ମିନି ସଚିବାଳୟ ନିର୍ମାଣ ଓ କୋର୍ଟ ସ୍ଥାନାନ୍ତରଣ ବିବାଦ ନେଇ ଲୋକସେବା ଭବନ ପ୍ରକଳ୍ପ ଅନିଶ୍ଚିନ୍ତତାରେ
ଗୋଟିଏ କୋଠାରେ ରହିବ ସମସ୍ତ ପ୍ରଶାସନିକ କାର୍ଯ୍ୟାଳୟ। ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ଜିଲ୍ଲା କାର୍ଯ୍ୟାଳୟ ଏଠାରେ ରହିବ। ଯାହାର ନାଁ ରହିବ ଲୋକସେବା ଭବନ। ପୁରୀ ଜିଲ୍ଲାର ସମସ୍ତ ପ୍ରଶାସନିକ କାର୍ଯ୍ୟାଳୟ, କୋର୍ଟ, କଚେରି ଆଦି ଗୋଟିଏ ଛାତ ତଳେ କାମ କରିବେ। ମିନି!-->…