୧୧ ଜିଲ୍ଲାରେ ୨ ଦିନ ବର୍ଷା
ରାଜ୍ୟରେ ଦୁଇ ଦିନ ଧରି ବର୍ଷା ଆଶଙ୍କା । ଭୁବନେଶ୍ୱର ପାଣିପାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଦୁଇ ଦିନ ଅର୍ଥାତ୍ ୨୫ ଏବଂ ୨୬ ତାରିଖ ପାଇଁ ୧୧ଟି ଜିଲ୍ଲାରେ ଘଡଘଡି , ବର୍ଷା ସମ୍ଭାବନା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ ,!-->…
