ବରିଷ୍ଠ ଫଟୋ ସାମ୍ବାଦିକ ହୀରାଲାଲ ଶର୍ମାଙ୍କ ପରଲୋକ
ଶୁକ୍ରବାର ଅପରାହ୍ଣ ୪ଟାରେ ବରିଷ୍ଠ ଫଟୋ ସାମ୍ବାଦିକ ହୀରାଲାଲ ଶର୍ମା(୮୬)ଙ୍କ ତାଳଭଟ୍ଟାପଡାସ୍ଥିତ ବାସଭବନରେ ପରଲୋକ ହୋଇଥିଲା। ସେ ଗତ ୩/୪ ଦିନ ହେଲା ଅସୁସ୍ଥ ଥିଲେ। ରାଜସ୍ଥାନର ରତନଗଡ଼ରେ ଜନ୍ମିତ ହୀରାଲାଲଙ୍କ ସମ୍ବଲପୁର ଥିଲା କର୍ମକ୍ଷେତ୍ର। ସେ ଯୁଗଧର୍ମ, ଦୈନିକ ଭାସ୍କର ଓ ହୀରାଖଣ୍ଡ!-->…