Odia News Portal
Browsing Tag

odisha

୨୬ରୁ ଆରମ୍ଭ ଆଦିବାସୀ ମେଳା

ଭୁବନେଶ୍ୱର: ଜାନୁଆରୀ ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା । ଭୁବନେଶ୍ୱରରେ ଆସନ୍ତା ଜାନୁଆରୀ ୨୬ରୁ ଆରମ୍ଭ ହୋଇ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଆଦିବାସୀ ମେଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ୍‌ କରିବେ । ଦୈନିକ ପୂର୍ବାହ୍ନ ୧୧ ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ମେଳା ।

ଥାନାରେ ପଶିଲା ବାଘ ଛୁଆ

କଳାହାଣ୍ଡି: ଥାନାରେ ବାଘ ଛୁଆ । ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲାର ଆମପାଣି ଥାନାର । କଥାଟି ଶୁଣିବା ପରେ ମନକୁ ବିଶ୍ୱାସ ହେଉନଥିଲେ ମଧ୍ୟ ସିସିଟିଭି ସାମ୍ନାକୁ ଆଣିଛି କଥା ପଛର ସତ | ସିସିଟିଭିରେ ସ୍ପଷ୍ଟ ଦେଖିବାକୁ ମିଳିଛି ଦୁଇଟି ବାଘ ଛୁଆ ଅନ୍ଧାର ରାତିରେ ଥାନାର ଫାଟକ ଦେଇ ପ୍ରବେଶ

ଆସୁଛି ଧୋନିଙ୍କ ନୂଆ ୱେବସିରିଜ୍

ନୂଆଦିଲ୍ଲୀ: କ୍ରିକେଟର ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍ ମଇଦାନରେ କମାଲ କରିଥିବା ଆପଣ ବହୁ ବାର ଦେଖିଛନ୍ତି। ବର୍ତ୍ତମାନ ଧୋନି ଚାଷ କାମରେ ମଧ୍ୟ ନିଜର ଜି-ଜାନ୍ ଲଗେଇ ଦେଇଛନ୍ତି । ରାଞ୍ଚି ସ୍ଥିତ ନିଜ ଫାର୍ମ ହାଉସରେ ସେ ଅର୍ଗାନିକ ପନିପରିବା ଚାଷ କରୁଛନ୍ତି। ବଜାରରେ ଧୋନିଙ୍କ ଫାର୍ମ

କରୋନା ପଜିଟିଭ୍‌ ନାହାନ୍ତି ସାଇନା ନେହ୍ୱାଲ

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ ଓପନରେ ବୁଧବାର ଖେଳିପାରନ୍ତି ସାଇନା ନେହ୍ୱାଲ । ବ୍ୟାଡମିଣ୍ଟନ ଷ୍ଟାର ସାଇନା କରୋନା ପଜିଟିଭ୍‌ ନାହାନ୍ତି। ପ୍ରଥମେ ଯେଉଁ ରିପୋର୍ଟ ଆସିଥିଲା ତାହା ଭୁଲ ବୋଲି ବ୍ୟାଡମିଣ୍ଟନ ଆସୋସିଏସନ୍‌ ଅଫ ଇଣ୍ଡିଆ (ବିଏଆଇ) ପକ୍ଷରୁ ସୂଚନା ମିଳିଛି । ପ୍ରଥମେ ଖବର ଆସିଥିଲା

ପୋଲ ଭୁଶୁଡ଼ିବା ଘଟଣା: ୩ ଜଣଙ୍କ ନାଁରେ ଏତଲା

ନବରଙ୍ଗପୁର: ଉମରକୋଟ ତାଲାପଦରରେ ନିର୍ମାଣଧୀନ ବିଜୁ ସେତୁ ଭୁଶୁଡିବା ଘଟଣାରେ ଆକ୍ସନ ମୋଡ୍‌ରେ ପ୍ରଶାସନ। ୩ ଜଣଙ୍କ ନାଁରେ ଉମରକୋଟ ଥାନାରେ ଏତଲା ଦାୟର |ଠିକାଦାର,କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଉମରକୋଟ ଥାନାରେ ଏତଲା ଦିଆଯାଇଛି । ଠିକାଦାର ଆଶିଷ ବିଶ୍ୱାଳ,ଜେଇ ଅସିତ

ହାଜତ ମୃତ୍ୟୁର ସତ୍ୟପାଠ ଦାଖଲ

କଟକ: ପୁରୀ ବାସେଳି ସାହି ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାରଙ୍କ ଅସ୍ୱୀକାର କରିଛନ୍ତି। ପୁରୀ ହାଜତ ମୃତ୍ୟୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ସତ୍ୟପାଠ ସହ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରିଛନ୍ତି ରାଜ୍ୟ ସରକାର । ତେବେ ରିପୋର୍ଟରେ ହାଜତ

ନିର୍ଭୟା’ ଯୋଜନାରେ ଭଦ୍ରକ ପୋଲିସକୁ ମିଳିଲା ୧୪ ସ୍କୁଟି

ଭଦ୍ରକ: ରାଜ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ | ଯଦି କୌଣସି ମହିଳା ରାସ୍ତାରେ ଯିବା ବେଳେ ଅସୁରକ୍ଷିତ ମନେ କରନ୍ତି, ତେବେ କିପରି ଜଣେ ମହିଳା ପୋଲିସ୍ କର୍ମଚାରୀଙ୍କ ନିକଟରେ ତୁରନ୍ତ ପହଞ୍ଚି ପାରିବେ ସେ ନେଇ ପଦକ୍ଷେପ ନେଇଛନ୍ତି ସରକାର | ତେଣୁ ତୁରନ୍ତ