କେନ୍ଦ୍ରକୁ ଜବାବ ମାଗିଲେ ଅରୁଣ ସାହୁ
ଚାଷରୁ ଘର, ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ପ୍ରଶ୍ନ କଲେ ବିଜେଡି ବିଧାୟକ ଅରୁଣ ସାହୁ । ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର କୁଆଡ଼େ ଗଲା ବୋଲି ସେ କେନ୍ଦ୍ରକୁ ପଚାରିଛନ୍ତି l ଗୃହରେ ମହାନଦୀ ପ୍ରସଙ୍ଗ ଉଠାନ୍ତୁ l ବିଜେପି ସାଂସଦ କୁଆଡେ ଗଲେ ବୋଲି ସେ ପ୍ରଶ୍ନ କରିଛନ୍ତି l ସେହିପରି ମହାନଦୀ!-->…