Odia News Portal
Browsing Tag

odisha

ବାଲେଶ୍ୱର ଓ ବାରିପଦାରେ ଶୁଭିଲା ପ୍ରଚଣ୍ଡ ଶବ୍ଦ : ଭୟରେ ଘରୁ ବାହାରି ଆସିଲେ ଲୋକେ

ବାଲେଶ୍ୱର ଓ ବାରିପଦାରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ପ୍ରଚଣ୍ଡ ଶବ୍ଦରେ ଦୋହଲିଲା ଘରଦ୍ୱାର । ଭୟରେ ଲୋକେ ଘରୁ ବାହାରି ଆସିଲେ । ଶବ୍ଦ ସମୟରେ ଘରର କବାଟ ଝରକା ଥରି ଉଠିଥିଲା । ତେବେ ପ୍ରଚଣ୍ଡ ଶବ୍ଦ କାରଣ ଜଣାପଡିନି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ।

 ମାର୍ଚ୍ଚରେ ୪୦ ଡିଗ୍ରୀ ପାର ହେବ ତାପମାତ୍ରା

ଆଜିଠୁ ରାଜ୍ୟରେ ଆହୁରି ବଢ଼ିବ ତାତି। ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଜ୍ୟର କିଛି ସ୍ଥାନରେ ୪୦ରୁ ୪୨ ଡିଗ୍ରୀ ଛୁଇଁପାରେ ତାପମାତ୍ରା। ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଦିନର

ଦୁଇ ଦିନିଆ ଗସ୍ତରେ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଆଜିଠୁ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରୀଡ଼ାର ବିକାଶରେ ଓଡ଼ିଶାର ଅବଦାନ ପାଇଁ ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ଦୁଇ ଦୁଇ ଥର ହକି ବିଶ୍ୱକପ୍ ଆୟୋଜନ କରି ପ୍ରଶଂସା

ରାଜମାତା ରାସମଞ୍ଜରୀ ଦେବୀଙ୍କ ପରଲୋକ

ଭାରତ ବର୍ଷର ଶେଷ ସ୍ବାଧୀନ ରାଣୀ ରାସମଞ୍ଜରୀ ଦେବୀଙ୍କ ପରଲୋକ । ରବିବାର ସନ୍ଧ୍ୟାରେ ତିଗିରିଆସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରାଜାଶାସନର ଶେଷ ରାଣୀ ତଥା ଆଠଗଡର ପୂର୍ବତନ ବିଧାୟିକା ରାଣୀ ରାସ ମଞ୍ଜରୀ ଦେବୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ

ମଣିଷପଣିଆ ଦେଖାଇ ଚର୍ଚ୍ଚାରେ ମାଲକାନଗିରିର ମହିଳା କନେଷ୍ଟବଳ ବାସନ୍ତୀ

ଚର୍ଚ୍ଚାରେ ମହିଳା କନେଷ୍ଟବଳ ବାସନ୍ତୀ ଚୌଧୁରୀ। ମାଲକାନଗିରିର ଏହି ମହିଳା କନେଷ୍ଟବଳ ମାନବିକତାର ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ପରୀକ୍ଷା ଦେଉଥିଲେ ମାଆ। ପରୀକ୍ଷା କେନ୍ଦ୍ରରେ ଛୁଆକୁ କାଖେଇ ତା’ର ଯତ୍ନ ନେଇଥିଲେ ମହିଳା କନଷ୍ଟେବଳ ବାସନ୍ତୀ ଚୌଧୁରୀ(୨୮)। ଏପରିକି ଶିଶୁକୁ ସ୍ତନ୍ୟପାନ

କଅଁଳା ଶିଶୁକୁ କାଖେଇ ପରୀକ୍ଷା ଶେଷ ହେବା ଯାଏଁ ନିଜ ପାଖରେ ରଖିଲେ କନେଷ୍ଟବଳ ବାସନ୍ତୀ ଚୌଧୁରୀ।

