ଆଜି ବିଏମ୍ସି ନୂଆ କୋଠାରେ ଅଭିଯୋଗ ଶୁଣାଣି
ସୋମବାର ନୂଆ କୋଠା(ବିଏମ୍ସି-ଆଇସିଓଏମ୍ସି)ରେ ଅଭିଯୋଗ ଶୁଣାଣି ଆରମ୍ଭ ହେବ। କୋଠାର ଅପର ଗ୍ରାଉଣ୍ଡ ଫ୍ଲୋର୍ରେ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କମିସନର ବିଜୟ ଅମୃତା କୁଲାଙ୍ଗେ ସଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ। ଗତ ୨୦ ତାରିଖରେ କର୍ପୋରେସନ ବୈଠକ ଥିବାରୁ ଶୁଣାଣି ହୋଇ!-->…
