Odia News Portal
Browsing Tag

odishanews

ବଦଳିଲେ ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାପାଳ

ଭୁବନେଶ୍ୱର: ପ୍ରଶାସନିକ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର । ବଦଳିଲେ ଭଦ୍ରକ ଓ ଢ଼େଙ୍କାନାଳ ଜିଲ୍ଲାପାଳ । ସରୋଜ କୁମାର ସେଠୀ ହେଲେ ଢ଼େଙ୍କାନାଳ ଜିଲ୍ଲାପାଳ । ତ୍ରିଲୋଚନ ମାଝୀ ହେଲେ ଭଦ୍ରକ ଜିଲ୍ଲାପାଳ । ଜ୍ଞାନରଞ୍ଜନ ଦାଶ ହେଲେ ପଞ୍ଚାୟତିରାଜ ନିର୍ଦ୍ଦେଶକ । ଉମାକାନ୍ତ ତ୍ରିପାଠୀ ହେଲେ…

ବିବାହ ବନ୍ଧନରେ ବାନ୍ଧିହେଲେ ଗୁଡ଼ୁ

ଭୁବନେଶ୍ୱର: ଓଲିଉଡ଼ ହାସ୍ୟ ଅଭିନେତା ଗୁଡୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନିଜର ବାନ୍ଧବୀ ମାମାଙ୍କୁ ବିବାହ କରିଛନ୍ତି ଗୁଡୁ । ଆମ୍ଫୋଇରେ ଗୁଡୁଙ୍କ ବିବାହ ହୋଇଛି । ସେ ମାମାଙ୍କ ମଥାରେ ସିନ୍ଦୁର ଦେଇ ପତ୍ନୀ ଭାବରେ ଗ୍ରହଣ କରିଛନ୍ତି । କହି ରଖୁଛୁ କି, ଅନେକ ଗୁଡ଼ିଏ ଓଡ଼ିଆ ଫିଲ୍ମ,…

ବର୍ଷାକୁ ଖାତିର ନକରି ହଜାର ହଜାର ଛାତ୍ରଛାତ୍ରୀ ମିଶି ନବୀନ ନିବାସ ଘେରାଉ କରିବା ଲାଗି ବାହାରିଲେ

ଭୁବନେଶ୍ୱର: ଡି.ଇଏଲ୍‌. ଇଡି. ଶେଷବର୍ଷ ପରୀକ୍ଷା ଓ ଫଳ ପ୍ରକାଶନ ଅଗଷ୍ଟ ମାସ ମଧ୍ୟରେ ଶେଷ କରିବା ପାଇଁ ଜୁଲାଇ ୨୫ ସୁଦ୍ଧା ଘୋଷଣା ଦାବିରେ ସମଗ୍ର ରାଜ୍ୟର ଡି.ଇଏଲ୍‌. ଇଡି. ଛାତ୍ରଛାତ୍ରୀ ଆଜି ନବୀନ ନିବାସ ଘେରାଓ ପାଇଁ ନିଖିଳ ଓଡ଼ିଶା ଡି.ଇଏଲ୍‌. ଇଡି. ଛାତ୍ର ସଂଘ ପକ୍ଷରୁ ଭୁବନେଶ୍ୱର…

କୋଭିଡରେ ମୃତ୍ୟୁବରଣ କରିଥିବା ୧୭ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ ସହାୟତା ଘୋଷଣା କରାଯାଇଛି । ମୃତ ୧୭ ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ମଂଜୁର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୧୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମଂଜୁର ହୋଇଛି । ୧୭ ଜଣଙ୍କ ମଧ୍ୟରେ ଗଂଜାମରୁ…

ଆଜି ରସଗୋଲା ଦିବସ

ପୁରୀ: ଆଜି ରସଗୋଲା ଦିବସ। ଓଡ଼ିଶାରେ ପ୍ରତିବର୍ଷ ଏହି ଦିନକୁ ରସଗୋଲା ଦିବସ ରୂପେ ପାଳନ କରିଆସୁଛି।।ନିଳାଦ୍ରୀ ବିଜେ ସମୟରେ ମଧ୍ୟ ପ୍ରଭୁ ଜଗନ୍ନାଥ ପ୍ରାଣପ୍ରିୟା ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରମ୍ପରା ରହିଥିବାରୁ ଏହି ବଳିଷ୍ଠ ପ୍ରମାଣ ସହ ରସଗୋଲା ଦିବସ…

