Odia News Portal
Browsing Tag

odisha

୧୩ରେ କ୍ୟାବିନେଟ୍, ୧୫ଟି ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଆସନ୍ତା ୧୩ ତାରିଖରେ (ସୋମବାର) ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଏହାସହ ରାଜ୍ୟ ମନ୍ତ୍ରିପରିଷଦର ବୈଠକ ମଧ୍ୟ ବସିବ ବୋଲି ଜଣାପଡ଼ିଛି। ଫେବ୍ରୁଆରି ୨୧ରୁ ବିଧାନସଭାରେ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ବଜେଟ୍‌ ଚିଠା ପ୍ରସ୍ତାବକୁ ଅନୁମୋଦନ କରିବା

ଏହି ବ୍ୟକ୍ତି  ନିଜ ପରିସ୍ରା ପିଇ ବଞ୍ଚାଇଲେ ଜୀବନ

ତୁର୍କୀ ଏବଂ ସିରିଆରେ ୨୫ ହଜାରରୁ ଅଧିକା ଲୋକଙ୍କ ଜୀବନ ନେଇ ସାରିଲାଣି । ମୃତ୍ୟୁ ସଂଖ୍ୟା ଦିନକୁ ଦିନ କ୍ରମଶଃ ବଢିବାରେ ଲାଗିଛି । ଏହା ସହ ଲୋକମାନେ ମଧ୍ୟ ବହୁତ କଷ୍ଟରେ ତାଙ୍କ ଜୀବନ ଅତିବାହିତ କରୁଛନ୍ତି । ସୂଚନା ମୁତାବକ, ଦିନକୁ ଦିନ ଏହି ଭୂକମ୍ପର ଭୟାନକ ଦୃଶ୍ୟ ସାମ୍ନାକୁ ଆସୁଛି

ରାଉରକେଲାରେ ଗଡ଼ିବ ବନ୍ଦେଭାରତ ଏକ୍ସପ୍ରେସ୍‌

ଉତ୍କଳ ଦିବସଠାରୁ ଓଡ଼ିଶାରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଟ୍ରେନ ଗଡ଼ିବ ବୋଲି କୁହାଯାଉଛି। ଏହି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ହାୱଡ଼ା-ପୁରୀ ମଧ୍ୟରେ ଚାଲିବ। ସମ୍ଭବତଃ ଏହି ଏକ୍ସପ୍ରେସ୍‌ ହାୱଡ଼ାରୁ ବାହାରି ଖଡ଼ଗପୁର-ବାଲେଶ୍ବର-ଭଦ୍ରକ-ଯାଜପୁର-କଟକ-ଭୁବନେଶ୍ବର ଦେଇ ପୁରୀରେ

ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହେଲା ପାଇକମାଳ ପ୍ରାଥମିକ…

ବରଗଡ଼ ଜିଲ୍ଲା ପାଇକମାଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି। ପାଇକମାଳ ଅଂଚଳର ଜନସାଧାରଣଙ୍କ ବହୁ ଦିନର ଦାବି ଆଜି ପୂରଣ ହୋଇଛି।ପଦ୍ମପୁର ପାଇଁ ଗତ ଉପନିର୍ବାଚନ ସମୟରେ ପାଇକମାଳର ଜନତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା : ସରିଲା ଗୋପାଳର ନାର୍କୋ ଟେଷ୍ଟ

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ନାର୍କୋ ଟେଷ୍ଟ ଶେଷ ହୋଇଛି। ଗୁଜରାଟର ଗାନ୍ଧିନଗରସ୍ଥିତ ଡିଏଫ୍ଏସରେ ଗୋପାଳର ନାର୍କୋ ଟେଷ୍ଟ କରାଯାଇଛି। ଏହି ଟେଷ୍ଟ ପୂର୍ବରୁ ଗୋପାଳର ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ କରାଯାଇଥିଲା।

କୋଭିଡ୍-୧୯ :୨୪ ଘଣ୍ଟାରେ ଦେଶରେ ୧୩୨ ନୂଆ ସଂକ୍ରମଣ

ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୦ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା

କାହିଁକି ପାଟିରେ ହେଉଛି କ୍ୟାନ୍ସର?

