Odia News Portal
Browsing Tag

odisha

ଚିଲିକାରେ ପଡିଲାଣି ବିଦେଶୀ ପକ୍ଷୀଙ୍କ ପାଦ

କୁହାଯାଏ କୁମାର ପୂର୍ଣ୍ଣିମା ଡାଲାରେ ଶୀତ ଆସେ । ଶୀତ ଆସିବା ସହ ଓଡିଶାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି । ମରାଳମାଳିନୀ ନୀଳାମ୍ବୁ ଚିଲିକାକୁ ଅତିଥି ଆସି ଗଲେଣି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଚିଲିକାର ରୂପକୁ ଆହୁରି ସୁନ୍ଦର କରିଛନ୍ତି ବିଦେଶାଗତ ରଙ୍ଗବେରଙ୍ଗର ପକ୍ଷୀ ।

କନସଲଟାନ୍ସି ନାରେ ଦେହ ବେପାର

ରାଜଧାନୀରେ ଲମ୍ବୁଛି ଅପରାଧର ଫର୍ଦ୍ଦ । ଗୋଟିଏ ପଟେ ଧଳାଜହର ମାଫିଆ ସହରରେ ରାଜ୍ କରୁଥିବା ବେଳେ ଅନ୍ୟପଟେ ଦେହ ବ୍ୟବସାୟର ଆଡା ଜମୁଛି । ଅପରାଧୀଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଅଙ୍କୁଶ ଲଗାଇ ପାରୁନି ପୋଲିସ । ଅପରାଧୀଙ୍କ ଅପରାଧ ଧିରେ ଧିରେ ବଢି ବଢି ଚାଲିଛି । ଭୁବନେଶ୍ବରର ମଞ୍ଚେଶ୍ବର

ଦୀପାବଳି ପୂର୍ବରୁ କିଙ୍ଗ୍ ଖାନ୍ ଭିଡିଓ ଭାଇରାଲ

ଆଗକୁ ଦୀପାବଳି ପର୍ବ ଆସୁଛି। ସମସ୍ତେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏପରିକି ଅନେକ ବ୍ରାଣ୍ଡ ଦୀପାବଳି ଅବସରରେ ବିଜ୍ଞାପନ ପ୍ରକାଶ କରିଛନ୍ତି। ଏହି ଧାରାରେ, କ୍ୟାଡବରୀ ମଧ୍ୟ ଦୀପାବଳି ଅବସରରେ ଏକ ସ୍ୱତନ୍ତ୍ର ବିଜ୍ଞାପନ ପ୍ରକାଶ କରିଛି। ଏହି ବିଜ୍ଞାପନ ପାଇଁ କମ୍ପାନୀ

ଦୀପାବଳିରେ ଫୁଟିବନି ବାଣ

ଦୀପାବଳିରେ ବାଣ ଫୁଟାଇବା ଉପରେ ଲାଗିପାରେ ସଂପୂର୍ଣ୍ଣ କଟକଣା । ଏନେଇ ସଂକେତ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି, ବାଣ ଫୁଟିଲେ ଫୁସଫୁସକୁ ପ୍ରଭାବିତ କରିବ । ଏହା ସହ ବିଜୟ ମହାପାତ୍ର କହିଛନ୍ତି, ଆମେ ଏବେ ଏଣ୍ଡାମିକ୍ ସ୍ଥିତିରେ ରହିଛୁ ।

ପ୍ରବେଶ ଉତ୍ସବ ଅନୁଷ୍ଠିତ

ଦଶରଥପୁର ବ୍ଲକ କୟାଁ ପଂଚାୟତସ୍ତ ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟ ରେ ଆଜି ପ୍ରବେଶ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି .ଏହି ପରିପ୍ରେକ୍ଷୀରେ ପ୍ରଥମେ ପିଲା ମାନଙ୍କୁ ପ୍ରଧାନ ଶିକ୍ଷକ କିସାନ ଟୁଡୁ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସାନିଟାଇଜ କରିବା ପରେ ପ୍ରତି ଛାତ୍ର ଛାତ୍ରୀ ମାନଙ୍କୁ ଗୋଟିଏ

ଧୀରେ ଧୀରେ ଆସୁଛି ଶୀତ

ଦିନରେ ଖରା କାଟୁଛି ରାତିରେ ପ୍ରଥମ ଶୀତ ସ୍ପର୍ଷ ମିଳୁଛି। ପାଣିପାଗ ଏବେ ଏଭଳି ହୋଇଯାଇଛି। ରାଜ୍ୟରୁ ମୌସୁମୀ ସଂପୂର୍ଣ୍ଣ ଫେରି ଯିବା ପରେ ଧୀରେ ଧୀରେ ଆସୁଛି ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ରାତିରେ ତାପମାତ୍ରା ଖସୁଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା

ସୁଶାନ୍ତଙ୍କ ଫିଲ୍ମ ଛିଛୋରେ କୁ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ

୬୭ତମ ରାଷ୍ଟ୍ରୀୟ ଫିଲ୍ମ ଆଓ୍ଵାର୍ଡର ଘୋଷଣା ପୂର୍ବରୁ ହୋଇସାରିଥିଲେ ସୁଦ୍ଧା ଆଜି ବିଜେତାଙ୍କୁ ନ୍ୟାସନାଲ ଆଓ୍ଵାର୍ଡ ଦିଆଯାଇଛି। ଆଜି ବିଜ୍ଞାନ ଭବନରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’ କୁ ଶ୍ରେଷ୍ଠ

ଆଜି ବିଜେପିର ୧୨ ଘଣ୍ଟିଆ ବାରିପଦା

ଆଜି ୧୨ ଘଣ୍ଟିଆ ବାରିପଦା ବନ୍ଦ ଡାକରା ଦେଇଛି ବିଜେପି । ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦିନ ବିଜେପି କର୍ମୀଙ୍କୁ ମାଡ ମାରିଥିବା ସମସ୍ତଙ୍କୁ ଗିରଫ ଦାବି କରି ବନ୍ଦ ଡାକରା ଦେଇଛି ଭାରତୀୟ ଜନତା ପାର୍ଟି । ଏଥିସହ ୧୬

ଆଜିଠୁ ଖୋଲିବ ଅଷ୍ଟମ ଶ୍ରେଣୀ

ଆଜିଠୁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରଥମେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ରୁମ୍ ପାଠ ପଢା ଆରମ୍ଭ ହେବ । ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର

ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏହି ଦିନ ଦେବ ଦେବ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଶୈବପୀଠରେ ଭକ୍ତଙ୍କ ଭିଡ଼ ଲାଗିଥାଏ । କିନ୍ତୁ ଚଳିତ ବର୍ଷ ଧବଳେଶ୍ୱର ପୀଠରେ କୋଭିଡ କଟକଣା ପାଇଁ ୧୪୪ ଧାରା ଲାଗୁ କରାଯାଇଥିବାରୁ ମନ୍ଦିର ପରିସର ସମ୍ପୂର୍ଣ୍ଣ ଖାଁ ଖାଁ ରହିଛି ।