Odia News Portal
Browsing Tag

pakistan

କରୋନାର ଚତୁର୍ଥ ଲହରରେ ପାକିସ୍ତାନରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

ଲାହୋର: କରୋନା କାୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସାରା ବିଶ୍ୱରେ କରୋନା ଜନିତ ମୃତ୍ୟୁ ହେଉଛି । ତେବେ ଭାରତରେ ଦ୍ୱିତୀୟ ଲହର ଚାଲିଥିବା ବେଳେ ପାକିସ୍ତାନରେ ଆରମ୍ଭ ହୋଇଛି ଚତୁର୍ଥ ଲହର । ତେବେ ଏଠାରେ ଚତୁର୍ଥ ଲହରରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ହେଉଛି । ମୃତ୍ୟୁକୁ ଦେଖି ଲୋକେ ଭୟଭୀତ…

ପାକିସ୍ତାନରେ ଦିଲ୍ଲୀପ କୁମାରଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ

ଲାହୋର: ପ୍ରସିଦ୍ଧ ଅଭିନେତା ଦିଲୀପ କୁମାର ଦୀର୍ଘ ଦିନ ହେବ ରୋଗରେ ପୀଡ଼ିତ ଥିବା ବେଳେ ବୁଧବାର ସକାଳେ ତାଙ୍କର ପରଲୋକ ଘଟିଛି। ସନ୍ଧ୍ୟାରେ ରାଜକୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ହିନ୍ଦୀ ସିନେମା ଜଗତର ଟ୍ରାଜେଡ଼ି କିଙ୍ଗ୍ ଭାବେ ପରିଚିତ ଦିଲୀପ କୁମାରଙ୍କ ବିୟୋଗରେ ବଲିଉଡ଼…

ହାଫିଜର ବାସ ଭବନ ସମ୍ମୁଖରେ ହୋଇଥିବା ବିସ୍ଫୋରଣରେ ଭାରତକୁ ଦାୟିକଲା ପାକିସ୍ତାନ

ଲାହୋର: ଆତଙ୍କବାଦକୁ ସମର୍ଥନ, ପ୍ରୋତ୍ସାହନ, ତାଲିମ ଓ ପାଣ୍ଠିଯୋଗାଣ ପାଇଁ ଆନ୍ତର୍ଜାତିକ ସ୍ତରରେ ବଦନାମ ହୋଇସାରିଥିବା ପାକିସ୍ତାନ ଏବେ ଭାରତ ବିରୁଦ୍ଧରେ ଏକ ନୂଆ ଅଭିଯୋଗ ଆଣିଛି । ଜୁନ୍ ୨୩ ତାରିଖରେ ଜାତିସଂଘ ଦ୍ୱାରା ଘୋଷିତ କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଲାହୋରସ୍ଥିତ ବାସଭବନ…

କୌଣସି ଚାପରେ ପାକିସ୍ତାନ ମୁଣ୍ଡ ନୁଆଁଇବ ନାହିଁ: ଇମ୍ରାନ ଖାଁ

ଲାହୋର: ସବୁବେଳେ ନିଜର ମନ୍ତବ୍ୟ ଲାଗି ଚର୍ଚ୍ଚାରେ ରହିଥାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଏବେ ପୁଣି ଏକ ବିବୃତି ଲାଗି ସେ ପୁଣିଥରେ ଚର୍ଚ୍ଚା ପରିସର ଭିତରକୁ ଆସିଛନ୍ତି । ଭାରତ ସହିତ ଶତ୍ରୁତା ଏବଂ ଚୀନ ସହିତ ନିବିଡ ସଂପର୍କ ବଢାଇ ଚାଲିଥିବା ପାକିସ୍ତାନକୁ ନେଇ ଆମେରିକା…

