Odia News Portal
Browsing Tag

odisha

ଥାନାରେ ପଶିଲା ବାଘ ଛୁଆ

କଳାହାଣ୍ଡି: ଥାନାରେ ବାଘ ଛୁଆ । ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲାର ଆମପାଣି ଥାନାର । କଥାଟି ଶୁଣିବା ପରେ ମନକୁ ବିଶ୍ୱାସ ହେଉନଥିଲେ ମଧ୍ୟ ସିସିଟିଭି ସାମ୍ନାକୁ ଆଣିଛି କଥା ପଛର ସତ | ସିସିଟିଭିରେ ସ୍ପଷ୍ଟ ଦେଖିବାକୁ ମିଳିଛି ଦୁଇଟି ବାଘ ଛୁଆ ଅନ୍ଧାର ରାତିରେ ଥାନାର ଫାଟକ ଦେଇ ପ୍ରବେଶ

ଆସୁଛି ଧୋନିଙ୍କ ନୂଆ ୱେବସିରିଜ୍

ନୂଆଦିଲ୍ଲୀ: କ୍ରିକେଟର ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍ ମଇଦାନରେ କମାଲ କରିଥିବା ଆପଣ ବହୁ ବାର ଦେଖିଛନ୍ତି। ବର୍ତ୍ତମାନ ଧୋନି ଚାଷ କାମରେ ମଧ୍ୟ ନିଜର ଜି-ଜାନ୍ ଲଗେଇ ଦେଇଛନ୍ତି । ରାଞ୍ଚି ସ୍ଥିତ ନିଜ ଫାର୍ମ ହାଉସରେ ସେ ଅର୍ଗାନିକ ପନିପରିବା ଚାଷ କରୁଛନ୍ତି। ବଜାରରେ ଧୋନିଙ୍କ ଫାର୍ମ

କରୋନା ପଜିଟିଭ୍‌ ନାହାନ୍ତି ସାଇନା ନେହ୍ୱାଲ

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ ଓପନରେ ବୁଧବାର ଖେଳିପାରନ୍ତି ସାଇନା ନେହ୍ୱାଲ । ବ୍ୟାଡମିଣ୍ଟନ ଷ୍ଟାର ସାଇନା କରୋନା ପଜିଟିଭ୍‌ ନାହାନ୍ତି। ପ୍ରଥମେ ଯେଉଁ ରିପୋର୍ଟ ଆସିଥିଲା ତାହା ଭୁଲ ବୋଲି ବ୍ୟାଡମିଣ୍ଟନ ଆସୋସିଏସନ୍‌ ଅଫ ଇଣ୍ଡିଆ (ବିଏଆଇ) ପକ୍ଷରୁ ସୂଚନା ମିଳିଛି । ପ୍ରଥମେ ଖବର ଆସିଥିଲା

ପୋଲ ଭୁଶୁଡ଼ିବା ଘଟଣା: ୩ ଜଣଙ୍କ ନାଁରେ ଏତଲା

ନବରଙ୍ଗପୁର: ଉମରକୋଟ ତାଲାପଦରରେ ନିର୍ମାଣଧୀନ ବିଜୁ ସେତୁ ଭୁଶୁଡିବା ଘଟଣାରେ ଆକ୍ସନ ମୋଡ୍‌ରେ ପ୍ରଶାସନ। ୩ ଜଣଙ୍କ ନାଁରେ ଉମରକୋଟ ଥାନାରେ ଏତଲା ଦାୟର |ଠିକାଦାର,କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଉମରକୋଟ ଥାନାରେ ଏତଲା ଦିଆଯାଇଛି । ଠିକାଦାର ଆଶିଷ ବିଶ୍ୱାଳ,ଜେଇ ଅସିତ

ହାଜତ ମୃତ୍ୟୁର ସତ୍ୟପାଠ ଦାଖଲ

କଟକ: ପୁରୀ ବାସେଳି ସାହି ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାରଙ୍କ ଅସ୍ୱୀକାର କରିଛନ୍ତି। ପୁରୀ ହାଜତ ମୃତ୍ୟୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ସତ୍ୟପାଠ ସହ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରିଛନ୍ତି ରାଜ୍ୟ ସରକାର । ତେବେ ରିପୋର୍ଟରେ ହାଜତ

ନିର୍ଭୟା’ ଯୋଜନାରେ ଭଦ୍ରକ ପୋଲିସକୁ ମିଳିଲା ୧୪ ସ୍କୁଟି

ଭଦ୍ରକ: ରାଜ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ | ଯଦି କୌଣସି ମହିଳା ରାସ୍ତାରେ ଯିବା ବେଳେ ଅସୁରକ୍ଷିତ ମନେ କରନ୍ତି, ତେବେ କିପରି ଜଣେ ମହିଳା ପୋଲିସ୍ କର୍ମଚାରୀଙ୍କ ନିକଟରେ ତୁରନ୍ତ ପହଞ୍ଚି ପାରିବେ ସେ ନେଇ ପଦକ୍ଷେପ ନେଇଛନ୍ତି ସରକାର | ତେଣୁ ତୁରନ୍ତ

ଲାଞ୍ଚ ମାଗି ଫସିଲେ ଜିଲ୍ଳା ଶ୍ରମ ଅଧିକାରୀ

ନୂଆପଡ଼ା: ଲାଞ୍ଚ ନେଲା ବେଳେ ଧରା ପଡିଲେ ଜିଲ୍ଳା ଶ୍ରମ ଅଧିକାରୀ। ଲେବର କାର୍ଡ କରାଇ ଦେବା ନେଇ ନିଜ ଖରିଆରରୋଡ ସ୍ଥିତ ଅଫିସରେ ୪୦ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀଙ୍କୁ ନୂଆପଡା ଭିଜିଲାନ୍ସ ବିଭାଗ ଧରିଛି । ନୂଆପଡା ଜିଲ୍ଲା ବୋଡେନ