କ୍ୟାନସର ଏମିତି ଏକ ରୋଗ ଯାହା କବଳରୁ ବଞ୍ଚିବା ଅତ୍ୟନ୍ତ କଷ୍ଟସାଧ୍ୟ । କିନ୍ତୁ ବର୍ତ୍ତମାନ ବିଜ୍ଞାନର ଅଗ୍ରଗତି ଯୋଗୁଁ ଏଥିରେ ମଧ୍ୟ କିଛି ପରିମାଣରେ ସିଦ୍ଧି ହାସଲ କରାଗଲାଣି ମାତ୍ର ସପୂର୍ଣ୍ଣ ନୁହେଁ । ତେଣୁ ଏଭଳି ରୋଗର ପ୍ରତିକାର ପୂର୍ବରୁ ହିଁ କରିବା ଦରକାର। ତେବେ କ୍ୟାନସର ମୁଣ୍ଡ,

ଆମେରିକାର ଜେଟ୍ : ଗୁଇନ୍ଦା ବେଲୁନ୍ ପରେ ଆଲାସ୍କା ଆକାଶରେ ଉଡୁଥବା ଅଜ୍ଞାତ ବସ୍ତୁକୁ ଖସାଇଲା

ଆକାଶରେ ଆମେରିକାର ଆଉ ଏକ ବଡ଼ ଆକ୍ସନ । ଆକାଶରେ ଉଡୁଥବା ସନ୍ଦିଗ୍ଧ ବସ୍ତୁକୁ ଖସାଇଲା ଆମେରିକା ଫାଇଟର ଜେଟ୍। ଗତକାଲି କାନାଡା ସୀମା ଆଲାକ୍ସା ନିକଟରେ ଆମେରିକା ଫାଇଟର ଜେଟ୍ ୪୦ ହଜାର ଫୁଟ ଉଚ୍ଚରେ ଉଡୁଥିବା ବସ୍ତୁକୁ ଖସାଇ ଦେଇଛି । ଏହା କେଉଁଠୁ ଆସିଥିଲା ଓ କିଏ ଛାଡିଥିଲା ତାହା ଜଣାପଡି

ଏୟାର ଏସିଆକୁ ବଡ ଝଟକା ଦେଲା  ଡିଜିସିଏ, ପ୍ରଶିକ୍ଷକ ମୁଖ୍ୟଙ୍କୁ ଦାୟିତ୍ୱରୁ ହଟାଇଲା

ଡିଜିସିଏ ନିୟମ ଉଲ୍ଲଙ୍ଘନ କରିଥିବାରୁ ଏୟାର ଏସିଆକୁ ଲାଗିଲା ବଡ ଝଟକା। ୨୦ ଲକ୍ଷ ଟଙ୍କା ଜୋରିମାନା ଲଗାଇଲା ଡିଜିସିଏ। ଡିଜିସିଏ ମୁତାବକ, ଏୟାର ଏସିଆ ପାଇଲଟ ଟ୍ରେନିଂରେ ଗଡବଡ କରିଛି। ଏହା ସହିତ ପାଇଲଟଙ୍କ ପ୍ରୋଫିସିଏନ୍ସି ରେଟିଂ ଚେକ୍ ସମୟରେ ଅଭ୍ୟାସ କରିନାହିଁ । ତେଣୁ ଏୟାର ଏସିଆ ଉପରେ

ନବ ଦାସଙ୍କ ବାସଭବନରେ ପହଞ୍ଚି ପରିବାର ଲୋକଙ୍କୁ ଆଶ୍ୱାସନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦିବଂଗତ ନେତା ନବ ଦାସଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ସୁରେଶ ପୂଜାରୀ। ଝାରସୁଗୁଡ଼ା ସରବାହାଲ ସ୍ଥିତ ଘରେ ନବଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ । ଦୁଃଖ ସମୟରେ ଧୈର୍ୟ୍ୟ ଧରିବାକୁ କହିଛନ୍ତି ଧର୍ମେନ୍ଦ୍ର ।ଗତ ଜାନୁଆରୀ ୨୯