Odia News Portal
Browsing Tag

odisha

ଶିଶୁ ଭବନ ଛକରେ ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ମମିତା ମେହେରଙ୍କ ହତ୍ୟାକୁ ନେଇ ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ବିଜେପି ପରେ କଂଗ୍ରେସ ପକ୍ଷରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ନବୀନ ନିବାସ ଘେରିବା ଲାଗି ଯାଉଥିବାବେଳେ ଶିଶୁ ଭବନ ଛକ ନିକଟରେ ପୋଲିସ କର୍ମୀ କଂଗ୍ରସ କର୍ମକର୍ତ୍ତାଙ୍କୁ ଅଟକାଇଥିଲେ

ବିଜେଡି ମୁହାଁ ବିରୋଧୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେଉଛି ବିଜେଡି । ଶତାଧିକ ବିରୋଧୀ ଦଳ ଛାଡ଼ି ବିଜେଡିରେ ସାମିଲ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିକୁ ଛୁଟୁଛନ୍ତି ବିରୋଧୀ ନେତୃ ମଣ୍ଡଳୀ । ବିଜେଡିର ମିଶ୍ରଣ ପର୍ବ। ଶ୍ରମିକ

ଆସନ୍ତାକାଲି ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜେଡି

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ିଚାଲିଛି ତୈଳ ଦର । ତେବେ କେବଳ ତୈଳ ଦର କାହିଁକି ଅନ୍ୟ ସାମଗ୍ରୀ ମଧ୍ୟ ଅହେତୁକ ଭାବେ ବଢ଼ିବାରେ ଲାଗିଛି । ଯାହାକି ସିଧା ସଳଖ ମଧ୍ୟବିତ୍ତଙ୍କ ଉପରେ ପଡ଼ୁଛି ପ୍ରଭାବ । ହାଣ୍ଡିଶାଳରେ ଏବେ ମହଙ୍ଗା ମାଡ଼ ହୋଇଛି । ତେବେ ବାରମ୍ବାର ପ୍ରତିବାଦ ସତ୍ତେ୍ୱ ଏଦିଗରେ

ବିଜେପି ସରକାରର ଆର୍ଥିକ ପରିଚାଳନା ଠିକ ଭାବେ ହେଉନି: ବିଜେଡି

ଭୁବନେଶ୍ୱର: ବିଜେପି ସରକାଙ୍କ ଉପରେ ବର୍ଷିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନା ଠିକ ଭାବେ ହେଉ ନଥିବା କୁହାଯାଇଛି । ଦର ବୃଦ୍ଧି ଯନ୍ତ୍ରଣାଦାୟକ,

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ପାଇଁ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୪ ଶହରୁ ତଳକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୭୪ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୨୧୮ ଓ ସ୍ଥାନୀୟ ଅଂଚଳରୁ ୧୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୬୫ ଜଣ ଶିଶୁ ଓ

ଲଘୁଚାପ ପ୍ରଭାବରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପୁଣି ଫେରିଛି ମୌସୁମୀ । ରାଜ୍ୟର କିଛି ସ୍ଥାନରେ ପୁଣି ଆରମ୍ଭ ହୋଇଛି ବର୍ଷା । ଅଧିକାଂଶ ସ୍ଥାନରେ କୋହଲା ପାଗ ମଧ୍ୟ ଦେଖିବାକୁ ମିଳିଛି । ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି । ଓଡ଼ିଶା ଉପରେ ଏହାର ସିଧା ପ୍ରଭାନ ନଥିଲେ ବି ଆଂଶିକ ପ୍ରଭାବ ପଡ଼ିବ । ୫ଦିନ

ଆଜି ରାଜ୍ୟରେ ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କିଛି ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୬୫ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୧୨ ଓ ସ୍ଥାନୀୟ ଅଂଚଳରୁ ୧୫୩ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୫୬ ଜଣ ଶିଶୁ ଓ କିଶୋର ।

ନବୀନ ନିବାସ ଅଭିମୁଖେ ହଜାର ହଜାର ଡ୍ରାଇଭର

ଭୁବନେଶ୍ୱର: ନବୀନ ନିବାସ ଅଭିମୁଖେ ଡ୍ରାଇଭର ମହାସଂଘ । ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଛନ୍ତି ହଜାର ହଜାର ଡ୍ରାଇଭର । ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଦଯାତ୍ରା କରି ଭୁବନେଶ୍ୱର ଆସିଛନ୍ତି

୧୯୯୯ ମହାବାତ୍ୟାକୁ ପୁରିଲା ୨୨ ବର୍ଷ

ଭୁବନେଶ୍ୱର: ଯୁଆଡ଼େ ଚାହିଁଲେ ଖାଲି କୁଡ଼ କୁଡ଼ ଶବ । ଦେଖିଲେ ଡର ଲାଗୁଥିଲେ ଆଉ ନଦେଖିଲେ ଲୁହ ବାହାରୁଥିଲା । ଆଉ ଆଜି ବି ଯଦି ସେହି କଥା ମନେ ପଡ଼ିଯାଏ ଦେହ ସିହରି ଉଠେ । ୧୯୯୯ ମସିହା ମହାବାତ୍ୟା । ସବୁକିଛି କିଛି ଉଜାଡ଼ି ଦେଇଥିଲା । ପିଲାଠାରୁ ବାପାଙ୍କୁ ଛଡ଼ାଇ ନେଇଥିଲା ଆଉ ବୃଦ୍ଧ ବାପା

ପାରାଦୀପ ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ

ପାରାଦୀପ: ଓଡ଼ିଶା ଗସ୍ତରେ ଆସି ପାରଦୀପରେ ପହଞ୍ଚିଛନ୍ତି କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ । ଆଜି ଦୁଇ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ଵରରୁ ହେଲିକପ୍ଟର ଯୋଗେ ଷଣ୍ଢକୁଦ ହେଲିପ୍ୟାଡରେ ପହଞ୍ଚିଥିଲେ । ଏହାପରେ ପାରାଦୀପ ବନ୍ଦରକୁ ଯାଇଥିଲେ ।