Odia News Portal
Browsing Tag

odisha

ଯାଜପୁର ଜିଲ୍ଲା ପାଣି ସମସ୍ୟା, ପର୍ଯ୍ୟାପ୍ତ ନୁହେଁ ବୈତରଣୀ ଜଳ

କେନ୍ଦୁଝରର ଗୋନାସିକାରୁ ବାହାରିଥିବା ବୈତରଣୀ କେନ୍ଦୁଝର, ଯାଜପୁର ଏବଂ ଭଦ୍ରକ ଜିଲ୍ଲାରେ ପ୍ରବାହିତ ହେଉଛି। ଏହି ନଦୀର ଜଳ କୃଷି ବଦଳରେ ସିଂହଭାଗ ଶିଳ୍ପ ପାଇଁ ବ୍ୟବହାର ହେଉଥିବା ଅଭିଯୋଗ ହୋଇଆସୁଛି। ଏବେ ବୈତରଣୀ ନଦୀଜଳକୁ ଭଦ୍ରକ ଜିଲ୍ଲାର ଶିଳ୍ପକୁ ଦେବାକୁ ସରକାର ଅନୁମତି ଦେଇଛନ୍ତି।

ଶିବରାତ୍ରି ଉପଲକ୍ଷେ ଭକ୍ତଙ୍କ ସମାବେଶରେ ପରିପୂର୍ଣ୍ଣ ଏକାମ୍ର କ୍ଷେତ୍ର, ମହାଦୀପ ଦର୍ଶନ ପାଇଁ ଉତ୍କଣ୍ଠିତ ଭକ୍ତଗଣ

ଆଜି ମହାଶିବରାତ୍ରି। ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁସାରେ ରାତି ୧୦ଟାରେ ଶ୍ରୀଲିଙ୍ଗରାଜ ମନ୍ଦିର ଚୂଡ଼ାକୁ ଉଠିବ ମହାଦୀପ। ଜାଗରବ୍ରତଧାରୀଙ୍କଠାରୁ ଆରମ୍ଭ କରି ସବୁ ମହଲରୁ ଲୋକମାନେ ମହାଦୀପ ଦର୍ଶନ ପାଇଁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଜାଗରବ୍ରତଧାରୀମାନେ ଉପବାସ କରିବା ସହ ମନ୍ଦିରରେ

ବିଧାନସଭାରେ ନବଦାସଙ୍କ ହତ୍ୟାର ଗୁମର ଖୋଲିବେ ଜୟନାରାୟଣ ମିଶ୍ର

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡର ଏକ୍ସପୋଜ ହେବ। ଘଟଣା ପଛରେ ଅନେକ ରହସ୍ୟ ରହିଛି। ମୁଦାଲାକୁ ଖଲାସ କରିଦେବା ପାଇଁ ପୋଲିସ ଚେଷ୍ଟା କରୁଛି ନବ ଦାସଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀମାନେ ମୋ ବିରୁଦ୍ଧରେ ଏଇ ପ୍ରକାର ପ୍ରାୟୋଜିତ

ଶିବରାତ୍ରିରେ ଘଟିଲା ଅପଘଟଣ: ଶ୍ୱାସରୁଦ୍ଧରେ ୨ ମୃତ, ଜଣେ ଗୁରୁତର

ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ଶିଆଳିଲଟି ପଞ୍ଚାୟତ ବେତାରସିଂ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତରଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ମୃତକ ହେଲେ ବେତାରସିଂ ଗ୍ରାମର ଗଣେଶ ନାୟକ(୧୮) ଓ

ମିନି ସଚିବାଳୟ ନିର୍ମାଣ ଓ କୋର୍ଟ ସ୍ଥାନାନ୍ତରଣ ବିବାଦ ନେଇ ଲୋକସେବା ଭବନ ପ୍ରକଳ୍ପ ଅନିଶ୍ଚିନ୍ତତାରେ

ଗୋଟିଏ କୋଠାରେ ରହିବ ସମସ୍ତ ପ୍ରଶାସନିକ କାର୍ଯ୍ୟାଳୟ। ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ଜିଲ୍ଲା କାର୍ଯ୍ୟାଳୟ ଏଠାରେ ରହିବ। ଯାହାର ନାଁ ରହିବ ଲୋକସେବା ଭବନ। ପୁରୀ ଜିଲ୍ଲାର ସମସ୍ତ ପ୍ରଶାସନିକ କାର୍ଯ୍ୟାଳୟ, କୋର୍ଟ, କଚେରି ଆଦି ଗୋଟିଏ ଛାତ ତଳେ କାମ କରିବେ। ମିନି

