ବିଧାନସଭାରେ ମହାନଦୀ ତାତି
ମହାନଦୀ ଜଳସଂକଟ ନେଇ ବିଧାନସଭାରେ ସରଗରମ ସ୍ଥିତି । ଆଜି ବିଶ୍ୱ ଜଳ ଦିବସରେ ମହାନଦୀରେ ଶୁଖିଗଲାଣୀ କହିଲେ ଦେବି ମିଶ୍ର । ଏନେଇ ଗୃହରେ ହାଲୋଚନା ପାଇଁ ବାଚସ୍ପତିଙ୍କ ରୁଂଲି ଦାବି କଲେ । କେନ୍ଦ୍ର ବିରୋଧରେ ନାରା ଦେଇ ରୁଂଲି ପାଇଁ ଅଡିବସିଲେ ଶାସନ ସଦସ୍ୟ । ମହାନଦୀ ଜଳ ସଂରକ୍ଷଣ ପାଇଁ!-->…
