Odia News Portal
Browsing Tag

odishanews

୨୩ରେ କୁଳପତି ସମ୍ମିଳନୀ, ୟୁଜି ଓ ପିଜି ନାମଲେଖା ନେଇ ହେବ ଆଲୋଚନା

ଭୁବନେଶ୍ୱର: ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକର କ୍ଲାସରୁମ୍ ପାଠପଢ଼ା ଦୀର୍ଘ ଦିନ ହେବ ବନ୍ଦ ହେଲାଣି । ତେଣୁ କିଭଳି ସେମାନଙ୍କ ପାଠପଢ଼ା ଠିକ ଭାବେ ଚାଲିବ, ସେ ନେଇ ଚିନ୍ତା ପ୍ରକଟ କରିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ । ଏହା ସହିତ ନୂଆ ଶିକ୍ଷାବର୍ଷ ପାଇଁ ସ୍ନାତକ(ୟୁଜି) ଓ…

ଆଜିଠୁ ଆରମ୍ଭ ହୋଇଛି ଡ୍ରାଇଭିଂ ଲାଇସେନ୍ସ ନିମନ୍ତେ ସ୍ଲଟ ବୁକିଂ

ଭୁବନେଶ୍ୱର: ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଡିଏଲ୍ ଟେଷ୍ଟିଂ । କରୋନା ପରିସ୍ଥିତିରେ ସୁଧାର ଆସିବା ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ କେବଳ 'ବି'କାଟେଗୋରୀ ଜିଲ୍ଲାରେ (ପୁରୀ ବ୍ୟତୀତ) ଏହି ଡିଏଲ୍ ଟେଷ୍ଟିଂକୁ ଅନୁମତି ଦିଆଯାଇଛି । କୋଭିଡ୍ କଟକଣା ପାଇଁ 'ବି କାଟେଗୋରୀରେ…

ସ୍ୱାମୀଙ୍କୁ ମାଡ଼ ମାରି ସ୍ତ୍ରୀକୁ ଦୁଷ୍କର୍ମ କଲା ଦୁର୍ବୁତ୍ତ

ବରଗଡ଼: ଅଭଦ୍ରାମୀର ସବୁସୀମା ପାର । ବିବାହିତା ମହିଳାଙ୍କ ଘରେ ପସି ଦୁଷ୍କର୍ମ । ମହିଳାଙ୍କ ସ୍ୱାମୀ ବାଧା ଦେବାରୁ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲା ଭେଡେନ ଥାନା ଗୁରୁପାଲି ଗାଁରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ…

ରଥଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଚଳିତ ବର୍ଷ ରଥଯାତ୍ରା କୋଭିଡ କଟକଣା ରେ ବିନା ଭକ୍ତ ରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ର ଭର୍ଚୁଆଲ ସମୀକ୍ଷା ବୈଠକ କରିଛନ୍ତି ।ପୁରୀ ଜିଲାପାଳଙ୍କ ଅଫିସରରେ ଥିବା ଭିଡ଼ିଓ କନ୍ଫରେନ୍ସ କାର‌୍ୟ୍ୟାଳୟରେ ଏହି ଭର୍ଚୁଆଲ ବୈଠକରେ ଅନେକ ବରିଷ୍ଠ ଅଧିକାରୀ…

ମହାମାରୀ ସମୟରେ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଲୋକେ ଘରେ ରହୁଛନ୍ତି । ନିଜର ଜୀବନକୁ ଆଗ ଦେଖି ଜୀବିକାକୁ ଭୁଲି ଯାଉଛନ୍ତି । ତେବେ ଏଭଳି ଘଡ଼ିସନ୍ଧି ମୂହୂର୍ତ୍ତରେ ଲୋକଙ୍କ ସେବା କରିବା ଲାଗି ଆଗେଇ ଆସିଛନ୍ତି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ । ବରିଷ୍ଠ ନାଗରିକଙ୍କ ଅଭିଯୋଗକୁ ଆଧାର…

୮ ତାରିଖରେ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ବିନା ଭକ୍ତରେ ରଥାରୁଢ଼ ହେବେ ଶ୍ରୀଜୀଉ । ତେବେ ରଥଯାତ୍ରା ଲାଗି ପ୍ରସ୍ତୁତି ସମୀକ୍ଷା ବୈଠକ ଆସନ୍ତା ୮ ତାରିଖରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଜାଣନ୍ତୁ କାଟାଗୋରୀ-ଏ ଜିଲ୍ଲାରେ କଣ ରହିଛି ଗାଇଡ୍ ଲାଇନ

ଭୁବନେଶ୍ୱର: ଜୁଲାଇ ମାସ ଲାଗି ଆସିଛି ଗାଇଡ ଲାଇନ୍ । ୨ଟି କାଟାଗୋରୀରେ ବିଭକ୍ତ କରାଯାଇ ବିଭିନ୍ନ କଟକଣା ଲଗାଯାଇଛି । କାଟାଗଗୋରୀ-ଏରେ ୨୦ଟି ଜିଲ୍ଲା ଥିବାବେଳେ କାଟାଗୋରୀ-ବିରେ ୧୦ଟି ଜିଲ୍ଲା ରହିଛନ୍ତି । ତେବେ ଏ କାଟାଗୋରୀ ଜିଲ୍ଲାରେ କଟକଣା ଟିକେ କୋହଳ କରାଯାଇଛି । ଏହି ୨୦ଟି ଜିଲ୍ଲା…

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ମାଲକାନଗିରି: ଜିଲ୍ଲାର ପଡିଆ ବ୍ଲକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲିଗୁଡା ଗ୍ରାମରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ମୁତାବକ ଗତକାଲି ଏହି ଗ୍ରାମରେ ଏକ ବାହାଘର ଚାଲିଥିଲା, ଏହି ବାହାଘରରେ ଯୋଗ ଦେବାକୁ ପଡୋଶୀ ଛତ୍ତିଶଗଡ଼ ରାଜ୍ୟର ଜଇତ ଯାଦବ…

ଖୋଲିପାରେ ଲକଡାଉନ୍‌, ଆଜି ଅପରାହ୍ନ ୨ଟାରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଲକଡାଉନ ଓ ସପ୍ତହାହନ୍ତ ସଟଡାଉନ । ଯେଉଁ କାରଣରୁ ଲୋକେ ନାନା ଅସୁବିଧା ଦେଇ ଗତି କରୁଛନ୍ତି । କାମ ହରାଇ ଲୋକେ ଘରେ ବସି ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଲକଡାଉନ କେବେ ଖୋଲିବ ତାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ସେପଟେ ଯଦି ଲକଡାଉନ ଖୋଲେ…

ଦେବଗଡ଼ରେ ୧୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଉଦଘାଟନ କଲେ ନବୀନ

ଭୁବନେଶ୍ୱର:କୋଭିଡ ମୁକାବିଲାରେ ସବୁବେଳେ ଆଗରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଜିଲ୍ଲାରେ ହସ୍ପିଟାଲର ଉଦଘାଟନ କରିବା ସହ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି । କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ୱ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…