Odia News Portal
Browsing Tag

odisha

କମିସନରେଟ ପୋଲିସ ଜାଲରେ ଏମବିଏ ଠକ

କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ଵାଡ କବଜାରେ କୁଖ୍ୟାତ ଠକ । ବଡ଼ ବଡ଼ ଜୁଏଲାରୀ ସୋରୁମ୍‌ରୁ ସୁନାରୁପା ଅଳଙ୍କାର କିଣି ଅନଲାଇନ ପେମେଣ୍ଟ କରିବାକୁ କହି ଚୂନ ଲଗାଉଥିଲା ଅଭିଯୁକ୍ତ । ପଶ୍ଚିମବଙ୍ଗରୁ ଅଭିଯୁକ୍ତ ରାଜୀବ ପ୍ରଭାସ ଗୁପ୍ତାକୁ ଗିରଫ କରାଯାଇଛି । ତା ନିକଟରୁ ୨ ଲକ୍ଷ ଟଙ୍କାର

ଧରାପଡିଲେ ୧୯ ବର୍ଷର ଆତଙ୍କବାଦୀ

ଜମ୍ମୁ-କଶ୍ମୀରର ଉରି ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରେବଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ପାକିସ୍ତାନ ସୀମାରୁ ୨ ଜଣ ଆତଙ୍କବାଦୀ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଧରି ଅନୁପ୍ରବେଶ କରୁଥିଲେ ହେଁ ଏହାକୁ ବେଶ ସଫଳତାର ସହ ଭଣ୍ଡୁର କରିଛନ୍ତି ସୁରକ୍ଷାକର୍ମୀ।

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି। କୌଣସି ପୂର୍ବାଭାସ ନଥାଇ ସେ ହଠାତ୍‌ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି। କିନ୍ତୁ କୁହାଯାଉଛି ଏହା ମଧ୍ୟରେ

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି। କୌଣସି ପୂର୍ବାଭାସ ନଥାଇ ସେ ହଠାତ୍‌ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି। କିନ୍ତୁ କୁହାଯାଉଛି ଏହା ମଧ୍ୟରେ

ମିଶନ ଶକ୍ତି କ୍ୟାଫେ, ମହିଳା ଉଦ୍ୟୋଗର ଏକ ନୂତନ ଅଧ୍ୟାୟ

ଓଡିଶାରେ ମିଶନ୍ ଶକ୍ତି ଆନ୍ଦୋଳନ ଆରମ୍ଭରୁ ଗ୍ରାମାଞ୍ଚଳର ମହିଳାମାନେ ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ପ୍ରାୟ ସମସ୍ତ ଅର୍ଥନ ବମଗ୍ଧସଙ୍ଖସଗ୍ଧସରଗ୍ଦ ତିକ କାର୍ୟ୍ୟକଳାପରେ ଧୀରେ ଧୀରେ ନିଜର ଉପସ୍ଥିତି ଅନୁଭବ କରିଛନ୍ତି। ରେଷ୍ଟୁରାଣ୍ଟ ସେକ୍ଟରର ପୁରୁଷ-ପ୍ରାଧାନ୍ୟ ବିଭାଗରେ ସେମାନେ ଆଜି

ସ୍କୁଲ ଖୋଲିବାକୁ ଆଇସିଏମଆର ବୈଜ୍ଞାନିକଙ୍କ ପରାମର୍ଶ

ସାରା ଦେଶରେ ମହାମାରୀ କୋରନାକୁ ନେଇ ହାହା କାର ପରିସ୍ଥିତି ସୃଷ୍ଟି ହୋଇଛି । ମାତ୍ର ଏବେ ଦେଶରେ କରୋନା ମାମଲା ଟିକେ ହ୍ରାସ ପାଇଛି । ତେବେ କରୋନାକୁ ଦୃଷ୍ଟିରେ ରଖି ସ୍କୁଲକୁ ବନ୍ଦ ରଖାଯାିଛି । ପିଲାମାନେ ଘରେ ବସି ଅନଲାଇନରେ କ୍ଲାସ କରୁଛନ୍ତି । ତେବେ ଏଭଳି ସ୍ଥିତିରେ ପୁଣି ଥରେ ସ୍କୁଲ

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ କ୍ୟାପଟେନ ଅମରିନ୍ଦର ସିଂ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଆସିବେ । ଏହି ସମୟରେ ସେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱ ସହ ତାଙ୍କର ସମ୍ଭାବ୍ୟ ବୈଠକ ସମ୍ପର୍କରେ ଖବର ପ୍ରକାଶ ପାଇଥିବା ବେଳେ କଂଗ୍ରେସ ନେତାଙ୍କ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ

କୋଭିଡ ମୃତ ପରିବାରକୁ ମିଳିବ ସହାୟତା ରାଶି

କୋଭିଡ଼ ମୃତକ ପରିବାରକୁ ସହାୟତା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ ରାଜ୍ୟ ସରକାର । ସଂକ୍ରମିତ ହେବାର ମାସେ ମଧ୍ୟରେ ମୃତ୍ୟୁବରଣ କରିଥିବା କୋଭିଡ଼ ରୋଗୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ

କୃଷକଙ୍କୁ ସମ୍ବୋଧନ କଲେ ମୋଦୀ

ଦେଶର କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଗତକାଲି କୃଷକଙ୍କ ୧୦ ଘଣ୍ଟିଆ ଭରତ ବନ୍ଦ ପରେ ଆଜି ପ୍ରଧାନମନ୍ତ୍ରୀ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ତାଙ୍କ ସରକାର ସବୁବେଳେ କୃଷକଙ୍କ ସହ ଅଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର କୃଷି ଓ କୃଷକଙ୍କ ଆୟ ବଢାଇବା ପାଇଁ

ଘରୋଇ ମେସରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରୀଙ୍କ ମୃତଦେହ ହେଲା ଉଦ୍ଧାର । ଭଦ୍ରକ ଟାଉନ ଥାନା ଅଧିନସ୍ଥ ଜଗନ୍ନାଥପୁର ଅଞ୍ଚଳରେ ଘଟିଛି ଏପରି ଅଘଟଣ ।ଏକ ଘରୋଇ ମେସରେ ବନ୍ଦ କୋଠରୀ ଭିତରୁ ଫ୍ୟାନରେ ଓଢଣୀରେ ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଭଦ୍ରକ ଟାଉନ ପୋଲିସ ଘଟଣାର