Odia News Portal
Browsing Tag

odisha

ସୋଆରେ କେନ୍ଦ୍ର ବଜେଟକୁ ନେଇ ଆଲୋଚନାଚକ୍ର ଆୟୋଜିତ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଠାରେ କେନ୍ଦ୍ର ବଜେଟକୁ ନେଇ ସୋମବାର ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ଦୈନିକ ଇଂରାଜୀ ସମ୍ବାଦପତ୍ର ବିଜନେସ୍ ଷ୍ଟାଣ୍ଡାର୍ଡ ଓ ଆଇବିସିଏସ ର ମିଳିତ ଆନୁକୂଲ୍ୟରେ

ଦୁଇ ଦିନିଆ ଆଇଏଏସ ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜିଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ଆଇଏଏସ ସମ୍ମିଳନୀ। ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଏଏସ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ନୂତନ ସଶକ୍ତ ଓଡ଼ିଶା ଗଠନ ଦିଗରେ କାମ କରିବାକୁ ଆହ୍ବାନ ଦେଇଛନ୍ତି। ନୂଆ ଏବଂ ସଶକ୍ତ ଓଡ଼ିଶା ଗଠନ

ବାସ୍ତବ ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେପିର ଆନ୍ଦୋଳନ: ବିଜେଡି

ଓଡିଶା ବିଜେପିର ଏହି ଆନ୍ଦୋଳନ କେବଳ ଓଡିଶାର ବାସ୍ତବ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାକୁ ଆଉ ଏକ ଦୁର୍ବଳ ପ୍ରୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାଶ ।ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ଦାଶ କହିଛନ୍ତି ଯେ କେନ୍ଦ୍ର ଦ୍ୱାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ

କର୍ତ୍ତବ୍ୟରେ ଅବହେଳା ପାଇଁ ବସ୍ତା ଥାନା ଅଧିକାରୀ ନିଲମ୍ବିତ

କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଅବକାରୀ ଥାନା ଅଧିକାରୀ। ବାଲେଶ୍ବର ଜିଲ୍ଲା ବସ୍ତା ଅବକାରୀ ଥାନା ଅଧିକାରୀ ଭଗବାନ ମହାନନ୍ଦିଆଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି । ପୂର୍ବରୁ ଭଗବାନ ଏକ ଅଫିମ ଜବତ ଘଟଣାରେ ଅଭିଯୁକ୍ତକୁ ହେରଫେର କରି ପୁଣି ଗିରଫ ଘଟଣାରେ

ବିବାହକୁ ପୂରିନି ଚାରି ଦିନ , ଆଖି ବୁଜିଲେ ନବ ଦମ୍ପତ୍ତି

ଗତ ୧୦ ତାରିଖରେ ପଡିଥିଲା ହାତଗଣ୍ଠି । କେତେ ସପ୍ନ କେତେ ଆଶା ଥିଲା ଯେ, ସାତ ଜନମର ସାଥୀ ହୋଇ ସାରା ଜୀବନ ବଞ୍ଚିବେ ବୋଲି । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ନୂଆ ସଂସାର ଆରମ୍ଭ କରିବା ପୂର୍ବରୁ ସଂସାର ଛାଡିଲେ । ଭାଲେନଣ୍ଟାଇନ୍ ଡେ ପୂର୍ବରୁ ଚାଲିଗଲା ନବ ଦମ୍ପତ୍ତିଙ୍କ ଜୀବନ ।

ଚୌଦ୍ୱାର ଜେଲ୍ ଯିବେ ଗୋପାଳ

ଝାରସୁଗୁଡା ଜେଲରୁ ବାହାରିଲା ଗୋପାଳ ଦାସ । କଡା ସୁରକ୍ଷା ଗୋପାଳକୁ ଚୌଦ୍ୱାର ଜେଲ ଅଣାଯାଇଥିବା ସୂଚନା । ସୁରକ୍ଷା ଦୃଷ୍ଟିର ସ୍ଥାନାନ୍ତର ଆବେଦନ କରିଥିଲାେ ଜେଲ ବିଭାଗ । ଜେଲ୍ ବିଭାଗ ଆବେଦନକୁ ଆଜି ମଞ୍ଜୁର କରିଥିଲେ କୋର୍ଟ ।

ବାଇକର ପେଟ୍ରୋଲ ଟାଙ୍କି ଫାଟି ଯୁବକଙ୍କ ଚାଲିଗଲା ଜୀବନ

କନ୍ଦରପୁର ଟୋଲ ଗେଟ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଗାଡିକୁ ଧକ୍କା ଦେବା ପରେ ଫାଟିଲା ବାଇକର ପେଟ୍ରେଲ ଟାଙ୍କି । ନିଆଁ ଲାଗି ଦୁଇ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା । କଟକ ପାରାଦ୍ୱୀପ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତ ଦୁଇ ଯୁବକ ହେଉଛନ୍ତି ରାଜେଶ ଦାସ

ଚାଉଳ ବନ୍ଦ ପ୍ରସଙ୍ଗରେ ଆଜିଠାରୁ ରାସ୍ତାକୁ ଓହ୍ଲାଇବ ବିଜେଡି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଅତିରିକ୍ତ ୫ କିଲୋଗ୍ରାମ ଚାଉଳ କେନ୍ଦ୍ର ବନ୍ଦ କରିବା ପ୍ରତିବାଦରେ ଆଜିଠାରୁ ରାସ୍ତାକୁ ଓହ୍ଲାଇବ ବିଜେଡି । ଆଜିଠାରୁ ୧୬ ତାରିଖ ଯାଏଁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେଡି । ଆଜି ରାଜଭବନ ଆଗରେ ଧାରଣା ଓ ରାଷ୍ଟ୍ରପତିଙ୍କ

ଆଜିଠୁ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ

ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଗୁରୁମନ୍ତ୍ର । ସମ୍ମିଳନୀରେ ଉପସ୍ଥିତ ରହିବେ ରାଜ୍ୟର ସମସ୍ତ ବରିଷ୍ଠ ଅଧିକାରୀ । ବିଭାଗୀୟ ସଚିବମାନେ ନିଜ ବିଭାଗର ରୋଡମ୍ୟାପ୍‌ ବାବଦରେ ପ୍ରେଜେଣ୍ଟେସନ ରଖିବେ । ସରକାରଙ୍କ ରୂପାନ୍ତରଣ

ପ୍ରେମ ର ଋତୁ ଫେବୃଆରୀ

କ୍ୟାଲେଣ୍ଡର ପୃଷ୍ଠାରେ ଫେବ୍ରୁଆରୀ ଆସିଲେ,ସହରରେ ଗୋଲାପ ବିକ୍ରି ବଢିଲେ..କି ରାସ୍ତାରେ ପ୍ରେମିକ ପ୍ରେମିକାଙ୍କ ଭିଡ ଜମିଲେ, ଆପେ ଆପେ ଜଣାପଡେ ପ୍ରେମ ଋତୁ ଆସିଛି । ହଁ, ସେମିତି ଗୋଟେ ଦିନ ତ ଏ ଭାଲେଣ୍ଟାଇନ୍ ଡେ । ଆଜି ଫେବୃଆରୀ ୧୪- ପ୍ରେମ ଆଉ ପ୍ରେମିକ ପ୍ରେମିକାଙ୍କ ସ୍ୱପ୍ନର ଦିନ