Odia News Portal
Browsing Tag

odisha

ଶରୀରର ଏହି ଅଙ୍ଗରେ ଝିଟିପିଟି ପଡିଲେ ହୋଇଯିବେ ମାଲାମାଲ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଝିଟିପିଟି ପଡ଼ିଯାଏ ତାହେଲେ କିଛି କ୍ଷେତ୍ରରେ ତାକୁ ଶୁଭ ତ କିଛି କ୍ଷେତ୍ରରେ ଅଶୁଭ କୁହାଯାଏ। ଶରୀରର କେଉଁ ଅଙ୍ଗରେ ଝିଟିପିଟି ପଡିଲେ ଶୁଭ ହୋଇଥାଏ ଓ କେଉଁ ଅଙ୍ଗରେ ପଡିଲେ ଅଶୁଭ ହୋଇଥାଏ ଆସନ୍ତୁ ଜାଣିବା। ୧. ମହିଳାମାନଙ୍କ

ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ

ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ. ଏଇ ଅବସରରେ ସେ ରାଜ୍ୟପାଳଙ୍କୁ ନିଜେ ଆଙ୍କିଥିବା ତାଙ୍କର ପ୍ରତିଛବିକୁ ପ୍ରଦାନ କରିଛନ୍ତି. ପ୍ରିୟଙ୍କା ସାଧା କାଗଜ ଉପରେ

କାର୍ଯ୍ୟରତ ସମ୍ବାଦିକଙ୍କୁ ସ୍ୱାସ୍ଥ୍ୟ ବିମା କାର୍ଡ ପ୍ରଦାନ

ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଢେଙ୍କାନାଳର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ

କୋଭାକ୍ସିନ ଟୀକାକୁ ଆଜି ମିଳିପାରେ ଅନୁମୋଦନ

ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର କୋଭାକ୍ସିନ ଟିକାକୁ ଆଜି ଅନୁମୋଦନ ଦେଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏଥିପାଇଁ ଆଜି ଡବ୍ଲୁଏଚଓ ବୈଷୟିକ ପରାମର୍ଶଦାତା କମିଟିର ବୈଠକ ବସୁଛି । ଭାରତ ବାୟୋଟେକ ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ

ରାଜ୍ୟରେ ଧୀରେ ଧୀରେ ଅନୁଭୂତ ହେଲାଣି ଶୀତ

ରାଜ୍ୟରେ ଧୀରେ ଧୀରେ ଶୀତ ଅନୁଭୁତ ହେଲାଣି । ହେଲେ ସବୁ ଅଂଚଳର ଶୀତ ଠାରୁ ନିଆରା କନ୍ଧମାଳର ଶୀତ । ଶୀତ ସାଙ୍ଗକୁ ଘନ କୁହୁଡି କନ୍ଧମାଳର ପରିବେଶକୁ ଆକର୍ଷଣୀୟ କରିଛି । ଚଳିତ ବର୍ଷର ପହିଲି ଶୀତର ମଜା ଉଠାଇବା ସହ ଫିଟ୍ ରହିବା ପାଇଁ ପ୍ରାତଃ ଭ୍ରମଣରେ ବାହାରି ଯାଉଛନ୍ତି ଲୋକେ । ସ୍ଥାନୀୟ

ଆଜିଠୁ ବିଜୁ ଯୁବ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ

ଆଜି ଏବଂ ଆସନ୍ତକାଲି ବିଜୁ ଛାତ୍ର ଏବଂ ଯୁବ ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିଷଣ ଶିବିର ପୁରୀରେ ଅନୁଷ୍ଠିତ ହେବ । ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ସଭାପତି, ସଂପାଦକ, କର୍ମକର୍ତ୍ତାଙ୍କ ସହ ରାଜ୍ୟର ୩୧୪ ବ୍ଲକ୍‌,

ଭିଜିଲାନ୍ସ ଜାଲରେ ସିଡିପିଓ

ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର CDPO , ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି , ସୁଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ବ୍ଲକ୍ CDPO ପୁଷ୍ପାଞ୍ଜଳି ରଥ ଅଙ୍ଗନୱାଡ଼ି କର୍ମୀ ଚୟନ ନିମନ୍ତେ ଜଣେ ବ୍ୟକ୍ତି ଙ୍କ ଠାରୁ ଲକ୍ଷେ ଟଙ୍କା ଲାଞ୍ଚ

ଚିଲିକାରେ ପଡିଲାଣି ବିଦେଶୀ ପକ୍ଷୀଙ୍କ ପାଦ

କୁହାଯାଏ କୁମାର ପୂର୍ଣ୍ଣିମା ଡାଲାରେ ଶୀତ ଆସେ । ଶୀତ ଆସିବା ସହ ଓଡିଶାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି । ମରାଳମାଳିନୀ ନୀଳାମ୍ବୁ ଚିଲିକାକୁ ଅତିଥି ଆସି ଗଲେଣି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଚିଲିକାର ରୂପକୁ ଆହୁରି ସୁନ୍ଦର କରିଛନ୍ତି ବିଦେଶାଗତ ରଙ୍ଗବେରଙ୍ଗର ପକ୍ଷୀ ।

କନସଲଟାନ୍ସି ନାରେ ଦେହ ବେପାର

ରାଜଧାନୀରେ ଲମ୍ବୁଛି ଅପରାଧର ଫର୍ଦ୍ଦ । ଗୋଟିଏ ପଟେ ଧଳାଜହର ମାଫିଆ ସହରରେ ରାଜ୍ କରୁଥିବା ବେଳେ ଅନ୍ୟପଟେ ଦେହ ବ୍ୟବସାୟର ଆଡା ଜମୁଛି । ଅପରାଧୀଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଅଙ୍କୁଶ ଲଗାଇ ପାରୁନି ପୋଲିସ । ଅପରାଧୀଙ୍କ ଅପରାଧ ଧିରେ ଧିରେ ବଢି ବଢି ଚାଲିଛି । ଭୁବନେଶ୍ବରର ମଞ୍ଚେଶ୍ବର

ଦୀପାବଳି ପୂର୍ବରୁ କିଙ୍ଗ୍ ଖାନ୍ ଭିଡିଓ ଭାଇରାଲ

ଆଗକୁ ଦୀପାବଳି ପର୍ବ ଆସୁଛି। ସମସ୍ତେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏପରିକି ଅନେକ ବ୍ରାଣ୍ଡ ଦୀପାବଳି ଅବସରରେ ବିଜ୍ଞାପନ ପ୍ରକାଶ କରିଛନ୍ତି। ଏହି ଧାରାରେ, କ୍ୟାଡବରୀ ମଧ୍ୟ ଦୀପାବଳି ଅବସରରେ ଏକ ସ୍ୱତନ୍ତ୍ର ବିଜ୍ଞାପନ ପ୍ରକାଶ କରିଛି। ଏହି ବିଜ୍ଞାପନ ପାଇଁ କମ୍ପାନୀ