Odia News Portal
Browsing Tag

raj kundra

ପୁଣି ବିବାଦରେ ଶିଳ୍ପା-ରାଜ

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲା ପରେ ରାଜ ଏବେ ଠକେଇ ମାମଲାରେ ଫଶିଥିବା ଜଣାପଡ଼ିଛି। ତାଙ୍କ ବିରୋଧରେ ୧.୫୧ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଶିଳ୍ପା ଶେଟ୍ଟୀ ମଧ୍ୟ…

ଜେଲରୁ ମୁକୁଳିବା ପରେ ରାଜ କୁନ୍ଦ୍ରା ଡିଲେଟ କଲେ ନିଜ ଆକାଉଣ୍ଟ

ଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପ୍ରୋନୋଗ୍ରାଫି ମାମଲାରେ ଜେଲରୁ ମୁକୁଳିବା ପରେ ଏକ ବଡ଼ ନିଷ୍ପତି ନେଇଛନ୍ତି  । । ଗଣମାଧ୍ୟମକୁ ଶେଷ ସାକ୍ଷାତ କରିବା ସହ ନିଜ ଇନଷ୍ଟା ଓ ଟ୍ୱିଟର୍ ଆକାଉଣ୍ଟ ଡିଲିଟ୍ କରିଛନ୍ତି  । ଇନଷ୍ଟା ଏବଂ ଟ୍ୱିଟରରେ ଏବେ ତାଙ୍କ ଆକାଉଣ୍ଟ…

ରାଜକୁନ୍ଦ୍ରାଙ୍କୁ ମିଳିଲା ଜାମିନ୍

ମୁମ୍ବାଇ: ରାଜକୁନ୍ଦ୍ରାଙ୍କୁ ମିଳିଲା ଜାମିନ୍ । ଦୀର୍ଘ ୨ ମାସ ପରେ ଜାମିନ୍ ମିଳିଛି । ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲରେ ଗିରଫ ହୋଇ ୨ମାସ ହେବ ଜେଲରେ ଥିବା ରାଜ କୁନ୍ଦ୍ରାଙ୍କୁ ଏବେ ଜାମିନ ମିଳିଛି। ଆଜି ମୁମ୍ବାଇ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିବା ସହ…

ରାଜ କୁନ୍ଦ୍ରାଙ୍କ ବିପକ୍ଷରେ ୧୫ଶହ ପୃଷ୍ଟାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ମୁମ୍ବାଇ: ଦିନକୁ ଦିନ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ପୋନୋଗ୍ରାଫି ମାମଲାରେ କାଲି ମୁମ୍ବାଇ କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ନାମରେ ୧୫୦୦ ପୃଷ୍ଟା ସମ୍ବଳିତ ଏକ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି । ସୂଚନା ଅନୁସାରେ, ମୁମ୍ବାଇ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଏହି…

ଟ୍ରୋଲ ପରେ ମୁହଁ ଖୋଲିଲେ ଶିଳ୍ପା

ମୁହଁ ଖୋଲିଲେ ବଲିଉଡ ଅଭିନେତ୍ରୀ ଶିଳ୍ପ ସେଟ୍ଟୀ। ସୋଶାଲ ମିଡିଆରେ ଜୋରଦାର ଟ୍ରୋଲ ହେବା ପରେ ରଖିଲେ ବୟାନ। ପ୍ରଥମ ଥର ଲାଗି ବିବାଦଘେରକୁ ଆସିବା ପରେ ମୌନ ବ୍ରତ ଭାଙ୍ଗିଛନ୍ତି ଶିଳ୍ପା। ସେ ସୋଶାଲ ମିଡିଆରେ ଏନେଇ ଏକ ପୋଷ୍ଟ ସେଆର କରିଛନ୍ତି.. ଶିଳ୍ପା କହିଛନ୍ତି, ‘ଗତ କିଛି ଦିନ…

ରାଜ କୁନ୍ଦ୍ରା ଓ ଶିଳ୍ପାଙ୍କୁ ୩ ଲକ୍ଷ ଟଙ୍କାର ଜରିମାନା

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାର ଅଭିଯୁକ୍ତ ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏବେ ଭାରତର ପ୍ରତିଭୁତି ବିନିମୟ ବୋର୍ଡ଼(SEBI) କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। SEBI ରାଜ କୁନ୍ଦ୍ରା ଓ ତାଙ୍କ ପତ୍ନୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଉପରେ ଜରିମାନା ଲଗାଇଛି।…

ଜାଣନ୍ତୁ ରାଜ କୁନ୍ଦ୍ରାଙ୍କ ସମ୍ପର୍କରେ କିଛି ଅଜଣା କଥା

ମୁମ୍ବାଇ: ଅଶ୍ଲୀଳ ଭିଡିଓ ବନାଉଥିବା ମାମଲାରେ ଜେଲରେ ଅଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ଗିରଫ ହେବା ପରେ ଏବେ ଚର୍ଚ୍ଚା ଘନେଇବାରେ ଲାଗିଛି । ଦୀର୍ଘଦିନ ହେବ ଏହି ବ୍ୟବସାୟ କରୁଥିଲେ ସୁଦ୍ଧା କେମିତି କେହି ଜାଣିପାରୁନ ଥିଲେ ତାକୁ…

ଶିଳ୍ପାସେଠୀଙ୍କ ସ୍ୱାମୀ ରାଜ୍‌କୁନ୍ଦ୍ରା ଗିରଫ

ବଲିଉଡ ଅଭିନେତ୍ରୀ ଶିଳ୍ପ ସେଟ୍ଟୀଙ୍କ ସ୍ଵାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ କ୍ରାଇମବ୍ରାଞ୍ଚ ସୋମବାର ଗିରଫ କରିଛି। ରାଜ କୁନ୍ଦ୍ରାଙ୍କ ବିରୋଧରେ ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରିବା ଏବଂ କିଛି ଆପ୍ସରେ ଏହାର ପ୍ରସାରଣ କରିଥିବାର ଅଭିଯୋଗ ହୋଇଛି। କ୍ରାଇମବ୍ରାଞ୍ଚ…