ବ୍ରହ୍ମାକୁମାରୀମାନଙ୍କ ଦ୍ୱାରା ‘ଜଳ-ଜନ ଅଭିଯାନ’ର ଶୁଭାରମ୍ଭରେ ମୋଦିଙ୍କ ବାର୍ତ୍ତା

ଜଳ-ଜନ ଅଭିଯାନ’ ଏମିତି ସମୟରେ ଆରମ୍ଭ କରାଯାଉଛି, ଯେଉଁ ସମୟରେ ସମଗ୍ର ବିଶ୍ୱରେ ଜଳର ଅଭାବ ଭବିଷ୍ୟତର ସଙ୍କଟ ଭାବରେ ଦେଖାଯାଉଛି । ଏକବିଂଶ ଶତାବ୍ଦୀର ପୃଥିବୀରେ ସୀମିତ ଉତ୍ସଗୁଡ଼ିକର ଗମ୍ଭୀରତାକୁ ଅନୁଭବ କରୁଛି । ଆମର ବିଶାଳ ଜନସଂଖ୍ୟା କାରଣରୁ ଭାରତ ପାଇଁ ମଧ୍ୟ ଜଳ ସୁରକ୍ଷା ଏକ

ଜାଗର ଉପଲକ୍ଷେ ଉତ୍ସବମୁଖର ସାରା ସହର, ଶୈବ ପୀଠମାନଙ୍କରେ ଭକ୍ତଙ୍କ ଭିଡ

ଆଜି ମହାଶିବରାତ୍ରି। ଏହି ଉପଲକ୍ଷେ ସାରା ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ରାଜଧାନୀର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ବର, ଗଡ଼ଗଡ଼େଶ୍ବର ପୀଠ, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ, ନୟାଗଡ଼ର ଲଡ଼ୁବାବା ପୀଠ, ସମ୍ବଲପୁରର ପ୍ରସିଦ୍ଧ ଶୈବ ପୀଠ ହୁମା ବିମଳେଶ୍ବର

 ଜଣେ ଓଡ଼ିଆ ପୁଅକୁ ମିଳିବ BCCI ର ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ

ଚେତନ ଶର୍ମା ନିଜ ପଦରୁ ଇସ୍ତଫା ଦେବା ପରେ ଚାରିଜଣିଆ ଚୟନ କମିଟିରେ ଉପସ୍ଥିତ ଥିବା ଓଡ଼ିଆ ପୁଅ ଶିବ ସୁନ୍ଦର ଦାସଙ୍କୁ ବର୍ତ୍ତମାନ ଅନ୍ତରୀଣ ମୁଖ୍ୟ ଚୟନ କର୍ତ୍ତା କରାଯିବାକୁ ଯୋଜନା କରାଯାଉଛି  । ସେ ମଧ୍ୟ ବିସିସିଆଇର ନୂତନ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ପାଇପାରନ୍ତି । କାରଣ

କମିଶନରେଟ୍‌ ପୋଲିସ ପରେ ଏବେ ଫିଟ୍ ହେବେ ଭିଜିଲାନ୍‌ସ କର୍ମଚାରୀ

କମିଶନରେଟ୍‌ ପୋଲିସ ପରେ ଭିଜିଲାନ୍‌ସ କର୍ମଚାରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା। ଭିଜିଲାନ୍ସ ମୁଖ୍ୟାଳୟ ଓ ସମସ୍ତ ଜିଲ୍ଲାରେ କାର୍ଯ୍ୟରତ ୩୫ ବର୍ଷରୁ ଅଧିକ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖାଯିବା ପରେ

ସମ୍ ହସ୍ପିଟାଲ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ପକ୍ଷରୁ ୭ଟି ଡାଏଲିସିସ୍ ମେସିନ୍ ପ୍ରଦାନ

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବା ଲକ୍ଷ୍ୟରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ପକ୍ଷରୁ ଗୁରୁବାର ୭ଟି ଡାଏଲିସିସ୍ ମେସିନ ଗୁରୁବାର ପ୍ରଦାନ କରାଯାଇଛି । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