ଜାଣନ୍ତୁ ପ୍ରତିଦିନ ଅଣ୍ଡା ଖାଇଲେ କଣ ହୁଏ
ଭୁବନେଶ୍ୱର: ଶରୀର ପାଇଁ ପ୍ରୋଟିନର ସର୍ବୋତ୍ତମ ଉତ୍ସ ହେଉଛି ଅଣ୍ଡା । ଏହା ଏକ ସୁସ୍ଥ ଖାଦ୍ୟ । ଏହାକୁ ଆପଣ ସିଝାଇ ବା ପୋଚ କରି ଖାଇପାରିବେ । ଦିନକରେ ଦୁଇଟି ଅଣ୍ଡା ସେବନ କରିବା ଦ୍ୱାରା ଲାଲ ରକ୍ତ କଣିକା ସଂଖ୍ୟାରେ ଉନ୍ନତି ହୋଇପାରେ ଏବଂ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।!-->…