ଆତଙ୍କବାଦୀ ହାଫିଜ୍ ସଇଦ ଘର ସମ୍ମୁଖରେ ବଡ଼ ଧରଣର ବିସ୍ଫୋରଣ

ଲାହୋର: କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଲାହୋରରେ ଥିବା ବାସଭବନ ନିକଟରେ ବୁଧବାର ବଡଧରଣର ବିସ୍ଫୋରଣ ଘଟିଛି । ଏଥିରେ ୨ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ ।…

ପାକିସ୍ତାନରେ ଟ୍ରେନ ଦୁର୍ଘଟଣାରେ ୩୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ଦୁଇ ଟ୍ରେନ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାକିସ୍ତାନର ଘୋଟକି ଜିଲ୍ଲାର ଧାରକି ନାମକ ଏକ ସହରରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ସାର ସାୟଦ ନାମକ ଏକ୍ସପ୍ରେସ ଟ୍ରେନ ଲାହୋର ଅଭିମୁଖେ…

୨୬/୧୧ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଗିରଫ

ଇସଲାମାବାଦ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜାକିଉର ରେହମାନ ଲଖଭୀ ଗିରଫ । ଆତଙ୍କବାଦୀ ଫଣ୍ଡିଂ ମାମଲାରେ ଗିରଫ କରାଯାଇଥିବା ସୂଚନା । ପାକିସ୍ତାନର ପଞ୍ଜାବରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେଉଥିଲା ଜାକିଉର ରେହମାନ । ପାକିସ୍ତାନର ପଞ୍ଜାବ ଆତଙ୍କବାଦୀ ନିରୋଧ ବିଭାଗର ପ୍ରବକ୍ତା…

ଚଳିତ ବର୍ଷ ୩୮୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ନୂଆଦିଲ୍ଲୀ()  ଚଳିତ ବର୍ଷ ପାକିସ୍ତାନ ପକ୍ଷରୁ ୩୮୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଜମ୍ମୁ କାଶ୍ମୀରର ବିଭିନ୍ନ ନିୟନ୍ତ୍ରଣ ରେଖାରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । କେବଳ ଅସ୍ତ୍ରବିରତି ନୁହେଁ ବରଂ ସୀମାପାର…

ପାକିସ୍ତାନ କୋର୍ଟରେ କାହିଁକି ରଖାଯାଏ ‘ଗଦା’ ଜାଣିଲେ ଆଶ୍ଚର୍ଯ୍ୟ ହେବେ …

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି । ଏହି ଫଟୋ ପାକିସ୍ତାନର ବୋଲି ଜଣାପଡିଛି । ସୂଚନାଅନୁସାରେ, ହିନ୍ଦୁ ଧର୍ମ ଭଳି ପାକିସ୍ତାନରେ ମଧ୍ୟ ଗଦାକୁ ପୂଜାକରାଯାଏ । ହେଲେ କୋର୍ଟରେ ବିଚାରପତିଙ୍କ ସାମ୍ନାରେ ପୂଜା ପାଇଁ ନୁହେଁ ଅନ୍ୟ କାରଣ ପାଇଁ ଗଦା ରଖାଯାଇଥାଏ । ଆସନ୍ତୁ ଜାଣିବା ...…

ଅଡୁଆରେ ମିକା ସିଂ

ଅଡୁଆରେ ଲୋକପ୍ରିୟ ଗାୟକ ମିକା ସିଂ । ପାକିସ୍ତାନରେ ଗୀତ ଗାଇ ଅଡୁଆରେ ମିକା । ଉଭୟ ଭାରତ ଏବଂ ପାକିସ୍ତାନର ଦର୍ଶକ ତାଙ୍କୁ ସୋସିଆଲ ମିଡିଆରେ ଗାଳି ଦେଇଛନ୍ତି। ଜମ୍ମୁ-କଶ୍ମୀରୁ ୩୭୦ ଉଚ୍ଛେଦ ପରେ ଉଭୟ ଦେଶ ସମ୍ପର୍କ ତିକ୍ତତା ଆସିଛି। ପାକିସ୍ତାନ ଭାରତ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି…