ବୁଲା କୁକୁର ପାଇଁ ଚିନ୍ତାରେ ଭୁବନେଶ୍ୱର ମେୟର
ବୁଲା କୁକୁର ଉଠାଇବାପାଇଁ ମନ୍ତ୍ରୀଙ୍କ ଟ୍ୱିଟ ପରେ ଚିନ୍ତାରେ ପହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଏତେ କୁକୁର କୁଆଡେ ବେୁ ବୋଲି ଚିନ୍ତା ପ୍ରକଟ କରିଛନ୍ତି ମେୟର । କୁକୁର ସଂଖ୍ୟା କମାଇବାକୁ ବନ୍ଧ୍ୟାକରଣ ହେଉଛି ଏକମାତ୍ର ଉପାୟ । ୨୦୧୨ରୁ ୨୨ ମଧ୍ୟରେ କୁକୁର ସଂଖ୍ୟା ୨ଗୁଣ ହୋଇଛି!-->…
