Odia News Portal
Browsing Tag

Pune

‘ଗୁଗଲ’ ଅଫିସକୁ ବୋମା ଧମକ: ହାଇଦ୍ରାବାଦରୁ ଧରା ହେଲେ ଆସାମୀ

ଗୁଗଲ ଅଫିସ୍ ପରିସରରେ ବୋମା ଅଛି ବୋଲି ଫୋନ୍ କଲ୍ ମିଳିବା ପରେ ରବିବାର ରାତିରେ ମହାରାଷ୍ଟ୍ରର ପୁଣେ ସହରରେ ଥିବା ‘ଗୁଗଲ୍’ କମ୍ପାନିର ଅଫିସ୍‌ରେ ପୁଣେ ପୁଲିସ ଟିମ୍ ଓ ‘ବମ୍ ଡିଟେକ୍ସନ୍ ଆଣ୍ଡ୍ ଡିସ୍ପୋଜାଲ୍ ସ୍କ୍ବାଡ୍’ (ବିଡିଡିଏସ୍) କାର୍ଯ୍ୟରେ ଲାଗିପଡ଼ିଥିଲେ।ଆଜି ସକାଳେ ଉକ୍ତ ଘଟଣା…

ସ୍କୁଲ ପରିସରରେ ନାବାଳିକାଙ୍କୁ ବଳାତ୍କାର

ମହାରାଷ୍ଟ୍ର : ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଜଣେ ଅଜଣା ବ୍ୟକ୍ତି ଏକ ବେସରକାରୀ ସ୍କୁଲ ପରିସରରେ ବଳାତ୍କାର କରିଛନ୍ତି। ମହାରାଷ୍ଟ୍ରର ପୁଣେରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଘଟଣାଟି ବୁଧବାର ଅପରାହ୍ନରେ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। 'ଜଣେ ଅଜ୍ଞାତ ବ୍ୟକ୍ତି…

ସେରମ୍‌ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ

ପୁଣେ: ମହାରାଷ୍ଟ୍ରର ପୁଣେରେ ଥିବା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆର ଟର୍ମିନାଲ ୧ ଗେଟ୍‌ରେ ଅଗ୍ନିକାଣ୍ଡ। ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିଥିବା ବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।…