ଓଡିଆ ପ୍ରଥା ପରମ୍ପରାକୁ ନେଇ ନିର୍ମାଣ ଚାଲିଛି ଚଳଚ୍ଚିତ୍ର ‘ପ୍ରଥା’
ନିକଟରେ ବହୁ ସଫଳତା ପାଇଥିବା ଚଳଚ୍ଚିତ୍ର ‘ଦମନ’ ଓ ‘ପ୍ରତୀକ୍ଷା’ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଦୁଇଟି ଆଖିଦୃଶିଆ ଉଦାହରଣ। ସେମିତି ଏକ ମୌଳିକ ଓଡ଼ିଆ କାହାଣୀକୁ ନେଇ ନିର୍ମାଣ ହେଉଛି ସାନଲିଶା ସିଗ୍ନେଚର ପ୍ରଡକ୍ସନ୍ ହାଉସ୍ର ନୂଆ ଚଳଚ୍ଚିତ୍ର ‘ପ୍ରଥା’। ଚଳିତ ସପ୍ତାହରେ ଭୁବନେଶ୍ବରର ଏକ!-->…