୨୩ ହଜାର ୪୩୬ ରୁଦ୍ରାକ୍ଷରେ ମହାଦେବଙ୍କ ବାଲୁକା କଳା
ମହାଦେବଙ୍କ ପାଇଁ ବିଶାଳ ବାଲୁକା କଳା । ପୁରୀ ସମୁଦ୍ର କୂଳରେ ବାଲୁକା କଳାରେ ମହାଦେବଙ୍କୁ ଆରଧନା କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବିଶେଷ୍ୱତ ହେଉଛି, ଏଥିରେ ୨୩ ହଜାର ୪୩୬ ରୁଦ୍ରାକ୍ଷ ବ୍ୟବହାର କରିଛନ୍ତି । ମହାଦେବଙ୍କ ମସ୍ତକ, ଜଟ , ଶିବଲିଙ୍ଗ!-->…