାସନ ପୁରାପୁରି ପ୍ରସ୍ତୁତ ଥିବା ସମୟରେ ଆଜି ଅପରାହ୍ନ ସାଢେ ୫ଟାରେ ବାତ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟା ଉପରେ

ମାଲକାନଗିରିରେ ଡଙ୍ଗାବୁଡି ୭ ନିଖୋଜ, ଜଣେ ମୃତ

ମାଲକାନଗିରି: ଚିତ୍ରକୋଣ୍ଡା ଡଙ୍ଗା ବୁଡ଼ି ସାତ ନିଖୋଜ । ତେବେ ନିଖୋଜଙ୍କ ମଧ୍ୟରୁ ଜଣେ ମୃତ । ଏହାସହ ତିନିଜଣଙ୍କୁ ଉଦ୍ଧାର କରାଯାଇଛି । ଏହିପରି ହୃଦୟ ବିଦାରକ ଘଟଣା ଘଟିଛି ଆନ୍ଧ୍ର ସୀମାନ୍ତ ସିଲେରୁ ନଦୀରେ । ସୂଚନା ଅନୁଯାୟୀ, ଆନ୍ଧ୍ର ସୀମାନ୍ତରେ ଥିବା ସିଲେରୁ ନଦୀରେ ଦୁଇଟି

ମୋ ପରିବାରର ନିରାପତ୍ତା ମୋ ପାଇଁ ପ୍ରାଥମିକତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ୟସକୁ ନେଇ ରାଜ୍ୟବାସୀଙ୍କୁ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର । ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ସମ୍ଭାବ୍ୟ

ଓଡ଼ିଶାକୁ ସହାୟତା ଏବଂ ସହଯୋଗ ପାଇଁ ଅମିତ ଶାହାଙ୍କ ପ୍ରତିଶ୍ରୁତି

*କେନ୍ଦ୍ର ସରକାର ଏହି ବିପତି ସମୟରେ ଓଡ଼ିଶା ସାଙ୍ଗରେ ଅଛନ୍ତି । *ଓଡ଼ିଶାର ଭାଇ ଭଉଣୀ ଓ ଗୁରୁଜନମାନେ ପ୍ରଶାସନ ଦ୍ୱାରା ଜାରୀ କରାଯାଇଥିବା ସତର୍କତା ସୂଚନାକୁ ମାନିବାକୁ ପରାମର୍ଶ । * ‘ୟଶ୍’ ପ୍ରଭାବରେ କାହାର କିଛି କ୍ଷତି ନହେଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନ ।

ବାତ୍ୟାକୁ ନେଇ ୪ ବନ୍ଦରରେ ବିପଦ ସଙ୍କେତ ଜାରି

ଜଗତସିଂହପୁର: ବାତ୍ୟାର ରୂପ ନେଇଛି ୟସ୍ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ୟସ୍ । ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବାକୁ

ବାତ୍ୟା ମୁକାବିଲା ପାଇଁ ୫ ଜିଲ୍ଲାରେ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ଧିରେ ଧିରେ ମାଡ଼ି ଆସୁଛି ବାତ୍ୟା ୟସ୍ । ତେବେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ୫ ଜିଲ୍ଲାରେ ୫ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଛି ଗୁରୁତ୍ବପୂର୍ଣ୍ଣ

ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ୟସ୍‌ ।ତେବେ ରାଜ୍ୟ ସରକାରଙ୍କ ନିକଟରେ ଏବେ ଡବଲ୍ ଚ୍ୟାଲେଞ୍ଜ । କରୋନା ମହାମାରି ଭିତରେ ବାତ୍ୟା ୟସ୍‌କୁ ଭୟ ବୃଦ୍ଧି ପାଇଛି ।କିଭଳି କୋଭିଡ୍ ଗାଇଡ ଲାଇନକୁ ଅନୁସରଣ କରି ବାତ୍ୟା ମୁକାବିଲା କରାଯିବ ସେ ଉପରେ ଫୋକସ୍ ରଖିଛନ୍ତି ରାଜ୍ୟ ସରକାର ।ଆଉ ଏହା

ରାଜ୍ୟରେ ଆଜି ୧୧୦୫୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ମହାମାରୀ ସଂକ୍ରମଣ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦୫୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୦୩୪୪୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮୬୬ ଜଣ ସ୍ଥାନୀୟ

ଏସିଆ କପ୍ ଦୁଇ ବର୍ଷ ପାଇଁ ସ୍ଥଗିତ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୧ ଇଭେଣ୍ଟକୁ ଦୁଇ ବର୍ଷ ପାଇଁ ସ୍ଥଗିତ ରଖିଲା ଏସିସି| ଏସୀୟ କ୍ରିକେଟ୍ ପରିଷଦ (ଏସିସି) ରବିବାର ଏହାର ସୂଚନା ଦେଇଛି। ଘାତକ କରୋନା ଭାଇରସ୍‌ ଯୋଗୁଁ କ୍ରିକେଟ୍ କ୍ୟାଲେଣ୍ଡରରେ ଲଗାତାର ପରିବର୍ତ୍ତନ ହେବ ଏବଂ ସମୟ ନମିଳିବାରୁ ଏସିଆ କପ-୨୦୨୧କୁ ସ୍ଥଗିତ ରଖିବାକୁ