Odia News Portal
Browsing Tag

president

ବିଶ୍ବ ହିନ୍ଦୀ ସମ୍ମିଳନୀରେ ଫିଜି ରାଷ୍ଟ୍ରପତିଙ୍କ ପ୍ରିୟ ହିନ୍ଦୀ ସିନେମା

ଗୁରୁବାର ଦିନ ଫିଜିର ରାଜଧାନୀ ସୁବାରେ ଆୟୋଜିତ ବିଶ୍ବ ହିନ୍ଦୀ ସମ୍ମିଳନୀରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଫିଜିର ରାଷ୍ଟ୍ରପତି ୱିଲିଏମେ କାଟୋନୋଭିୟର୍‌ଙ୍କ ଉପରେ ହିନ୍ଦୀ ସିନେମାର ପ୍ରଭାବ ଏବଂ ତାଙ୍କର ପ୍ରିୟ ହିନ୍ଦୀ ଚଳଚ୍ଚିତ୍ର କଥା କହିଛନ୍ତି। ଜୟଶଙ୍କର…

ଲୋକଙ୍କୁ ଦେଖି ବଡଦାଣ୍ଡରେ ଅଟକିଗଲେ ରାଷ୍ଟ୍ରପତି କୋବିନ୍ଦ

ଶ୍ରୀକ୍ଷେତ୍ରରୁ ବିଦାୟ ନେଉଥିଲେ ମହାମହିମ ରାଷ୍ଟ୍ରପତି । ପୁରୀରେ ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେଇ ଫେରୁଥିଲେ । ପୁରୀ ବାସୀ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ଉପସ୍ଥିତ ରହିଥିଲେ । ଫେରିବା ବେଳେ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଲୋକମାନେ ହାତ…

ଭୁବନେଶ୍ୱରରୁ ପୁରୀ ଅଭିମୁଖେ ରାଷ୍ଟ୍ରପତି,ବିମାନବନ୍ଦରରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍, ମୁଖ୍ୟମନ୍ତ୍ରୀ ନବୀନ…

ରାଷ୍ଟ୍ରପତି ଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ବିମାନ ବନ୍ଦରରେ କରିବେ ସ୍ୱାଗତ

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ୧୨ଟା ୨୫ରେ ବାହାରି ଦୁଇଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବେ । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବେ । ରାଜ୍ୟପାଳଙ୍କ ସମେତ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ପୋଲିସ ଡିଜି ସୁନୀଲ…

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୯ ତାରିଖରେ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଥିବା ବେଳେ ଏବେ ପୁଣି ଥରେ ତାଙ୍କ ରହଣୀସ୍ଥଳକୁ ନେଇ ସାମାନ୍ୟ ପରିବର୍ତ୍ତନ ହୋଇଛି । ୧୯ ତାରିଖରେ ରାଜଭବନ ପରିବର୍ତ୍ତେ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି । ପୂର୍ବରୁ ରାଜଭବନରେ ରହିବା ନେଇ…

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ୪୦ ଅଧିକାରୀ ଓ ୨୦୦ ପୋଲିସ ଅଫିସର ନିୟୋଜିତ

ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଅଭିମୁଖେ ଓ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ୨୦ତାରିଖ ସକାଳ ୧୦.୩୫ ରେ ଗୌଡୀୟ ମଠ ପରିଦର୍ଶନ କରି ପୂର୍ବାହ୍ନ ୧୧ଟାରେ…

ପୁରୀ ଶ୍ରୀଚୈତନ୍ୟ ଗୌଡୀୟ ମଠ ପରିଦର୍ଶନ କରିବେ ରାଷ୍ଟ୍ରପତି

ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ସେ ୧୯ ତାରିଖ ଅପରାହ୍ନ ୨.୪୫ରେ ଭୁବନେଶ୍ୱର ବିମାନବନ୍ଦର ଏବଂ ୩ଟା ୨୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚିବେ । ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ୫.୪୫ରେ ବାହାରିବେ । ୨୦ତାରିଖ…

ଗାଈଚରାଳିରୁ କଲମ୍ବିଆର ରାଷ୍ଟ୍ରପତି ହେଲେ ହାଚିଣ୍ଡା ହିଚିଲିମା, ଜାଣନ୍ତୁ ତାଙ୍କ ସଂଘର୍ଷମୟ କାହାଣୀ

ନୂଆଦିଲ୍ଲୀ: ଇତିହାସ ସାକ୍ଷୀ ରହିଛି ଦୃଢ଼ ଇଚ୍ଛାଶକ୍ତି ହିଁ ସଫଳତାର ଚାବିକାଠି । ଦୃଢ଼ ଇଚ୍ଛା ଶକ୍ତି ଆଉ କିଛି କରିବା ମନବୃତି ଥିଲେ ମଣିଷ ଦିନେ ନା ଦିନେ ସଫଳତାର ସିଡି ଚଢ଼ିଥାଏ । ଯାହାର ଅନେକ ମୁକସାକ୍ଷୀ ମଧ୍ୟ ରହିଛି । ତେବେ ପୁଣି ଏଭଳି ଘଟଣାର ହୋଇଛି ପୁନରାବୃତି । ଦୃଢ଼ ଇଚ୍ଛାଶକ୍ତି…

ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ୱାଧିନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ପରାଧିନତାରୁ ମୁକ୍ତି ହେବାର ଏହା ପର୍ବ ବୋଲି କହିଛନ୍ତି ରାଷ୍ଟ୍ରପତି । ଏହାସହ ଦେଶବାସୀଙ୍କୁ ସ୍ୱାଧିନତା ଦିବସ ଲାଗି ଆଗୁଆ ଶୁଭେଚ୍ଛା…

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ନାରାୟଣ ରାଣେ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ମୋଦିଙ୍କ ନୂଆ ମନ୍ତ୍ରୀ ମଣ୍ଡଳ । ମନ୍ତ୍ରୀମାନେ ଶପଥ ଗ୍ରହଣ କରୁଛନ୍ତି । ତେବେ କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି ନାରାୟଣ ରାଣେ । ରାଷ୍ଟ୍ରପତି ଭବନରେ ଚାଲି ଶପଥ ଗ୍ରହଣ ଉତ୍ସବ ।