ଚର୍ଚ୍ଚାରେ ମହିଳା କନେଷ୍ଟବଳ ବାସନ୍ତୀ ଚୌଧୁରୀ। ମାଲକାନଗିରିର ଏହି ମହିଳା କନେଷ୍ଟବଳ ମାନବିକତାର ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ପରୀକ୍ଷା ଦେଉଥିଲେ ମାଆ। ପରୀକ୍ଷା କେନ୍ଦ୍ରରେ ଛୁଆକୁ କାଖେଇ ତା’ର ଯତ୍ନ ନେଇଥିଲେ ମହିଳା କନଷ୍ଟେବଳ ବାସନ୍ତୀ ଚୌଧୁରୀ(୨୮)। ଏପରିକି ଶିଶୁକୁ ସ୍ତନ୍ୟପାନ

ନିକିତା ସିନେମାର ସର୍ବୋଚ୍ଚ ଜାତୀୟ ସମ୍ମାନ ଦାଦାସାହେବ ଫାଲକେ ଫେରାଇବେ

ସାମାଜିକ କାର୍ଯ୍ୟ ମାଧ୍ୟମରେ ପ୍ରସିଦ୍ଧି ଅର୍ଜନ କରିଥିବା ମଡେଲ ନିକିତା ଘାଗ ଭାରତ ସରକାର ଦେଇଥିବା ସିନେମାର ସର୍ବୋଚ୍ଚ ଜାତୀୟ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର ଫେରାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗତବର୍ଷ ସେ ଏହି ପୁରସ୍କାର ଜିତିଥିଲେ। ସେ କହିଛନ୍ତ, ଦାଦାସାହେବ ଫାଲକେଙ୍କ

ଚାଇନାର ଉତ୍ତର-ପଶ୍ଚିମ ପ୍ରଦେଶର ଶିଜିଆଙ୍ଗରେ ଭୂକମ୍ପ

ଅନୁଭୂତ ହୋଇଛି ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର ଅନୁଯାୟୀ, ଆକସୁ ଅଞ୍ଚଳର ୱେନସୁ କାଉଣ୍ଟିରେ ସକାଳ ୭ ଟା ୫୮ ରେ ଏହା ଘଟିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ୪୧.୮୭ ୟ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୯.୮୫ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରହିଛି।

ଆଜି ବିଏମ୍‌ସି ନୂଆ କୋଠାରେ ଅଭିଯୋଗ ଶୁଣାଣି

ସୋମବାର ନୂଆ କୋଠା(ବିଏମ୍‌ସି-ଆଇସିଓଏମ୍‌ସି)ରେ ଅଭିଯୋଗ ଶୁଣାଣି ଆରମ୍ଭ ହେବ। କୋଠାର ଅପର ଗ୍ରାଉଣ୍ଡ ଫ୍ଲୋର୍‌ରେ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କମିସନର ବିଜୟ ଅମୃତା କୁଲାଙ୍ଗେ ସଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ। ଗତ ୨୦ ତାରିଖରେ କର୍ପୋରେସନ ବୈଠକ ଥିବାରୁ ଶୁଣାଣି ହୋଇ

ମେଘାଳୟ ଓ ନାଗାଲାଣ୍ଡ୍‌ ବିଧାନସଭା ନିର୍ବାଚନ ଲାଗି ଭୋଟ୍‌ ଗ୍ରହଣ ଆରମ୍ଭ

ଆଜି ଦେଶର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମେଘାଳୟ ଓ ନାଗାଲାଣ୍ଡ୍‌ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଉଭୟ ରାଜ୍ୟରେ ସକାଳ ୭ଟା ବେଳେ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ସଦ୍ୟତମ ସୂଚନା ଅନୁସାରେ, ନାଗାଲାଣ୍ଡ୍‌ର ୨,୨୯୧