Odia News Portal
Browsing Tag

odisha

ନୀଳଗିରିକୁ ନବୀନଙ୍କ ଉପହାର

ନୀଳଗିରି ଖେଳପ୍ରେମୀଙ୍କ ପାଇଁ ଖୁସି ଖବର ଦେଲେ ନବୀନ । ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ନୀଳଗିରିରେ ଇନଡୋର ଷ୍ଟାଡିୟମ । ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ପରେ ନୀଳଗିରିରେ ଖୁସିର ଲହରୀ ଖେଳିଯାଇଛି । କ୍ରୀଡ଼ାର ବିକାଶ ସହ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଆଶ୍ରୟସ୍ଥଳୀ ଓ ଜରୁରୀକାଳୀନ

ଫ୍ୟାମିଲି କୋର୍ଟରେ ହୋଇପାରେ ବର୍ଷା ଅନୁଭବଙ୍କ ଶୁଣାଣୀ

ବର୍ଷା ଅନୁଭବ ବିବାଦ ମାମଲାକୁ ନେଇ କଟକ ଫାମିଲି କୋର୍ଟରେ ଶୁଣାଣି ହେବାର ସମ୍ଭାବନା ଅଛି । ଅନୁଭବଙ୍କ ଛାଡପତ୍ର ଆବେଦନ ତେଣେ ନିଜ ବିବାହକୁ ସ୍ଥାୟୀ କରାଇବାକୁ ନେଇ ବର୍ଷା ପ୍ରିୟଦର୍ଶିନୀ ଯେଉଁ ପୃଥକ୍ ପୃଥକ୍ ଆବେଦନ ମାନ କରିଛନ୍ତି ତା ଉପରେ ଆଜି ଶୁଣାଣି ହେବାର ଅଛି । ତେବେ ବିଷୟ ହେଉଛି

ରାଜ୍ୟରେ ନିର୍ମାଣ ହେବ ୯୮ ଇଣ୍ଡୋର ଷ୍ଟାଡିୟମ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ଆଜି "ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ" ଯୋଜନାରେ ୮୯ ଗୋଟି “ବହୁମୂଖୀ ଇନ୍ଡୋର ଷ୍ଟାଡ଼ିୟମ" ନିର୍ମାଣ ନିମନ୍ତେ ମଞ୍ଜୁରି ପ୍ରଦାନ କରିଛନ୍ତି ଯାହା ନିମନ୍ତେ ଟ.୬୯୩.୩୫ କୋଟି ବ୍ୟୟ ବରାଦ କରାଯାଇଅଛି ଏବଂ ଏହା ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ ଉପରେ

ଭୁବନେଶ୍ୱର: ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷକୁ ମୁହାଁଇଲାଣି । ୨୪ ଘଣ୍ଟା ମଧ୍ୟରେ ୮୮୬ ଆକ୍ରାନ୍ତ ବାହାରିଛନ୍ତି । ଖୋର୍ଦ୍ଧା ଓ କଟକ ଜିଲ୍ଲା ସଂକ୍ରମଣ ଆଦୌ ନିୟନ୍ତ୍ରଣକୁ ଆସୁନି ।ଅନ୍ୟପଟେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧୨ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ

ଆଜି ୬୬ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସେହିଭଳି କଟକରୁ ୧୩, ସମ୍ବଲପୁର ୮, ବରଗଡ ଜିଲାରେ ୭ ଜଣଙ୍କର ପ୍ରାଣହାନି ଘଟିଛି। ଏହି

ଓଡ଼ିଶା ଗସ୍ତରେ ଗୋଆ ବାଚସ୍ପତି

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଗୋଆ ବାଚସ୍ପତି ରାଜେଶ ପାଟନେକର । ସେ ଓଡ଼ିଶା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏଥିରେ ଉଭୟେ ଇ-ବିଧାନସଭା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ସେହିପରି ଅନ୍ୟ

ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୧୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫୨୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୯ ଜଣ ଆକ୍ରାନ୍ତ ଥିବା

ଆଜି ରାଜ୍ୟରେ ୬୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪୩୫ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୧, କଟକରୁ ୧୩, ସମ୍ବଲପୁରରୁ ୮, ବାଲେଶ୍ୱର ଓ ସୁନ୍ଦରଗଡରୁ ୬ ଲେଖାଏଁ, ବରଗଡ ଓ

ଓଡ଼ିଶା ଫେରିଲେ ଦୂତି

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ ଯାତ୍ରା ସାରି ଆଜି ଓଡ଼ିଶା ପହଞ୍ଚିଛନ୍ତି ଧାବିକା ଦୂତୀ ଚାନ୍ଦ । ଏହି ଅବସରରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅନେକ ଶୁଭେଚ୍ଛୁ ଓ ସମର୍ଥକ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଅଲିମ୍ପିକର ୧୦୦ ଓ ୨୦୦ ମିଟର ପ୍ରତିଯୋଗିତାରେ ଦୂତୀ ଅସଫଳ ହେବା ସହ ଦେଶବାସୀଙ୍କୁ

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ କଟକରୁ ୧୭, ବାଲେଶ୍ୱର ଓ କେନ୍ଦୁଝରରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