Odia News Portal
Browsing Tag

odisha

ପୁଣି ଚର୍ଚ୍ଚାରେ ଅନୁଭବଙ୍କ ପୋଷ୍ଟ, ଜାଗୃତିଙ୍କ ସହ ଫଟୋ ପୋଷ୍ଟ କରି ଏମିତି ଲେଖିଲେ ସାଂସଦ

ଭୁବନେଶ୍ୱର: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ସୁନ୍ଦର ଅଭିନୟ ତ ଆଉ କେତେବେଳେ ପାରିବାରିକ କଳହ । ବର୍ଷାଙ୍କ ସହ ତାଙ୍କର ପାରିବାରିକ ମାମଲାର ଅନ୍ତ ଘଟି ନଥିବାବେଳେ ଅନୁଭବ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ

ଟ୍ୱିନସିଟିରେ ନିଶାକାରକୁ ନେଇ ଏମିତି କହିଲେ ସିପି

ଭୁବନେଶ୍ୱର: ଦୈତନଗରୀରେ ବଢ଼ିବାରେ ଲାଗିଛି ନିଶା କାରବାର । ପ୍ରତିଦିନ ଧରା ହେଉଛନ୍ତି ବେପାରୀ । ଏହାରି ଭିତରେ ୨୦୨୧ରେ ଟୁଇନସିଟିରେ ନିଶା କାରବାରକୁ ନେଇ ବଡ଼ ଖୁଲାସା କରିଛନ୍ତି ସିପି । ୨୦୨୧ ବର୍ଷରେ ବର୍ତ୍ତମାନ ସୁଦ୍ଧା ଟ୍ଵିନସିଟିରେ ଜବତ ହେଲାଣି ୧୦କିଲୋ ବ୍ରାଉନ ସୁଗାର। ଗିରଫ ହେଲେଣି

୧୦ରେ ଲଘୁଚାପ

ଭୁବନେଶ୍ୱର: ଆସନ୍ତାକାଲି ଲଘୁଚାପ ସମ୍ଭାବନା । ୧୨ ଘଣ୍ଟାରେ ଘନୀଭୂତ ହୋଇ ଓ୍ୱେଲମାର୍କ ଲୋ-ପ୍ରେସରର ରୂପ ନେବ ଲଘୁଚାପ । ଏହା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରେ ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ଆନ୍ଧ୍ରପ୍ରଦେଶର କାକିନାଡାରେ

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ମନ୍ଥର ଗତିରେ ତଳକୁ ଖସୁଛି । ଶୁକ୍ରବାର ଦିନକ ମଧ୍ୟରେ ୧୯,୭୪୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୨୩,୦୭୦ ଜଣ ସୁସ୍ଥ ହୋଇଛନ୍ତି । ଦୈନିକ ପରୀକ୍ଷା କରାଯାଉଥିବା ନମୁନା ମଧ୍ୟରେ ସଂକ୍ରମଣ ହାର ୦.୭୦%

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୫୨୬ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୩୦୩ ଓ ସ୍ଥାନୀୟ ଅଂଚଳରୁ ୨୨୩ ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୬୮ ଜଣ ଅଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୪୪କୁ ବୃଦ୍ଧି ପାଇଛି

ପିସିସି ସଭାପତି ପଦରୁ ଇସ୍ତଫା ଦେବା ନେଇ ଏମିତି କହିଲେ ନିରଞ୍ଜନ

ଭୁବନେଶ୍ୱର: କମୁନି କଂଗ୍ରେସ କଳି । ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଯିବା ନେଇ ଲାଗି ରହିଛି କନ୍ଦଳ । କଂଗ୍ରେସରେ ଏବେ ଦୁଇ ଗୋଷ୍ଠୀ ମଧ୍ୟରେ ତୁତୁ ମେଁ ମେଁ ଲାଗି ରହିଥିବା ନେଇ ସବୁଠି ଦେଖିବାକୁ ମିଳିଛି ଚର୍ଚ୍ଚା । ତେବେ ଏହାରି ଭିତରେ ମୁହଁ ଖେଳିଛନ୍ତି ପିସିସି ସଭାପତି

ବନ୍ଧାହେଲା ଏଲଆଇସି ଏଜେଣ୍ଟ, ମୃତ ବ୍ୟକ୍ତିଙ୍କ ନାଁରେ ବୀମା କରି ଉଠାଇଥିଲା କୋଟିଏରୁ ଅଧିକ ଟଙ୍କା

ଭୁବନେଶ୍ବର : ମୃତ ବ୍ୟକ୍ତିଙ୍କ ନାଁରେ ପଲିସି । ୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ୨୩ଟି ବୀମା ପଲିସି କରି ୧କୋଟି ୧୮ ଲକ୍ଷ ଟଙ୍କା ଚଳୁ ଅଭିଯୋଗ । ଏହି ମାମଲାରେ ଜଣେ ଏଲଆଇସି ଏଜେଣ୍ଟକୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଗିରଫ ଅଭିଯୁକ୍ତ ହେଲେ କଣାସ ଅଞ୍ଚଳର ଏଲଆଇସି

ନେତାଙ୍କ ଘରେ ଫାଟ, ବିଧାନସଭା ଆସିବାକୁ ପୁଅମାନେ ସଜବାଜ

ଭୁବନେଶ୍ୱର : ଓଡିଶା ବିଧାନସଭାକୁ ଜଣକ ପରେ ଜଣେ ବିଧାୟକଙ୍କ ପୁତ୍ର ପ୍ରବେଶ କରିବାପରେ ଆଉ କିଛି ବିଧାୟକ ଆଶାୟୀ ପୁତ୍ର ପିତା ମାନଙ୍କ ଉପରେ ଚାପ ପକାଇବାରେ ଲାଗିଛନ୍ତି । ଆସନ୍ତା ନିର୍ବାଚନରେ ଯେମିତି ହେଲେ ସେମାନଙ୍କୁ ବିଧାନସଭାକୁ ପଠାଇବାପାଇଁ ଜିଦ୍‍ ଧରିଲେଣି । ଏହାକୁ ନେଇ କେତେକ

ବିଧାୟକଙ୍କ ନାଁରେ ୨ ହଜାର ଟଙ୍କା ଜରିମାନା

ପୁରୀ : ନିଷିଦ୍ଧାଞ୍ଚଳରେ ଗାଡି ଚଲାଇବା ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟଙ୍କ ପାଇଁ ପଡ଼ିଛି ମହଙ୍ଗା । ଶ୍ରୀ ମନ୍ଦିର ସମ୍ମୁଖରେ ଗାଡି ଭର୍ତି କରିଥିବାରୁ ବିଧାୟକଙ୍କ ଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ପୁରୀ ପୋଲିସ ବିଧାୟକଙ୍କ ଠାରୁ ଜରିମାନା ଆଦାୟ କରିଛି।ବିଧାୟକଙ୍କ

ରାଜ୍ୟରୁ ଆଉ ୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୫୮୨ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୩୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୪୫ ଜଣ ରହିଛନ୍ତି ।। ସେହିପରି ଚିହ୍ନଟ ହୋଇଥିବା