ବିବାହକୁ ପୂରିନି ଚାରି ଦିନ , ଆଖି ବୁଜିଲେ ନବ ଦମ୍ପତ୍ତି
ଗତ ୧୦ ତାରିଖରେ ପଡିଥିଲା ହାତଗଣ୍ଠି । କେତେ ସପ୍ନ କେତେ ଆଶା ଥିଲା ଯେ, ସାତ ଜନମର ସାଥୀ ହୋଇ ସାରା ଜୀବନ ବଞ୍ଚିବେ ବୋଲି । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ନୂଆ ସଂସାର ଆରମ୍ଭ କରିବା ପୂର୍ବରୁ ସଂସାର ଛାଡିଲେ । ଭାଲେନଣ୍ଟାଇନ୍ ଡେ ପୂର୍ବରୁ ଚାଲିଗଲା ନବ ଦମ୍ପତ୍ତିଙ୍କ ଜୀବନ ।!-->…