Odia News Portal
Browsing Tag

odisha

ଦୀପାବଳି ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ପାଠପଢ଼ା

ଭୁବନେଶ୍ବର: ଦୀପାବଳି ପରେ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାସ ସୂଚନା ଦେଇଛନ୍ତି। ଏନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଏ ସଂପର୍କରେ ଗଣଶିକ୍ଷା ବିଭାଗ ବିଚାରବିମର୍ଶ କରୁଛି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲାଯିବ। ସ୍କୁଲ

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡମାଡ଼

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ଟୋନିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ମୁଣ୍ଡୁଳୀରେ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଆସୁଥିବା ବେଳେ ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ଗାଡ଼ି ଉପରକୁ

ବିଜେଡ଼ିର ଗଡ଼ ନୟାଗଡ଼, ଜାଣନ୍ତୁ ରାଜନୀତିର ଭିତିରି କଥା

ଭୁବନେଶ୍ୱର: ରାଜ୍ୟରେ ଶାସକ ଦଳ ବିଜେଡ଼ି ନିଜର ଦବଦବା ଜାରି ରଖିଛି । ନବୀନଙ୍କ ଗୁଗଲୀ ଆଗରେ ବୋଲ୍ଡ ହେଉଛନ୍ତି ବିରୋଧୀ । ତେବେ ନୟାଗଡ଼ ଜିଲ୍ଲାରେ ବିଜେଡ଼ି ବାରମ୍ବାର ବିଜୟ ହୋଇ ଆସୁଛି । ଜିଲ୍ଲାର ୪ଟି ଯାକ ନିର୍ବାଚନ ମଣ୍ଡଳୀରେ ବିଜୟ ବାନା ଉଡ଼ାଇ ଆସୁଛି ବିଜେଡ଼ି । ନେତା ପରିବର୍ତ୍ତନ

ନଭେମ୍ବର ପହିଲାରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ

ଭୁବନେଶ୍ବର: ନଭେମ୍ବର ପହିଲାରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ୨୦୨୨ ଜାନୁଆରୀ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ବୟସ ବା ତଦୁର୍ଦ୍ଧ୍ୱ ବ୍ୟକ୍ତି ସେମାନେ ଏଥିରେ ସାମିଲ ହୋଇ ପାରିବେ । ଯେଉଁ ଯୋଗ୍ୟ ଭୋଟରଙ୍କର ଲିଷ୍ଟରେ ନାଁ ନଥିବ କିମ୍ବା ତ୍ରୁଟି ରହିଥିବ ଅଥବା ଯେଉଁମାନେ

ସରକାରୀ ଘର ଭଡା ଦେବାକୁ ସଂଘ ନେତାଙ୍କ ଟଣା ଓଟରା

ଭୁବନେଶ୍ୱର : ସଂଘର ନିଜସ୍ୱ ଘର ଥାଉ ଥାଉ ନେତାମାନେ ଆଉ ଗୋଟିଏ କ୍ୱାଟର୍ସ ନେଲେ । ଏହାକୁ ହାତେଇବା ପରେ ଭଡାରେ ଲଗାଇ ଟଙ୍କା ଆଦାୟ କଲେ । ହେଲେ ଘରଭଡା ଦେଲେନାହିଁ । ଏବେ ଲକ୍ଷାଧିକ ଟଙ୍କାର ଭଡା ବାକି ପଡିବାପରେ କିଏ ଟଙ୍କା ଦେବ ତାହାକୁ ନେଇ ଚିଠି ଲେଖା ଆରମ୍ଭ ହୋଇଛି । ଏଭଳି

ଏବେଠୁ ଏତେ, ଆଗକୁ କେତେ?

ଭୁବନେଶ୍ୱର: କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ଆକାଶ ଛୁଅାଁ ହେଲାଣି । ଯେଉଁ ପରିବା ଧରିବ ହାଇଚାର୍ଜ ରେଟ୍ । ଗ୍ରାହାକମାନେ ପରିବା ରେଟ୍ ଶୁଣି ଛାନିଅାଁ ହେଉଛନ୍ତି । ତେବେ ପରିବା ଦର ବୃଦ୍ଧିକୁ ନେଇ ଏବେ ଖଟି ଚର୍ଚ୍ଚା । ଦର କେବେ କମିବ ଆଉ କେତେଦିନ ଏମିତି ବଢ଼ିବ ତାକୁ ନେଇ ଚର୍ଚ୍ଚା

ଶିଶୁ ଭବନ ଛକରେ ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ମମିତା ମେହେରଙ୍କ ହତ୍ୟାକୁ ନେଇ ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ବିଜେପି ପରେ କଂଗ୍ରେସ ପକ୍ଷରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ନବୀନ ନିବାସ ଘେରିବା ଲାଗି ଯାଉଥିବାବେଳେ ଶିଶୁ ଭବନ ଛକ ନିକଟରେ ପୋଲିସ କର୍ମୀ କଂଗ୍ରସ କର୍ମକର୍ତ୍ତାଙ୍କୁ ଅଟକାଇଥିଲେ

ବିଜେଡି ମୁହାଁ ବିରୋଧୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେଉଛି ବିଜେଡି । ଶତାଧିକ ବିରୋଧୀ ଦଳ ଛାଡ଼ି ବିଜେଡିରେ ସାମିଲ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିକୁ ଛୁଟୁଛନ୍ତି ବିରୋଧୀ ନେତୃ ମଣ୍ଡଳୀ । ବିଜେଡିର ମିଶ୍ରଣ ପର୍ବ। ଶ୍ରମିକ

ଆସନ୍ତାକାଲି ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜେଡି

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ିଚାଲିଛି ତୈଳ ଦର । ତେବେ କେବଳ ତୈଳ ଦର କାହିଁକି ଅନ୍ୟ ସାମଗ୍ରୀ ମଧ୍ୟ ଅହେତୁକ ଭାବେ ବଢ଼ିବାରେ ଲାଗିଛି । ଯାହାକି ସିଧା ସଳଖ ମଧ୍ୟବିତ୍ତଙ୍କ ଉପରେ ପଡ଼ୁଛି ପ୍ରଭାବ । ହାଣ୍ଡିଶାଳରେ ଏବେ ମହଙ୍ଗା ମାଡ଼ ହୋଇଛି । ତେବେ ବାରମ୍ବାର ପ୍ରତିବାଦ ସତ୍ତେ୍ୱ ଏଦିଗରେ

ବିଜେପି ସରକାରର ଆର୍ଥିକ ପରିଚାଳନା ଠିକ ଭାବେ ହେଉନି: ବିଜେଡି

ଭୁବନେଶ୍ୱର: ବିଜେପି ସରକାଙ୍କ ଉପରେ ବର୍ଷିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନା ଠିକ ଭାବେ ହେଉ ନଥିବା କୁହାଯାଇଛି । ଦର ବୃଦ୍ଧି ଯନ୍ତ୍ରଣାଦାୟକ,