Odia News Portal
Browsing Tag

odisha

ଆଜିଠାରୁ ଦୁଇ ଦିନିଆ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ, ଗୁରୁମନ୍ତ୍ର ଦେବେ ନବୀନ

ଆଜିଠାରୁ ଦୁଇ ଦିନିଆ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କିପରି କାର୍ଯ୍ୟକାରୀ ହେଉଛି ସରକାରୀ ଯୋଜନା । ଭବିଷ୍ୟତ ରୋଡ୍‌ ମ୍ୟାପ୍‌ କଣ ରହିବ । ଏକାଠି ହେବେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ସବୁ ଜିଲ୍ଲାର ଜିଲ୍ଲାପାଳ । ପ୍ରଶାସନକୁ ସକ୍ରିୟ, ସ୍ୱଚ୍ଛ,

ଗୋପାଳ ଦାସ ବାବଦରେ ସାମ୍ନା କୁ ଆସିଛି ନୂଆ ତଥ୍ୟ: ଗୋପାଳ ସାର୍ପ ସୁଟର

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ବାବଦରେ କ୍ରାଇମବ୍ରାଞ୍ଚ ଦିନକୁ ଦିନ ନୂଆ ନୂଆ ତଥ୍ୟର ସାମ୍ନା କରୁଛି । ଗୋପାଳ ସାର୍ପ ସୁଟର ଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ତେଣୁ ମନ୍ତ୍ରୀଙ୍କୁ ସଠିକ୍ ଗୁଳିମାଡ଼ କରି ଜୀବନ ନେଇଯାଇଥିଲା ଗୋପାଳ ।

କେନ୍ଦୁଝରରେ ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରିବ: ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ମେଡିକାଲ କଲେଜ ସହ ଏକ କ୍ୟାନସର ଚିକିତ୍ସା କେନ୍ଦ୍ର ଓ ନର୍ସିଂ କଲେଜ ପାଇଁ ଭିତ୍ତିଭୂମି ଦିଆଯାଇଛି ଏବଂ ଏହା ଖୁବଶୀଘ୍ର ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଗସ୍ତ କରି ସେଠାରେ ନବନିର୍ମିତ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲ ଲୋକାର୍ପଣ କରିବା ପରେ

ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ

ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ପ୍ରଥମେ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରେ ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ

ହୁ ହୁ ହୋଇ ଜଳିଯାଉଛି ଜଙ୍ଗଲ

 ହୁ ହୁ ହୋଇ ଜଳିଯାଉଛି ଜଙ୍ଗଲ। ଜଳୁଛି ରାଜଧାନୀ ଉପକଣ୍ଠ ଘାଟିକିଆ ଜଙ୍ଗଲ। ନିଆଁରେ ୨ ଏକର ପରିମିତ ଜଙ୍ଗଲ ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ୧୦ ରୁ ଉର୍ଦ୍ଧ୍ବ ବଡ଼ବଡ଼ ଆମ୍ବ ଗଛ ପୋଡି ପାଉଁଶ ହୋଇଯାଇଛଇ। ଆମ୍ବ ଗଛ ସହ ବାଉଁଶ ବୁଦାରେ ନିଆଁ ଲାଗିଛି। ଖବର ପାଇ ଅଗ୍ନିଶମ

ପୁଣି ଆଉ ଏକ ଦନ୍ତା ହାତୀର ମୃତ୍ୟୁ

 ଆଠଗଡ ବନଖଣ୍ଡ ଅନ୍ତର୍ଗତ ଆଠଗଡ ବନାଞ୍ଚଳର ଖୁଣ୍ଟକଟା ପଞ୍ଚାୟତ ଅଧିନସ୍ଥ ନୂଆବନ୍ଧ ଗ୍ରାମର ନୂଆତଇଲା କାଜୁ ଜଙ୍ଗଲରୁ ସୋମବାର ସକାଳେ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି । ପ୍ରାୟ ୨୦ ବର୍ଷ ବୟସ୍କ ଦନ୍ତା ହାତୀଟିର ଶୁଣ୍ଢର ଗୋଟିଏ ସ୍ଥାନରେ ଏକ ଗଭୀର କ୍ଷତ ରହିଥିଲେ ମଧ୍ୟ ମୃତ୍ୟୁର

ଏମ୍ସର ସଫଳ ଅଙ୍ଗପ୍ରତିରୋପଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଟୁଇଟରେ ଦେଲେ ଡାକ୍ତରଙ୍କୁ ସାବାସୀ

ଅସ୍ଥିଶଲ୍ୟ ବିଭାଗ ଦ୍ବାରା ଦୁଇ ଆଣ୍ଠୁ ଏବଂ ଦୁଇ ପିଚାର ସଫଳ ପ୍ରତିରୋପଣ ଲାଗି ଭୁବନେଶ୍ବର ଏମ୍ସର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର

କେନ୍ଦୁଝର ବାସୀଙ୍କୁ ୪,୭୦୩ କୋଟି ଟଙ୍କାର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ କରିଛନ୍ତି । ୩୮୧ କୋଟି ଟଙ୍କା ବ୍ୟୟରେ ମେଡିକାଲ କଲେଜ ନିର୍ମିତ ହୋଇଛି । ଲୋକାର୍ପଣ ଅବସରରେ ଏମବିବିଏସ ପ୍ରଥମ ବର୍ଷର ଶହେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହିତ ଫଟୋ

ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧରଣୀଧର ମେଡିକାଲ କଲେଜର ହେବ ଲୋକାର୍ପଣ । ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଆସି ଦିନ ୧୧ଟା ୧୫ରେ ଧରଣୀଧର ମେଡିକାଲ କଲେଜ ନିକଟ ହେଲିପ୍ୟାଡରେ ପହଞ୍ଚିବେ। ପୂର୍ବାହ୍‌ଣ ୧୧ଟା ୨୩ରେ ଧରଣୀଧର ମେଡିକାଲ କଲେଜ ଓ

ଆଜି ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ

ଆସନ୍ତା ୨୧ ତାରିଖରୁ ବିଧାନସଭାର ବଜେଟ୍‌ ଅଧିବେଶନ । ନବୀନଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ ହେବ । ତା ପୂର୍ବରୁ ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ଏଥିରେ