Odia News Portal

ସ୍କୁଲ ପରିସରରେ ନାବାଳିକାଙ୍କୁ ବଳାତ୍କାର

ମହାରାଷ୍ଟ୍ର : ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଜଣେ ଅଜଣା ବ୍ୟକ୍ତି ଏକ ବେସରକାରୀ ସ୍କୁଲ ପରିସରରେ ବଳାତ୍କାର କରିଛନ୍ତି। ମହାରାଷ୍ଟ୍ରର ପୁଣେରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଘଟଣାଟି ବୁଧବାର ଅପରାହ୍ନରେ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି।

‘ଜଣେ ଅଜ୍ଞାତ ବ୍ୟକ୍ତି ନାବାଳିକାଙ୍କୁ ସ୍କୁଲ ପରିସରରେ ଥିବା ଶୌଚାଳୟକୁ ନେଇ ଯାଇଥିଲେ।