Odia News Portal
Browsing Tag

paradipa

ପାରାଦୀପ ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ

ପାରାଦୀପ: ଓଡ଼ିଶା ଗସ୍ତରେ ଆସି ପାରଦୀପରେ ପହଞ୍ଚିଛନ୍ତି କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ । ଆଜି ଦୁଇ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ଵରରୁ ହେଲିକପ୍ଟର ଯୋଗେ ଷଣ୍ଢକୁଦ ହେଲିପ୍ୟାଡରେ ପହଞ୍ଚିଥିଲେ । ଏହାପରେ ପାରାଦୀପ ବନ୍ଦରକୁ ଯାଇଥିଲେ ।…

ପାରାଦୀପ ତୈଳ ଟର୍ମିନାଲ୍‌ ଡିପୋରେ ଅଗ୍ନିକାଣ୍ଡ

ପାରାଦୀପ: ତୈଳ ଟର୍ମିନାଲ୍‌ ଡିପୋରେ ଅଗ୍ନିକାଣ୍ଡ । ପାରାଦୀପ ବାଉରିଆପାଳନ୍ଦା ବସ୍ତି ନିକଟରେ ଥିବା ଆଇଓସିଏଲ ଟର୍ମିନାଲ୍‌ ଡିପୋରେ ନିଆଁ ଲାଗିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।…

ଓଲଟିଲା ଡଙ୍ଗା, ୨ ନିଖୋଜ

ପାରାଦୀପ: ଡଙ୍ଗା ଓଲଟି ପଡିବାରୁ ୨ ନିଖୋଜ ହୋଇଯାଇଥିବା ଜଣାପଡିଛି । ତେବେ ଆଜି ପାରାଦୀପ ନେହରୁ ବଙ୍ଗଳା ପାଖ ମୁହାଣରେ ଘଟିଛି ଏଭଳି ଅଘଟଣ । ସୂଚନା ଆନୁଯାୟୀ ଡଙ୍ଗାରେ ମୋଟ ୫ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ପରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ୨…

ଜମି ଦୁର୍ନୀତି ମାମଲାରେ ୬ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର : ଆକ୍ସନ ମୁଡରେ ଭିଜିଲାନ୍ସ । ରାଜ୍ୟରେ ଭିଜିଲାନ୍ସ ପକ୍ଷରୁ ବଡ଼ ଧରଣର ଚଢ଼ାଉ ଚାଲିଛି। ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଜମି ଦେବା ପ୍ରସଙ୍ଗରେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ଏହି ଚଢାଉରେ ଜଣେ ଏଏସ୍‌ପି, ୧୧ ଡିଏସ୍‌ପି ଓ ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।…

କୋଇଲା ବୋଝେଇ ହାଇୱାକୁ ଧକ୍କା ଦେଲା ଟ୍ରେନ

ଜଗସିଂହପୁର: କୋଇଲା ବୋଝେଇ ହାଇସ୍ୱାକୁ ଧକ୍କା ଦେଲା ଟ୍ରେନ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଘଟିଛି ଏଭଳି ଦୁର୍ଘଟଣା । ଏହି ଦୁର୍ଘଟଣାରେ ହାଇୱାଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି । ତେବେ ସେହି ସ୍ଥାନରେ ରେଳ ଧାରଣା ପାର ହୋଇ ସବୁଦିନ ହଜାର…