Odia News Portal
Browsing Tag

pakistan

ପାକିସ୍ତାନର କରାଚୀରେ ବିସ୍ଫୋରଣ: ୨ ମୃତ, ୩୩ ଗୁରୁତର

ପାକିସ୍ତାନର ସର୍ବବୃହତ ସହର କରାଚୀରେ ଗୁରୁବାର ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଥିଲା | ଯେତେବେଳେ ତାଜ ମେଡିକାଲ କମ୍ପ୍ଲେକ୍ସ ନିକଟରେ ଏକ ଜନବହୁଳ ଅଞ୍ଚଳର ଏକ ଗୋଦାମରେ ବିସ୍ଫୋରଣ ଘଟିଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣ ଜୀବନ ହରାଇଥିଲେ, ଯେତେବେଳେ ଅନ୍ୟ ୩୩ ଜଣ ଗୁରୁତର ଆହତ ହୋଇଛନ୍ତି।…

ଭାରତ-ପାକିସ୍ତାନ ମଧ୍ୟରେ ବଢିଲା କୂଟନୈତିକ ଉତ୍ତେଜନା

ଭାରତ-ପାକିସ୍ତାନ ମଧ୍ୟରେ ପୁଣି ବଢିଲା କୂଟନୈତିକ ଉତ୍ତେଜନା। ଅପରେସନ ସିନ୍ଦୂର ପରେ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସରେ ଭାରତୀୟ ପଦାଧିକାରୀଙ୍କୁ କରାଯାଉଛି ହଇରାଣ, ହରକତ। ଅପରେସନ ସିନ୍ଦୂରରେ ପାକିସ୍ତାନର ୯ଟି ଆତଙ୍କବାଦୀ ଶିବିର ଧ୍ବଂସ ହେବା ସହେ ୧୦୦ରୁ ଅଧିକ ଆତଙ୍କୀ ନିହତ ହେବା…

ପାକିସ୍ତାନରେ ବୃଦ୍ଧି ପାଇଲା ପେଟ୍ରୋଲ, ଡିଜେଲ ଦର

ପାକିସ୍ତାନରେ ଇନ୍ଧନ ଦର ପୁଣି ବୃଦ୍ଧି ପାଇବା ପରେ ବୁଧବାର ମଧ୍ୟ ରାତ୍ରରୁ ପେଟ୍ରୋଲ୍ ଲିଟର୍ପିଛା ୨୭୨ ଟଙ୍କା ଓ ଡିଜେଲ୍ ଲିଟର୍ପିଛା ୨୮୦ ଟଙ୍କାରେ ବିକ୍ରୟ ହେଉଛି।ପାକିସ୍ତାନ ନ୍ୟାସ୍ନାଲ୍ ଆସେମ୍ପ୍ଲିରେ ଶେହବାଜ୍ ସରିଫ୍ ସରକାର ସପ୍ଲିମେଣ୍ଟାରି ଆର୍ଥିକ ବିଲ୍ (ମିନି ବଜେଟ୍) ଉପସ୍ଥାପନ

ପାକିସ୍ତାନରେ ବିସ୍ଫୋରଣ,୩୦ ମୃତ

ପାକିସ୍ତାନର ଏକ ମସଜିଦ୍‌ରେ ଆତଙ୍କବାଦୀଙ୍କ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୩୦ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି । ୫୦ ଜଣ ଗୁରୁତ୍ତର ଆହତ ହୋଇଛନ୍ତି । ପେସୱାରର ଏକ ମସଜିଦରେ ନମାଜ ପାଠ ଚାଲିଥିବାବେଳେ ଏହି ବିସ୍ଫୋରଣ ଘଟିଛି ।ପେସୱାରର ପୋଲିସଙ୍କ କହିବାନୁସାରେ, ଦୁଇ ଜଣ

ଡ୍ରୋନ ଦ୍ୱାରା ବିସ୍ପୋରଣ କଲା ପାକିସ୍ତାନ

ପୁଣିଥରେ ଡ୍ରୋନ ଦ୍ୱାରା ବିସ୍ଫୋରଣ କରିବାକୁ ଚେଷ୍ଟା କରିଛି ପାକିସ୍ତାନ । ପାକିସ୍ତାନରୁ ଗୋଟିଏ ଡ୍ରୋନ ଦ୍ୱାରା ପ୍ୟାକେଟରେ ବିସ୍ଫୋରକ ସାମଗ୍ରୀ ପଞ୍ଜାବକୁ ପଠାଯାଇଛି । ମଙ୍ଗଳବାର ରାତି ପ୍ରାୟ ୧୨ଟା ୫୦ ମିନିଟରେ ଅମୃତସରର ପଞ୍ଜଗ୍ରହିଆନ ବର୍ଡର ଆଉଟ ପୋଷ୍ଟର ଦୁଇଟି ସ୍ଥାନରେ ପାକିସ୍ତାନରୁ