ଓଡ଼ିଶା ମାଟିରେ ପୋଲ ତିଆରି କଲା ଆନ୍ଧ୍ର

ଭୁବନେଶ୍ୱର: ଆନ୍ଧ୍ର ସୀମାନ୍ତ ତଥା ଓଡ଼ିଶାର ସାନଲୁକୁଟି ଗାଁରେ ଆନ୍ଧ୍ର ତିଆରି କରୁଛୀ ଏକ ପୋଲ। ପୋଲ ନିର୍ମାଣସ୍ଥଳ ଓଡ଼ିଶାର ହୋଇଥିବାରୁ ଓଡ଼ିଶା ସରକାରଙ୍କ ବିନା ଅନୁମତିରେ ନିର୍ମାଣ କାମ ନ କରିବାକୁ ଆନ୍ଧ୍ର ଅଧିକାରୀଙ୍କୁ ରୋକଠୋକ୍ ଭାବେ ମନା କରିଛନ୍ତି ରାୟଗଡ଼ା ବିଡିଓ ଏବଂ…

ଏସିଏଫ୍ ସୌମ୍ୟ ମା’ଙ୍କ ଚାଞ୍ଚଲ୍ୟକର ବୟାନ

ବାଲେଶ୍ୱର: ଏସିଏଫ ସୌମ୍ୟଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ । ଖୋଲୁଛି ଗୋଟିଏ ପରେ ପରେ ଗୋଟିଏ ଗୁମର । ଏହାରି ଭିତରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୌମ୍ୟଙ୍କ ମା କହିଛନ୍ତି କି, ବୋହୂର ଡିଏଫଓଙ୍କ ସହ ସମ୍ପର୍କ ଥିଲା । ସେ ମୋ ପୁଅ ସହ ଏଗ୍ରିମେଣ୍ଟ କରିଥିଲା । ବର୍ଷେ…

ଓଡ଼ିଶା ଅଲମ୍ପିକ ସଂଘର ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପରେ ଏବେ ଓଡିଶା ଅଲିମ୍ପିକ ସଂଘ-ଓଓଏ ମଧ୍ୟ ଟୋକିଓ ଅଲିମ୍ପିକରେ ପଦକ ଜିତିଲେ ରାଜ୍ୟର କ୍ରୀଡାବିତଙ୍କୁ ପୁରସ୍କାର ଆର୍ଥିକ ପୁରସ୍କାର ମିଳିବ ବୋଲି ଘୋଷଣା କରିଛି । ସ୍ୱର୍ଣ୍ଣ ପଦକ ଜିତିଲେ ୫ ଲକ୍ଷ, ରୌପ୍ୟ ଜିତିଲେ ୩ ଲକ୍ଷ ଓ କାଂସ୍ୟ ଜିତିଲେ ୧ ଲକ୍ଷ ଟଙ୍କା…

ଆଜି ଦିନ ସାଢ଼େ ୨ଟାରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର:ଆଜି ଦିନ ସାଢ଼େ ୨ଟାରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ । ଆସନ୍ତାକାଲି ସକାଳକୁ ଶେଷ ହେଉଛି ଗାଇଡ ଲାଇନ୍ । କୋଭିଡ ପରିଚାଳନା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇପାରନ୍ତି । ତେବେ କଣ ସବୁ ନୂଆ ଗାଇଡ ଲାଇନ ଆସିବ ତାଉପରେ ରହିଛି ସମସ୍ତଙ୍କ ନଜର । ବସ ଚଳାଚଳ ଏବଂ ବାକି…

ଗଜପତି ମହାରାଜାଙ୍କ ଦ୍ୱାରା ଚାଲିଛି ଛେରା ପହଁରା

ପୁରୀ: କରୋନା କଟକଣା ମଧ୍ୟରେ ସକାଳୁ ରୀତିନୀତିରେ ଚାଲିଛି ରଥଯାତ୍ରା ନୀତି । ଆଜି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା , ଘୋଷଯାତ୍ରା। ୩ ରଥରେ ବିଜେ ହୋଇସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଜଗତଗୁରୁ ଶଙ୍କରାଗଜପତି ମହାରାଜାଙ୍କ ଦ୍ୱାରା ଚାଲିଛି ଛେରା ପହଁରା ଓ ଗଜପତି ମହାରାଜା…