Odia News Portal
Browsing Tag

Oxygen shortage

ଲାଇନ କଟିଯିବାରୁ ଉଡ଼ିଗଲା ୮ ରୋଗୀଙ୍କ ପ୍ରାଣବାୟୁ

ରାଜସ୍ଥାନ : ରାଜସ୍ଥାନ ବାଡମେରରେ ଏକ ଘଟଣା ସ୍ୱାସ୍ଥ୍ୟସେବାର କରୁଣ ଚିତ୍ରକୁ ପଦାରେ ପକାଇଦେଇଛି । ଏଠାରେ କିଛି ସମୟ ପାଇଁ ଲାଇନ କଟିଯିବାରୁ ବନ୍ଦ ହୋଇଯାଇଥିଲା ଅକ୍ସିଜେନ୍ ପ୍ଲାଣ୍ଟ । ଫଳରେ ୮ ରୋଗୀଙ୍କ ପ୍ରାଣବାୟୁ ଉଡିଯାଇଛି । ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୋଭିଡ ରୋଗୀଙ୍କ…

ଅକ୍ସିଜେନ ସଙ୍କଟ: ​ଓଡିଶାରୁ ଅକ୍ସିଜେନ ଯିବ ତେଲେଙ୍ଗାନା

ଭୁବନେଶ୍ୱର: କୋଭିଡ ମହାମାରୀର ସଙ୍କଟ ଘନୀଭୂତ ହୋଇଥିବାବେଳେ ବିଭିନ୍ନ ରାଜ୍ୟରେ ରୋଗୀଙ୍କ ଚିକିତ୍ସା ପାଇଁ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ଓଡିଶା , ଅନ୍ୟ ରାଜ୍ୟଗୁଡିକୁ ସହାୟତାର ହାତ ବଢାଇଛି । ଅନ୍ୟ ରାଜ୍ୟକୁ ଓଡିଶା ଅକ୍ସିଜେନ ଯୋଗାଇବା ଜାରି ରଖିଛି । …

ଅକ୍ସିଜେନ ଯୋଗାଇବ ଜେଏସପିଏଲ

ଭୁବନେଶ୍ବର : ‘ପ୍ରଥମେ ଲୋକ ନୀତିକୁ ଆଗକୁ ଅନୁସରଣ କରି ନବୀନ ଜିନ୍ଦଲ ନେତୃତ୍ତ୍ଵାଧିନ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) କୋଭିଡ -19 ପ୍ରଭାବିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ମେଡିକାଲ ଅକ୍ସିଜେନ (ଅମ୍ଳଜାନ) ଯୋଗାଇବା…

ଦେଶରେ ଅକ୍ସିଜେନ୍ ଅଭାବ, ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ଯଥେଷ୍ଟ ମାତ୍ରାରେ ମେଡିକାଲ ଗ୍ରେଡ୍ ଅକ୍ସିଜେନ୍ ଯୋଗାଣ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିଥିଲେ। ଏହି ଅବସରରେ ସ୍ବାସ୍ଥ୍ୟ, ଡିପିଆଇଆଇଟି, ଇସ୍ପାତ, ସଡ଼କ ପରିବହନ ଆଦି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ପ୍ରଧାନମନ୍ତ୍ରୀଙ୍କୁ ଅବଗତ…