Odia News Portal
Browsing Tag

odisha

ରାଜ୍ୟରେ ଖୋଲିପାରେ ଲକଡାଉନ୍‌

ଭୁବନେଶ୍ୱର: ଲକଡାଉନ ଚାଲିଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବେ ଲକଡାଉନ ଖୋଲିବ ଏନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ରାଜ୍ୟରେ ଖୁବଶୀଘ୍ର ଅନଲକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏବେବି ବିପଦ ଟଳିନଥିବା ବେଳେ ଅନଲକ ନେଇ ଗୁରୁତ୍ୱପୂର୍ଣ୍ଣ

ଓଡ଼ିଶାର ୩ ଜିଲ୍ଲାରେ ସୋରୋ ସର୍ଭେ

ଭୁବନେଶ୍ୱର: କେତେଜଣଙ୍କ ନିକଟରେ ପହଞ୍ଚିଛି କରୋନା ଭାଇରସ ତାହା ଜାଣିବା ଲାଗି ଆରମ୍ଭ ହେବ ସୋରୋ ସର୍ଭେ । ଏନେଇ ଗତକାଲି ସୂଚନା ଦିଆଯାଇଥିଲା । ତେବେ ଦେଶରେ ୭୦ ଓ ଓଡ଼ିଶାର ୩ ଜିଲ୍ଲାରେ ହେବ ଏହି ସର୍ଭେ । ରାୟଗଡ଼ା, ଗଞ୍ଜାମ ଓ କୋରାପୁଟରେ ହେବ ସୋରୋ ସର୍ଭେ । ଜୁନ୍ ୧୬, ୧୭ରୁ ଆରମ୍ଭ ହୋଇ

ଆଜି ପ୍ରବଳ ଛେଚିବ

ଭୁବନେଶ୍ୱର: ଓଡ଼ିଶା ଛୁଇଁସାରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ । ଯାହାର ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା । ତେବେ ଆଜି ୬ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ରେଡ ଆଲର୍ଟ କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଉଛି ସମ୍ବଲପୁର,

ରାଜ୍ୟରେ ତଳମୁହାଁ କରୋନା ମିଟର, ଆଜି ୪ହଜାର ୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତଳ ମୁହାଁ କରୋନା ମିଟର । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪ହଜାର ୮୫୨ ନୂଆ ଆକ୍ରାନ୍ତ । ସେପଟେ ମୃତକଙ୍କ ସଂଖ୍ୟା କମିବାର ନାଁ ଧରୁନି । ଆଜି ୪୭ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । । ଆଜି ୨୭୬୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୦୮୭ଜଣ

ଏମଏସପି ରାଜନୀତି, ବିଜେପି- ବିଜେଡି କଥା କଟାକଟି

ଭୁବନେଶ୍ୱର: ଏମଏସପି ବୃଦ୍ଧିକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଗତକାଲି କେନ୍ଦ୍ର ସରକାର ଏମଏସପି ବୃଦ୍ଧି କରିଥିବା ବେଳେ ଆଜି ଏହାକୁ ଆହୁରି ବୃଦ୍ଧି କରିବା ଲାଗି କେନ୍ଦ୍ରକୁ ଚିଠି ଲେଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଯାହାକୁ ନେଇ ବିଜେପି ବିଜେଡି ମଧ୍ୟରେ ଆରମ୍ଭ ହୋଇଛି ରାଜନୀତି ।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଲଗାତାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୨୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୯୫୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୨୭୮ଜଣ ପଜିଟିଭ

ଆଜି ସୂର୍ଯ୍ୟ ପରାଗ

ଭୁବନେଶ୍ୱର: ଆଜି ବର୍ଷର ପ୍ରଥମ ଓ ଶେଷସୂର୍ଯ୍ୟ ପରାଗ । ତେବେ ଭାରତରେ ଏହା ଆଶିଂକ ଭାବରେ ଦୃଶ୍ୟମାନ ହେବ । କେବଳ ଲଦାଖ ଓ ଅରୁଣାଞ୍ଚଳ ପ୍ରଦେଶରେ ଏହା ଦୃଶ୍ୟମାନ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଜମ୍ମୁ ଓ କାଶ୍ମୀରରେ ଖୁବ୍ କମ୍ ଅଂଚଳରେ ୧୦ ପ୍ରତିଶତରୁ କମ୍ ଆଂଶିକ ସୂର୍ଯ୍ୟ ପରାଗ

ଆଜି ୬ହଜାର ୯୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଆଜି ୬,୦୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ୩୪୪୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବାବେଳେ ୨୬୫୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୧୭ ଜଣ

କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବେ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସରିନଥିବା ବେଳେ ତୃତୀୟ ଲହରକୁ ନେଇ ଆସିଛି ବଡ଼ ଖବର । କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇପାରନ୍ତି । ପ୍ରଥମ ଲହରରେ ମଧ୍ୟ ଶିଶୁମାନେ କରୋନାରେ ପୀଡିତ ଥିଲେ । ଦ୍ୱିତୀୟ ଲହରେ ଶିଶୁମାନେ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି । ଭବିଷ୍ୟତରେ

ଆଇପିଏସ୍ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ଆଇପିଏସ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର । ହିଂମାଶୁ ଲାଲ ହେଲେ ପୂର୍ବାଞ୍ଚଳ ଆଇଜି । ଦିପ୍ତେଶ ପଟ୍ଟନାୟକ ହେଲେ ଜେଲ ବିଭାଗ ଆଇଜି । ନରସିଂହ ଭେଳ ହେଲେ କେନ୍ଦ୍ରାଞ୍ଚଳ ଆଇଜି । ଦୀପକ କୁମାର ହେଲେ ଉତ୍ତରାଞ୍ଚଳ ଡିଆଇଜି । ରାଜ କିଶୋର ପାଇକରାୟଙ୍କୁ ଦେବଗଡ଼ ଏସପି ଭାବରେ