Odia News Portal
Browsing Tag

pakistan

ଗୋଟିଏ ଗ୍ରୃପରେ ଭାରତ- ପାକିସ୍ତାନ

ନୂଆଦିଲ୍ଲୀ: ଆସିଲା ଟି-୨୦ ବିଶ୍ୱକପ ତାଲିକା । ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପରେ ଭାରତ ଏବଂ ତାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଗୋଟିଏ ଗ୍ରୃପରେ ରହିଛନ୍ତି । ସୁପର ୧୨ ଗ୍ରୃପରେ ରହିଛନ୍ତି ଏହି ୨ ଟିମ୍ । ତେବେ ଲିଗ ମ୍ୟାଚରୁ ହିଁ ରୋମାଞ୍ଚକ ହେବ ବୋଲି କ୍ରିକେଟ

ପାକିସ୍ତାନରେ ଆତଙ୍କୀ ହମଲା, ୧୦ ମୃତ

ଲାହୋର: ଉତ୍ତର ପାକିସ୍ତାନରେ ଏକ ବସ୍ରେ ବୋମା ବିସ୍ଫୋରଣ ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଚୀନ୍ର ୬ ଜଣ ନାଗରିକ ମଧ୍ୟ ଅଛନ୍ତି। ଏହାଛଡ଼ା ଜଣେ ପାକିସ୍ତାନୀ ସୈନିକ ମଧ୍ୟ ଏହି ଘଟଣାରେ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ବୁଧବାର ଆତଙ୍କବାଦୀମାନେ ଏକ ବସ୍କୁ ଟାର୍ଗେଟ

କରୋନାର ଚତୁର୍ଥ ଲହରରେ ପାକିସ୍ତାନରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

ଲାହୋର: କରୋନା କାୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସାରା ବିଶ୍ୱରେ କରୋନା ଜନିତ ମୃତ୍ୟୁ ହେଉଛି । ତେବେ ଭାରତରେ ଦ୍ୱିତୀୟ ଲହର ଚାଲିଥିବା ବେଳେ ପାକିସ୍ତାନରେ ଆରମ୍ଭ ହୋଇଛି ଚତୁର୍ଥ ଲହର । ତେବେ ଏଠାରେ ଚତୁର୍ଥ ଲହରରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ହେଉଛି । ମୃତ୍ୟୁକୁ ଦେଖି ଲୋକେ ଭୟଭୀତ

ପାକିସ୍ତାନରେ ଦିଲ୍ଲୀପ କୁମାରଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ

ଲାହୋର: ପ୍ରସିଦ୍ଧ ଅଭିନେତା ଦିଲୀପ କୁମାର ଦୀର୍ଘ ଦିନ ହେବ ରୋଗରେ ପୀଡ଼ିତ ଥିବା ବେଳେ ବୁଧବାର ସକାଳେ ତାଙ୍କର ପରଲୋକ ଘଟିଛି। ସନ୍ଧ୍ୟାରେ ରାଜକୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ହିନ୍ଦୀ ସିନେମା ଜଗତର ଟ୍ରାଜେଡ଼ି କିଙ୍ଗ୍ ଭାବେ ପରିଚିତ ଦିଲୀପ କୁମାରଙ୍କ ବିୟୋଗରେ ବଲିଉଡ଼

ହାଫିଜର ବାସ ଭବନ ସମ୍ମୁଖରେ ହୋଇଥିବା ବିସ୍ଫୋରଣରେ ଭାରତକୁ ଦାୟିକଲା ପାକିସ୍ତାନ

ଲାହୋର: ଆତଙ୍କବାଦକୁ ସମର୍ଥନ, ପ୍ରୋତ୍ସାହନ, ତାଲିମ ଓ ପାଣ୍ଠିଯୋଗାଣ ପାଇଁ ଆନ୍ତର୍ଜାତିକ ସ୍ତରରେ ବଦନାମ ହୋଇସାରିଥିବା ପାକିସ୍ତାନ ଏବେ ଭାରତ ବିରୁଦ୍ଧରେ ଏକ ନୂଆ ଅଭିଯୋଗ ଆଣିଛି । ଜୁନ୍ ୨୩ ତାରିଖରେ ଜାତିସଂଘ ଦ୍ୱାରା ଘୋଷିତ କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଲାହୋରସ୍ଥିତ ବାସଭବନ

କୌଣସି ଚାପରେ ପାକିସ୍ତାନ ମୁଣ୍ଡ ନୁଆଁଇବ ନାହିଁ: ଇମ୍ରାନ ଖାଁ

ଲାହୋର: ସବୁବେଳେ ନିଜର ମନ୍ତବ୍ୟ ଲାଗି ଚର୍ଚ୍ଚାରେ ରହିଥାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଏବେ ପୁଣି ଏକ ବିବୃତି ଲାଗି ସେ ପୁଣିଥରେ ଚର୍ଚ୍ଚା ପରିସର ଭିତରକୁ ଆସିଛନ୍ତି । ଭାରତ ସହିତ ଶତ୍ରୁତା ଏବଂ ଚୀନ ସହିତ ନିବିଡ ସଂପର୍କ ବଢାଇ ଚାଲିଥିବା ପାକିସ୍ତାନକୁ ନେଇ ଆମେରିକା

ଆତଙ୍କବାଦୀ ହାଫିଜ୍ ସଇଦ ଘର ସମ୍ମୁଖରେ ବଡ଼ ଧରଣର ବିସ୍ଫୋରଣ

ଲାହୋର: କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଲାହୋରରେ ଥିବା ବାସଭବନ ନିକଟରେ ବୁଧବାର ବଡଧରଣର ବିସ୍ଫୋରଣ ଘଟିଛି । ଏଥିରେ ୨ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ ।

ପାକିସ୍ତାନରେ ଟ୍ରେନ ଦୁର୍ଘଟଣାରେ ୩୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ଦୁଇ ଟ୍ରେନ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାକିସ୍ତାନର ଘୋଟକି ଜିଲ୍ଲାର ଧାରକି ନାମକ ଏକ ସହରରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ସାର ସାୟଦ ନାମକ ଏକ୍ସପ୍ରେସ ଟ୍ରେନ ଲାହୋର ଅଭିମୁଖେ

୨୬/୧୧ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଗିରଫ

ଇସଲାମାବାଦ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜାକିଉର ରେହମାନ ଲଖଭୀ ଗିରଫ । ଆତଙ୍କବାଦୀ ଫଣ୍ଡିଂ ମାମଲାରେ ଗିରଫ କରାଯାଇଥିବା ସୂଚନା । ପାକିସ୍ତାନର ପଞ୍ଜାବରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେଉଥିଲା ଜାକିଉର ରେହମାନ । ପାକିସ୍ତାନର ପଞ୍ଜାବ ଆତଙ୍କବାଦୀ ନିରୋଧ ବିଭାଗର ପ୍ରବକ୍ତା

ଚଳିତ ବର୍ଷ ୩୮୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ନୂଆଦିଲ୍ଲୀ()  ଚଳିତ ବର୍ଷ ପାକିସ୍ତାନ ପକ୍ଷରୁ ୩୮୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଜମ୍ମୁ କାଶ୍ମୀରର ବିଭିନ୍ନ ନିୟନ୍ତ୍ରଣ ରେଖାରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । କେବଳ ଅସ୍ତ୍ରବିରତି ନୁହେଁ ବରଂ ସୀମାପାର…