Odia News Portal
Browsing Tag

Ratha

ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ

ପୁରୀ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଥୁଆ ହୋଇଥିବା ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ୧୦ ଜଣ ଭୋଇ ସେବାୟତଙ୍କ ଦ୍ୱାରା ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରଥମେ ମା ଶୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା ଯାଇଛି । ଏହାପରେ ପ୍ରର୍ଯ୍ୟାୟ କ୍ରମେ ଅନ୍ୟ ଦୁଇଟି ତାଳଧ୍ୱଜ ଏବଂ…

ଆଜି ତିନି ରଥ ନେବେ ଦକ୍ଷିଣ ମୋଡ଼

ପୁରୀ: ବାହୁଡ଼ା ଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ଭାଇ ଭଉଣୀଙ୍କ ସାଙ୍ଗରେ ମାଉସୀ ଘରେ ରହିଛନ୍ତି ମହାପ୍ରଭୁ ଜଗନ୍ନାଥ । ତେବେ ଶରଧାବାଲିରେ ତିନି ରଥ ଲାଗିଛି । ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ବାର ସମ୍ମୁଖରେ ଅଟକି ରହିଥିବା ତିନି ରଥ ଆଜି ଦକ୍ଷିଣମୋଡ଼…

ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ

ପୁରୀ: ଚଳିତ ବର୍ଷ ଜୋରଦାର ଚାଲିଛି ରଥଧ ନିର୍ମାଣ କାର୍ଯ୍ୟ । ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସରିଯାଉଛି । ଶୁକ୍ରବାର ତାଗ ବାଡ଼ିଆ ସରି ପଟା ଫିଟିଂ ଆରମ୍ଭ ହୋଇଛି । ଶନିବାର ଦିନ ରଥରେ କଇଁଚି ବାଡ଼ିଆ ସହ ରଥଖଳାରେ ବିଶ୍ୱକର୍ମାମାନେ ରଥର କଳସ ତିଆରୁଛନ୍ତି । ଚିତ୍ରକର ସେବକମାନେ ପାଶ୍ୱର୍…

ରଥ ନିର୍ମାଣ ଚାଲିଥିଲା, ଚଢ଼ାଉ କଲା ପ୍ରଶାସନ

ବାଲେଶ୍ୱର: ପରମ୍ପରାକୁ ବଜାୟ ରଖିବା ଲାଗି କେବଳ ପୁରୀରେ ରଥଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି । ରାଜ୍ୟର ଅନ୍ୟ କୌଣସି ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ । ବାରମ୍ବାର ବାରଣ କରିବା ସତ୍ତ୍ୱେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ରଥ ନିର୍ମାଣ କାର୍ଯ୍ୟ କରାଯାଉଥିଲା ।…

ଜୋରସୋରରେ ଆଗେଇ ଚାଲିଛି ରଥକାମ

ପୁରୀ: ଚଳିତବର୍ଷ ରଥଯାତ୍ରା ଲାଗି ଚଳଚଞ୍ଚଳ ହୋଇ ଉଠିଛି ରଥଯାତ୍ରା । କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ରଥଯାତ୍ରା ହେବ ବୋଲି ପ୍ରଶାସନ ସୂଚନା ଦେଇଛି । ସେପଟେ ରଥ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଥିବା ଦେଖିବାକୁ ମିଳିଛି । ମୌସୁମୀ ପ୍ରଭାବରେ ବର୍ଷା ହୋଇଥିଲେ ସୁଦ୍ଧା କାମ ବେଶ…

ଜୋରସୋରରେ ଆଗେଇ ଚାଲିଛି ରଥକାମ

ପୁରୀ: ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ରଥଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀ ବଡ଼ଦାଣ୍ଡରେ ଜୋରସୋରରେ ରଥ ତିଆରି କାମ ଆଗେଇଚାଲିଛି । ହେଲେ ଦୁଇ ଦିନ ହେବ ବର୍ଷା ଲାଗିରହିଥିଲେ ସୁଦ୍ଧା ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ରଥ ଖଳାରେ ରୂପକାରମାନେ…