ପାକିସ୍ଥାନର ମେଡ ଇନ ଚାଇନା ଡ୍ରୋନକୁ ଜବତ କଲା ଭାରତ

ପାକ୍ର ଚାଲ୍ କୁ ଧରିଲା ଭାରତ। ପାକିସ୍ତାନ୍ ଡ୍ରୋନ୍କୁ ଖସାଇଲା ସୀମା ସୁରକ୍ଷା ବଳ ଅର୍ଥାତ୍ ବିଏସ୍ଏଫ୍। ଶୁକ୍ରବାର ରାତିରେ ପଞ୍ଜାବର ଫିରୋଜପୁର ଅଞ୍ଚଳରେ ଅନ୍ତର୍ଜାତୀୟ ସୀମା ନିକଟରୁ ଏକ ପାକିସ୍ତାନୀ ଡ୍ରୋନ୍କୁ ଖସାଇବାରେ ସଫଳ ହୋଇଛି ଭାରତୀୟ ସେନା। ବିଏସ୍ଏଫ୍ ମୁତାବକ, ଏହି ଡ୍ରୋନ୍ ମେଡ୍

କ୍ଷୀର ଲିଟର ପିଛା ୨୦୦ ଟଙ୍କା

ପାକିସ୍ତାନରେ ହୁ ହୁ ହୋଇ ବଢି ଚାଲିଛି ଦରଦାମ୍ । ଖାଦ୍ୟ ସାମଗ୍ରୀ ଓ ଗ୍ୟାସର ଦର ଆକାଶଛୁଆଁ । ଇମ୍ରାନ ଖାନ୍ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ସାଧାରଣ ଜନତା । ୭୦ ପ୍ରତିଶତ ଲୋକ ଗରିବ ହୋଇଥିବାରୁ କେମିତି ଚଳିବେ ତାକୁ ନେଇ ଚିନ୍ତାରେ ପାକିସ୍ତାନବାସୀ । ଦେଶରେ କ୍ଷୀର ଲିଟର ପିଛି ୧୮୦

ଭୁବନେଶ୍ୱରରେ ଜୁନିୟର ପାକିସ୍ତାନ ହକି ଦଳ

ଭୁବନେଶ୍ୱର: ଜୁନିୟର ବିଶ୍ୱକପ ଲାଗି ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱର । ଗୋଟିଏ ପରେ ଗୋଟିଏ ଟିମ୍ ଆସି ଭୁବନେଶ୍ୱରରେ ପହଞ୍ଚୁଛନ୍ତି । ଆସନ୍ତା ୨୪ ତାରିଖରେ କଳିଙ୍ଗ ହକି ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍ ଜୁନିଅର ହକିରେ ଭାଗ ନେବା ପାଇଁ ପାକିସ୍ତାନ ଦଳ ଭୁବନେଶ୍ୱରରେ

ପାକିସ୍ତାନର ବିଜୟ ରଥ ରୋକି ପାରିବ କି ଅଷ୍ଟ୍ରେଲିଆ?

ଦୁବାଇ: ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ ଲିଗ ପର୍ଯ୍ୟାୟରେ ଅପରାଜେୟ ରହିଛି । ଲିଗ ପର୍ଯ୍ୟାୟରେ ପାକିସ୍ତାନ ଦମଦାର ପ୍ରଦର୍ଶନ କରିବା ସହ ପ୍ରଥମ ଦଳ ଯିଏକି ଚଳିତ ବିଶ୍ୱକପରେ ହାରିନାହିଁ । ତେବେ ଆଜି ଦ୍ୱିତୀୟ ସେମିଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ପାକିସ୍ତାନ ।

ଭାରତ ନାଁରେ ପାକିସ୍ତାନୀଙ୍କୁ ଭୁଆଁ ବୁଲଉଛନ୍ତି ଇମ୍ରାନ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ନାଁରେ ପାକିସ୍ତାନ ଲୋକଙ୍କୁ ଭୂଅାଁ ବୁଲାଉଛନ୍ତି । ଭାରତରେ ଦରଦାମ ବଢ଼ୁଥିବାବେଳେ ପାକିସ୍ତାନରେ କମ ଥିବା ସେ କହିଛନ୍ତି । ତେବେ ତାଙ୍କର ଏହି କଥାରେ ମିଥ୍ୟା ଲୁଚି ରହିଛି । ସେ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି କି, ଭାରତରେ