Odia News Portal
Browsing Tag

omicron

ଓମିକ୍ରନ ପାଇଁ ମୁମ୍ବାଇରେ ୧୪୪ ଧାରା ଲାଗୁ

ମୁମ୍ବାଇକୁ ଘାରିଛି ମହାମାରୀ ଚିନ୍ତା । ମହାରାଷ୍ଟ୍ରରେ ମୋଟ ୧୭ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ହୋଇଛି ମୁମ୍ବାଇ ମହାନଗର ନିଗମ । ଦୁଇ ଦିନ ପାଇଁ ମୁମ୍ବାଇରେ ୧୪୪ଧାରା ଜାରି କରାଯାଇଛି । ୪ଜଣରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଲାଗିଛି । ସେହିଭଳି ସଭା, ସମିତି ଓ…

ମହାରଷ୍ଟ୍ରରେ ଆଉ ୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ମହାରାଷ୍ଟ୍ରରେ ଆଉ ୭ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ। ସେମାନଙ୍କ ମଧ୍ୟରେ ୩ଜଣ ମୁମ୍ବାଇର ହୋଇଥିବାବେଳେ ୪ଜଣ ପିମ୍ପିରି ଚିନଚ୍ଵାଦ ମୁନିସିପାଲିଟି ଅଞ୍ଚଳର। ସେମାନଙ୍କ ମଧ୍ୟରେ ଅଛି ଜଣେ ୩ ବର୍ଷର ଶିଶୁ। ୭ ଜଣଙ୍କ ମଧ୍ୟରୁ ୪ଜଣ ଭ୍ୟାକ୍ସିନ ନେଇସାରିଛନ୍ତି। ୪ଜଣଙ୍କ ପାଖରେ କରୋନାର କୌଣସି…

ବୁଷ୍ଟର ଡୋଜକୁ ନେଇ ସୂଚନା ଦେଲେ ଆଇସିଏମଆର

ଆଜି ଅପରାହ୍ନ ୨ଟା ୩୦ ମିନିଟରେ କ୍ୟାବିନେଟ୍ ସଚିବ ଓମିକ୍ରନ ଷ୍ଟ୍ରେନ୍, ଟିକାକରଣ ଓ ବର୍ତ୍ତମାନ କରୋନା ସ୍ଥିତିର ସମୀକ୍ଷା କରିବେ । ଏଥିରେ ଊଈଞ ସଚିବ, ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ, ସ୍ୱାସ୍ଥ୍ୟ ସଚିବ ଓ ଫର୍ମା ସଚିବ ପ୍ରମୁଖ ଅଂଶଗ୍ରହଣ କରିବେ । ଏବେ ଚିନ୍ତା ବଢ଼ିଇଛି ଓମିକ୍ରନ ଜନିତ…

ରାଜଧାନୀରେ ଓମିକ୍ରନ

ରାଜଧାନୀ ଦିଲ୍ଲୀରେ ଓମିକ୍ରନର ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ।ଏହି ରୋଗୀ ଜଣକ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତୀ ହୋଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ବିଦେଶରୁ ଆସିଥିବା ୧୨ ଜଣ ନମୁନାକୁ…

୨୫ଟି ଦେଶକୁ ମାଡିଗଲାଣି ‘ଓମିକ୍ରନ’

ଦେଶରୁ ଦେଶକୁ ଡେଉଁଛି କରୋନାର ନୂଆ ପ୍ରଜାତି ଓମିକ୍ରନ । ଏପର୍ୟ୍ୟନ୍ତ ବିଶ୍ୱର ୨୫ ରାଷ୍ଟ୍ରରୁ ୨ଶହରୁ ଅଧିକ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି । ବୁଧବାର ଆମେରିକାର କାଲିଫର୍ଣ୍ଣିଆରୁ ଜଣେ ଓମିକ୍ରନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ବ୍ୟକ୍ତି ସେ କିଛି ଦିନ ତଳେ…