ତିନି ରଥର ଚକଅଖ ଡେରା ନୀତି ସମ୍ପନ୍ନ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀୟଙ୍କ ଭଉଁରୀ ନୀତି । ତିନି ରଥର ଚକଅଖ ଡେରା ନୀତି ସମ୍ପନ୍ନ ହୋଇଛି । ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ବିଜେ କରାଯିବା ପରେ ତିନି ରଥର ଚକ ଅଖରେ ଲାଗି କରାଯାଇଛି । ମହାପ୍ରଭୁଙ୍କ ଆଜ୍ଞା ମିଳିବା ପରେ ପୂର୍ବ ପ୍ରସ୍ତୁତ ଚକ ସହ ଅଖକୁ ସଂଯୋଗ…

ତିନିରଥ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ପୁରୀ() ଚଳିତବର୍ଷ ୩ ରଥର ସଂରକ୍ଷଣ ପାଇଁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।ଚଳିତ ବର୍ଷର ରଥଯାତ୍ରା ସ୍ମୃତିକୁ ଭବିଷ୍ୟତ ପିଢ଼ିଙ୍କ ପାଇଁ ସଂରକ୍ଷିତ ରଖିବା ଲକ୍ଷ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ଏହି ନିଷ୍ପତ୍ତି‌ ନେଇଛି। ଏହି କ୍ରମରେ ଆଜି ଠାରୁ ତିନିରଥ ଭଙ୍ଗାଯିବା ସହ ସ୍ଥାନାନ୍ତର…

ଆସନ୍ତାକାଲିଠାରୁ ଆରମ୍ଭ ହେବ ରଥଖୋଲା କାର୍ଯ୍ୟ

ପୁରୀ() ଚଳିତବର୍ଷ ୩ ରଥର ସଂରକ୍ଷଣ ପାଇଁ ପୁରୀରେ ଆସନ୍ତକାଲିଠାରୁ ରଥଖୋଲା କାର୍ଯ୍ୟ ଆରମ୍ଭ ହେବ । ସେବକ ଓ ପରିଚାଳନା କମିଟି ସଦସ୍ୟଙ୍କ ତତ୍ତ୍ୱାବଧାନରେ ଏହି କାମ ହେବ । ମାସେ ଧରି ରଥଖୋଲା ଚାଲିବା ସହ ସ୍ଥାନାନ୍ତରଣ ଓ ରଥଯୋଡ଼ା କାମ ମଧ୍ୟ ହେବ । ରଥକୁ ନଭାଙ୍ଗି ସୁରକ୍ଷିତ ଭାବେ ଭୋଇ ସେବକ…

ଯୁଦ୍ଧ ସମାପ୍ତ ହେବା ପରେ କାହିଁକି ଜଳିଗଲା ଅର୍ଜୁନଙ୍କ ରଥ ? , ଜାଣନ୍ତୁ…

ମହାଭାରତରେ କୌରବ ସେନାରେ ପିତାମହ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କର୍ଣ୍ଣ ଭଳି ମହାରଥୀ ଥିଲେ । ଏଥିପାଇଁ ଦୁର୍ଯ୍ୟେଧନଙ୍କୁ ଲାଗୁଥିଲା କି ସେ ସହଜରେ ପାଣ୍ଡବଙ୍କୁ ଯୁଦ୍ଧରେ ହରାଇଦେବେ । କିନ୍ତୁ ପାଣ୍ଡବଙ୍କ ପକ୍ଷରେ ସ୍ୱୟଂ ଶ୍ରୀକୃଷ୍ଣ ଥିଲେ । ସେ ଅର୍ଜୁନଙ୍କ ସାରଥୀ ହୋଇଥିଲେ ଏବଂ ଯୁଦ୍ଧ ହେବା…