Odia News Portal
Browsing Tag

rally

ବିଜେପିର ‘ମୋ ସାଇକେଲ’ କୋକେଇ ରାଲି

ଭୁବନେଶ୍ୱର: କୋକେଇରେ ବୁହାହେଲା ମୋ ସାଇକେଲ । ବିଜେପି କର୍ମୀଙ୍କ ନିଆରା ପ୍ରତିବାଦ । ସ୍ମାର୍ଟସିଟିରେ କରାଯାଇଥିବା ମୋ ସାଇକେଲ ଯୋଜନାରେ ହରିଲୁଟ୍ ହୋଇଥିବା ଅଭିଯୋଗରେ ବିଜେପି ଶିଶୁ ଭବନ ଛକରୁ ରାଜମହଲ ପର୍ଯ୍ୟନ୍ତ ସାଇକେଲ ରାଲି କରିଥିବା ଦେଖିବାକୁ ମିଳିଛି । ତେବେ ରାଜ୍ୟ ସରକାରଙ୍କୁ…

ରାଜନୈତିକ ସଭା, ଶୋଭଯାତ୍ରା ଉପରେ ହେଉନି କାର୍ଯ୍ୟାନୁଷ୍ଠାନ, ପୁଲିସ୍ ସାଜିଛି ଦର୍ଶକ

ଭୁବନେଶ୍ୱର: ରାଜ୍ୟର ଦୁଇ ବିରୋଧିଦଳ ବିଜେପି ଓ କଂଗ୍ରେସ ଗତ କିଛିଦିନ ଧରି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିରୁଦ୍ଧରେ ରେ ରେ କାର କରୁଥିବାବେଳେ ରାସ୍ତାଘାଟରେ ରାଲି, ଶୋଭାଯାତ୍ରା, ପ୍ରତିବାଦ, ଭାଷଣବାଜି ଚଳାଇଛନ୍ତି । ହଜାର ହଜାର ସମର୍ଥକଙ୍କୁ ସାଙ୍ଗରେ ନେଇ ପରସ୍ପର ଉପରେ ଦୋଷ ଲଦୁଥିବା…

ପେଟ୍ରୋଲ ଦରବୃଦ୍ଧିକୁ ନେଇ ବିକ୍ଷୋଭ କରିବ କଂଗ୍ରେସ, ୭ରୁ ୧୭ ବିକ୍ଷୋଭ ପ୍ରତିବାଦ

ଭୁବନେଶ୍ୱର: ସାରା ଦେଶରେ ଅହେତୁକ ଭାବରେ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକୁ ବିରୋଧ କରିଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଆଜି ଭୁବନେଶ୍ୱର କଂଗ୍ରେସ କାର୍ଯ୍ୟାଳୟରେ ଏକ ପ୍ରେସମିଟ୍ କରାଯାଇଛି । ପ୍ରତିବାଦ କରାଯିବା ନେଇ ଗଣମାଧ୍ୟମକୁ ସୂଚନା…

ଦରଦାମ ବୃଦ୍ଧିନେଇ ୧୦ ବ୍ୟାପି ବିକ୍ଷୋଭ କରିବ କଂଗ୍ରେସ

ନୂଆଦିଲ୍ଲୀ: କରୋନା ମହାମାରୀରେ ଲୋକେ କାମ ଧନ୍ଦା ହରାଇଥିବା ବେଳେ ଦରଦାମ କିନ୍ତୁ ଆକାଶ ଛୁଆଁ ହୋଇଛି । ଯାହାକୁ ନେଇ ସବୁଠି ଆରମ୍ଭ ହୋଇଛି । ଦେଶରେ ଇନ୍ଧନର ମୂଲ୍ୟ ବୃଦ୍ଧି ବିରୋଧରେ କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ କରିବ। ଆଗାମୀ ଜୁଲାଇ ୭ରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ…

ରଥଯାତ୍ରା ଲାଗି ବିଶାଳ ରାଲି

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲାଉଥିବା ବାରିପଦାରେ ରଥଯାତ୍ରା ଲାଗି ଅନୁମତି ଦେବା ଲାଗି ବିଶାଳ ରାଲି କରାଯାଇଛି । ଶହ ଶହ ମହିଳା ଓ ପୁରୁଷ ଶ୍ରଦ୍ଧାଳୁମାନେ ଆଜି ଜଗନ୍ନାଥ ମନ୍ଦିରଠାରୁ ମାଉସୀମା ମନ୍ଦିର ଯାଏଁ ଶୋଭାଯାତ୍ରାରେ ବାହାରିଥିଲେ । ଶଙ୍ଖ, ଘଣ୍ଟ ଘଣ୍ଟା ବଜାଇ ଏହି…

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ । ଯାହାକି ନିମ୍ନ ମଧ୍ୟବିତ ପରିବାର ଲୋକଙ୍କ ଉପରେ ହେଉଛି ମହାଙ୍ଗା ମାଡ଼ । ଯାହାର ପ୍ରତିବାଦରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ରାଜଧାନୀର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦେଇଛି କଂଗ୍ରେସ । ଉଭୟ…