Odia News Portal
Browsing Tag

Pratap jena

ହତ୍ୟାକାରୀଙ୍କ ସମ୍ପର୍କରେ କଣ କହିଲେ ଆଇନ ମନ୍ତ୍ରୀ

ମାହାଙ୍ଗା: ମହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତଥା ଆଇନ୍‌ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି ଯେ, ମାହାଙ୍ଗାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଆମ ନାଁରେ ଏତଲା ହୋଇଛି, ତଦନ୍ତ ହେଲେ ସତ ଜଣାପଡ଼ିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ,…

ବଦଳିଲା କୋଠାବାଡ଼ି ନିର୍ମାଣ ନିୟମ

ଭୁବନେଶ୍ୱର() କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ ହୋଇଛି । ବହୁତଳ ଅଟ୍ଟାଳିକା ନିର୍ମାଣ ପାଇଁ ନିୟମ କୋହଳ କରିଛନ୍ତି ସରକାର । ଏବେ ୮ଟି ଘର ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯାଇପାରିବ । ପୂର୍ବରୁ ୪ଟି ଘର ଥିବା ଅଟ୍ଟାଳିକାକୁ ଆପର୍ଟମେଣ୍ଟ କୁହାଯାଉଥିଲା ।…

କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ମାସର ଦରମା ଦାନ କଲେ ପ୍ରତାପ ଜେନା

ଭୁବନେଶ୍ବର  () ଦେଶର ଅଧିକାଂଶ ରାଜ୍ୟକୁ ବ୍ୟାପିବାରେ ଲାଗିଛି କରୋନା । ଆଉ ଏସବୁ ଭିତରେ ଓଡ଼ିଶା କରୁଛି କରୋନା ମୁକାବିଲା । ସଂକ୍ରମଣକୁ ରୋକିବାକୁ ଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଉ ଏସବୁ ଭିତରେ ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ପ୍ରତାପ…

ବିକାଶ ହେବ ନେମାଳୋ ପୀଠ

ଭୁବନେଶ୍ୱର() କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ପୀଠସ୍ଥଳୀ ତଥା ପ୍ରସିଦ୍ଧ ନେମାଳୋ ପୀଠର ବିକାଶ କରାଯିବ। ଏନେଇ ଆଜି ପଞ୍ଚାୟତିରାଜ, ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ…

ଯୋଗ୍ୟ ହିତାଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ଯୋଗ୍ୟତା କାର୍ଡ

ଭୁବନେଶ୍ୱର() ପକ୍କାଘର ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ‘ଯୋଗ୍ୟତା କାର୍ଡ ପ୍ରଦାନ କରିବେ । ପଚାଂୟତିରାଜ ଦିବସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଂଟନ ଯୋଜନାର ଶୁଭାରମ୍ଭ କରିବେ ଏବଂ ଏହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପଚାଂୟତିରାଜ ଓ…

ୟେସ୍ ବ୍ୟାଙ୍କରେ ଅଛି ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା

ଭୁବନେଶ୍ୱର() ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ରହିଛି ।ଏନେଇ ଆଜି ଧାନସଭାରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ଲିଖିତ ଉତ୍ତ ଦେଇଛନ୍ତି । ମନ୍ତ୍ରି ଦେଇଥିବା ସୂଚନା ଅନୁସାରେ, ମହାପ୍ରଭୁ ଶ୍ରଜଗନ୍ନାଥଙ୍କର ମୋଟ ପାଣ୍ଠିର ପରିମାଣ ୬୨୬ କୋଟି ୪୪ ଲକ୍ଷ ୭୮…

ପକ୍କା ହେବ ସବୁ ପଂଚାୟତ : ପ୍ରତାପ ଜେନା

ଭୁବନେଶ୍ୱର() ରାଜ୍ୟର ସବୁ ପଂଚାୟତରେ ହେବ ପକ୍କା ଘର । ଆଗାମୀ ୩ ବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ମିଳିବ। ସେମାନଙ୍କୁ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ଶନିବାର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ତେବେ…

ବସ ଷ୍ଟାଣ୍ଡରେ ହେବ ସପିଂ ମଲ

ଭୁବନେଶ୍ୱର() ଏଣିକି ସମସ୍ତ ବସ ଷ୍ଟାଣ୍ଡରେ ରହିବ ସପିଂ ମଲ । ଆବଶ୍ୟକ ସ୍ଥଳେ ବଡ଼ ବସଷ୍ଟାଣ୍ଟ ଗୁଡ଼ିକରେ ମଲ୍ଟିପ୍ଲେକ୍ସର ବ୍ୟବସ୍ଥା କରାଯିବ । ଏନେଇ ସୂଚନା ଦେଇଛନ୍ତି ସହରାଂଚଳ ବିକାଶ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ମୋ ବସ ଅଧିକ ସଫଳ…

ନେତା ହବତ ଏମିତି … ଆଜିବି ଲୁଲୁ ମାହାଙ୍ଗାରେ ଲୋକପ୍ରିୟ

ଭୁବନେଶ୍ୱର () ମାହାଙ୍ଗା ବିଧାୟକ ତଥା ଆଇନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା । ଏବେ ପୁଣି ସେ ବିଜୁ କୃଷକ ଜନତା ଦଳର ମହାସଚିବ । ସରକାରୀ କାମର ନୈତିକ ଦାୟିତ୍ୱ ସହ ଦଳୀୟ କାର୍ଯ୍ୟ । ଏଭିତରେ ଫୁରସତ ମିଳିବା କଷ୍ଟ । ସବୁବେଳେ ପ୍ରଶାସନ ଓ ଶାସନ ଡୋରୀରେ ବନ୍ଧା ।…