Sign in
Sign in
Recover your password.
A password will be e-mailed to you.
Browsing Tag
odisha news
କାଲିଠାରୁ ସରକାରୀ ସ୍କୁଲରେ ନାମଲେଖା ପ୍ରକ୍ରିୟା
ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ପ୍ରକ୍ରିୟା । ଏନେଇ ସମସ୍ତ ଡିଇଓ, ବିଇଓ ଓ ଡିପିସିଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଚିଠି ଲେଖି ଜଣାଇଛନ୍ତି ।ଚିଠିରେ ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାର୍ଯ୍ୟ ସାରିବାକୁ!-->…
ମେ ୧ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ଆରମ୍ଭ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା । ତୃତୀୟ ପର୍ଯ୍ୟାୟ ଟିକାକରଣ ସମ୍ପୂର୍ଣ୍ଣ ମାଗଣା ପାଇଁ ସରକାର ଘୋଷଣା କରିବା ପରେ ଟିକାକରଣ ନିମନ୍ତେ ପଞ୍ଜିକରଣ ବିଷୟରେ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା ପ୍ରଦାନ କରିଛନ୍ତି | ଆସନ୍ତା ୨୮ରୁ!-->…
୭ ରାଜ୍ୟକୁ ପଠାଯାଇଛି ୧୨ଶହ ମେଟ୍ରିକ୍ ଟନ୍ ଅକ୍ସିଜେନ୍: ଏଡିଜି
ଭୁବନେଶ୍ୱର: ଅକ୍ସିଜେନ ଅଭାବ ପୂରଣ କରିଛି ଓଡିଶା । ଆଜି ଓଡିଶାରୁ ୭ ରାଜ୍ୟକୁ ପଠାଯାଇଛି ଅକ୍ସିଜେନ୍ । ମୋଟ୍ ୬୭ଟି ଟ୍ୟାଙ୍କରରେ ୧୨୬୭ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ପଠାଯାଇଛି | ଏନେଇ ଏଡିଜି ଯଶୋବନ୍ତ ଜେଠ୍ଓ୍ୱା ପ୍ରେସ୍ମିଟ୍ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ।
ସେ ଆହୁରି!-->!-->!-->…
ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିଶ୍ୱକେଶନ
ପିପିଲି: ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ । କଂଗ୍ରେସର ପିପିଲି ପ୍ରାର୍ଥୀ ବିଶ୍ୱକେଶନ ହରିଚନନ୍ଦନ ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିବେ ।ଅଜିତଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନକୁ ନେଇ କଂଗ୍ରେସର ମଙ୍ଗ କିଏ ଧରିବ ସେ ନେଇ ଚର୍ଚ୍ଚା!-->…
ମୋ ପରିବାରର ସମସ୍ତଙ୍କୁ ମାଗଣା ଟିକା
* କରୋନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ବଡ଼ ଆଶ୍ୱସ୍ତି |
କୋଭିଡ୍ ଚିକିତ୍ସା କେନ୍ଦ୍ର ହେବ ବ୍ରହ୍ମପୁର ସିଟି ହସ୍ପିଟାଲ: ଜିଲ୍ଲାପାଳ
ବ୍ରହ୍ମପୁର : ଜିଲ୍ଲାରେ ସଂକ୍ରମଣ ସ୍ଥିତିକୁ ନିୟନ୍ତ୍ରଣ କରିବା ସକାଶେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ଏବଂ ବ୍ୟବସ୍ଥାକୁ କଡାକଡି କରାଯାଉଛି । ଦ୍ବିତୀୟ ଲହରିର ମୁକାବିଲା ସକାଶେ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ କ୍ରମେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ!-->…
ପେଟ ପାଇଁ ସଂଘର୍ଷ: ମହୁଲ ଗୋଟାଉଛି ରୌପ୍ୟ ପଦକ ବିଜେତା
ଭୁବନେଶ୍ୱର: ଗତ କିଛି ବର୍ଷରେ କ୍ରୀଡ଼ା କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ରୁ ବିଭିନ୍ନ ଖେଳାଳି ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ଛାପ ଛାଡିଥିବା ଦେଖିବାକୁ ମିଳିଛି । ତେବେ ଆଦିବାସୀ ଅଧୁଷିତ ଅଞ୍ଚଳ , ଉପଯୁକ୍ତ ଭିତ୍ତିଭୂମି ଅଭାବ ସହ ଗରିବ ରେଖା ତଳେ ରହିଥିବା ଅନେକ ଖେଳାଳୀ ନିଜ ଖେଳରୁ!-->…
ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା
ଭୁବନେଶ୍ୱର: ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା । ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ସେବାୟତଙ୍କୁ ଏହି ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ| ଏହି ଯୋଜନାରେ ପ୍ରତି ପରିବାରକୁ ଚିକିତ୍ସା କ୍ଷେତ୍ରରେ ୨ଲକ୍ଷ ଟଙ୍କାର ମୌଳିକ ବୀମା ସୁରକ୍ଷା ଓ ଗୁରୁତର ଅସୁସ୍ଥତା!-->…
