Odia News Portal
Browsing Tag

odisha

ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର: ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳର ତିନି ଶାଖା ମହିଳା, ଛାତ୍ର ଓ ଯୁବ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବେ । ରନ୍ଧନଗ୍ୟାସର ଅହେତୁକ ଦର ବୃଦ୍ଧି ଏବଂ ଉଜ୍ୱଳା ଯୋଜନାର ବିଫଳତା ନେଇ ଦଳ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବ । ଦଳର ବରିଷ୍ଠ ନେତ୍ରୀ ପ୍ରମିଲା

ଚର୍ଚ୍ଚାରେ ପାଟ୍ଟଶାଣୀ

ଭୁବନେଶ୍ୱର: ବିଜେଡିର ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀଙ୍କୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି । ଶୁଣିବାକୁ ମିଳୁଛି କି, ପ୍ରଶନ୍ନ ବିଜେପିରେ ମିଶିବା ସହ ସେ ରାଜ୍ୟପାଳ ହେବେ । ତେବେ ଏହାକୁ ନେଇ ଆଜି ଗଣମାଧ୍ୟମକୁ ଏକ ପ୍ରତିକ୍ରିୟାରେ କହିଛନ୍ତି କି, ମୋଦି ମୋତେ

ଭୋଟର ଲିଷ୍ଟ ତ୍ରୁଟି ସଂଶୋଧନ ପରାମର୍ଶ

ଭୁବନେଶ୍ୱର: ଭୋଟର ତାଲିକା ସଂଶୋଧନ ନେଇ ସିଇଓ ସୁଶିଲ ଲୋହାନୀ କହିଛନ୍ତି ପ୍ରସ୍ତୁତ ଇଲେକ୍ଟୋରାଲ ରୋଲରୁ ନିଜ ନିଜର ନାଁ ଦେଖିନେବାକୁ ସେ ପରାମର୍ଶ ଦେଇଛନ୍ତି । ଇଲେକ୍ଟୋରାଲ ରୋଲରେ କୌଣସି ତ୍ରୁଟି ଥିଲେ ଆବେଦନ କରିପାରିବେ । ୨୧ ତାରିଖରେ ଭୋଟ କେନ୍ଦ୍ରରେ ବିଏଲଓ ମାନେ ଉପସ୍ଥିତ ରହିବେ ।

ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ହାଲକା ବର୍ଷାରେ ଭିଜୁଛି ଓଡ଼ିଶା । ଟ୍ରପ ଲାଇନ୍ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି । ଆଜି ଲଘୁଚାପର ରୂପ ନେବ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ । ଲଘୁଚାପର ସିଧାସଳଖ ଓଡ଼ିଶା ଉପରେ ପ୍ରଭାବ ପଡ଼ିବ ନାହିଁ ।

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୦ରୁ ୧୮ ବର୍ଷ ମଧ୍ୟରେ ୩୩ ଜଣ ଥିବାବେଳେ ସଙ୍ଗରୋଧରୁ ୧୨୮ ଜଣ ଓ ସ୍ଥାନୀୟ ସଂକ୍ରମଣ ଭାବେ ୯୮ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୪, କଟକରୁ ୧୫,

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଜଗତସିଂହପୁର : କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ନାଉଗାଁ ଅଙ୍ଗେଶ୍ୱରପଡା ହାଇସ୍କୁଲକୁ ଏକ ସାମଜିକ କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ଅଲଣା ହାଟ ନିକଟରେ ଅଣ୍ଡା ମାଡ଼ କରାଯାଇଛି । ଯୁବ କଂଗ୍ରେସ ନେତା

ଜାଣନ୍ତୁ ଘରେ ବସି କେମିତି ଡାଉନଲୋଡ଼ କରିବେ ଗାଡ଼ି କାଗଜପତ୍ର

ଭୁୁବନେଶ୍ୱର: ଗାଡି ଚାଳକଙ୍କ ପାଇଁ ଖୁସୀ ଖବର । ଏଣିକି ଘରେ ବସି ଗାଡିର ସମସ୍ତ କାଗଜପତ୍ର ଡାଉନଲୋଡ କରିପାରିବେ । ଏନେଇ ବିଜ୍ଞପ୍ତି ଜାରି କରିଛି ବାଣିଜ୍ୟ ଓ ପରିବହନ ବିଭାଗ । ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତି ହେଉଛି । ଏହି ସୁବିଧା ନୂଆ ବର୍ଷରୁ ଉପଲବ୍ଧ ହେବ । ପୋଲିସ

ଷଷ୍ଠ, ସପ୍ତମ ପିଲା ବିଦ୍ୟାଳୟ ମୁହାଁ : ଚାପରେ ଶିକ୍ଷକ ଶିକ୍ଷୟତ୍ରୀ, କଟକଣା ପାଳନ ଚିନ୍ତା

ଭୁବନେଶ୍ୱର : ସରକାରୀ ଘୋଷଣା ମୁତାବକ ଆଜି ଠାରୁ ଷଷ୍ଠ ଓ ସପ୍ତମଶ୍ରେଣୀରେ ପାଠପଢା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସି ଖୁସି ଥିବାବେଳେ ଶିକ୍ଷକ ଶିକ୍ଷୟତ୍ରୀମାନେ କିନ୍ତୁ ଚାପରେ ଅଛନ୍ତି । ବିଶେଷକରି କୋଭିଡ କଟକଣାକୁ ବିଦ୍ୟାଳୟରେ କିଭଳି ପାଳନ କରାଯିବ ସେହି ଚିନ୍ତା ଏବେ

ତାତିଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର: ତାତିଲେ କଂଗ୍ରେସ କର୍ମୀ । ଛାତ୍ର ଏବଂ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱରରେ ଦେଖିବାକୁ ମିଳିଛି ନାରାବାଜି । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଦେଖିବାକୁ ମିଳିଛି ବିକ୍ଷୋଭ । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିବା ସହ ମମିତାଙ୍କ

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ୨୦୬ ଜଣ ନୂଆ କୋଭିଡ ସଂକ୍ରମିତ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨ ଜଣ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୨୧ ଓ ସ୍ଥାନୀୟ ସଂକ୍ରମିତ ୮୫ ଜଣ । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୩୨ ଜଣ ରହିଛନ୍ତି