ପୁଣିଥରେ ପ୍ରଦୀପ ମାଝୀଙ୍କ ଉପରେ ବର୍ଷିଲେ ସୁର
ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ପୁଣିଥରେ ପ୍ରଦୀପ ମାଝୀଙ୍କୁ ଝାଡିଛନ୍ତି । ପିପିଲିରେ କଂଗ୍ରେସର ଭୋଟ ମାଇନସ ଲାଗି ପ୍ରଦୀପ ଦାୟୀ । ସେ ବିଜେଡିରେ ସାମିଲ ହେବା ଖବର ପ୍ରଚାର ହେଉଥିବା କାରଣରୁ କଂଗ୍ରେସ ଭୋଟ ବିଜେଡିକୁ ଯାଇଛି । ଯଦି ସେ ଦଳ ଛାଡିବେ ଶ୍ରୀଘ୍ର!-->…
