Odia News Portal
Browsing Tag

Pratap jena

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ: ପ୍ରତାପ ଜେନା

ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟରେ ନୂଆ କୋର୍ଟ ପ୍ରତିଷ୍ଠା କରିବା ନେଇ ବଡ ଘୋଷଣା କରିଛନ୍ତି | ବିଭିନ୍ନ ଜିଲ୍ଲାରେ ୩୪ ଟି ନୂଆ କୋର୍ଟ ପ୍ରତିଷ୍ଠା କରିବା ନେଇ ସୂଚନା ଦେଇଛନ୍ତି । ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଏହି ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । …

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ଚିଠି

ତେଜିଲା କେନ୍ଦ୍ର-ରାଜ୍ୟ ବିବାଦ, ଓଡ଼ିଶାର ଦାବିକୁ କେନ୍ଦ୍ରର ଅଣଦେଖା । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ପ୍ରତାପ ଜେନାଙ୍କ ଚିଠି ।। ଆବାସ ଯୋଜନାରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଘର ଯୋଗାଣ ପାଇଁ ବାରମ୍ବାର ଦାବି ହୋଇଥି୍ବା ବେଳେ କେନ୍ଦ୍ର ସରକାର ଏହାକୁ ଅଣଦେଖା କରୁଛନ୍ତି ।…

ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: ଫୁଲବାଣୀରୁ ଏୟାରଲିଫ୍ଟ ହୋଇ ଆସିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ମନ୍ତ୍ରୀ ପ୍ରତାପ ଜେନା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ରହିଛି । ଗତକାଲି ରାତିରୁ ପ୍ରତାପ ଜେନା ଅସୁସ୍ଥ ଥିବା ବେଳେ ଆଜି ଜ୍ୱର ବଢିଥିଲା। ଏପରିକି ନିଶ୍ୱାସପ୍ରଶ୍ୱାସ ନେବାରେ…

ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

କନ୍ଧମାଳ: ଚାରିଦିନିଆ କନ୍ଧମାଳ ଗସ୍ତରେ ଥିବାବେଳେ ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଜ୍ୱର ଓ ଉଚ୍ଚ ରକ୍ତଚାପ ରେ ପୀଡିତ ହୋଇଥିବାରୁ ଗସ୍ତ କାର୍ଯ୍ୟକ୍ରମକୁ ଅଧାରୁ ବାତିଲ କରାଯାଇଛି । ମନ୍ତ୍ରୀ ପ୍ରତାପ ଜେନା ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବାର…

ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ସାନି ତଦନ୍ତ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ମାହାଙ୍ଗା ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଲେ ସାଲେପୁର ଜେଏମଏଫସି କୋର୍ଟ । ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ…

ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ପ୍ରତାପ

କଟକ: ମାନ୍ୟବର ପଞ୍ଚାୟତରାଜ ମନ୍ତ୍ରୀଙ୍କ ଦ୍ୱାରା ନଗସପୁରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ | କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ନଗସପୁର ପଞ୍ଚାୟତରେ ମା ସପ୍ତଭଗ୍ନୀ କମ୍ୟୁନିଟି ସେଣ୍ଟର ନୂତନ ଗୃହର ଶୁଭ ଉଦଘାଟନ | ବରକୋଳିଆ ନଗସପୁର ରାସ୍ତାରେ…

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା କୁସୁପୁର ସେତୁ ଲୋକାର୍ପିତ

କଟକ:ବିରୂପା ନଦୀ ଉପରେ ବାଲିଚନ୍ଦ୍ରପୁର ବଡ଼ଚଣା ରାସ୍ତାକୁ ସଂଯୋଗ କରୁଥିବା ସେତୁକୁ ଉଦଘାଟନ କଲେ ପଞ୍ଚାୟତ ରାଜ ମନ୍ତ୍ରୀ | ମାହାଙ୍ଗା କୁସୁପୁର ବିରୂପା ନଦୀ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ୧୮ କୋଟି ବ୍ୟୟ ମଞ୍ଜୁରରେ ନିର୍ମିତ ବହୁପ୍ରତିକ୍ଷିତ ୨୭୩.୭୨ମିଟର ଦୂରତା ବିଶିଷ୍ଟ ସେତୁକୁ…