Odia News Portal
Browsing Tag

rathajatra

ବାହୁଡ଼ାରେ ମଧ୍ୟ ପୁରୀରେ ଲାଗୁହେବ କର୍ଫ୍ୟୁ

ପୁରୀ: ରଥଯାତ୍ରା ଭଳି ବାହୁଡ଼ାଯାତ୍ରାରେ ମଧ୍ୟ ପୁରୀରେ ଲାଗୁହେବ କର୍ଫ୍ୟୁ । ଆଜି ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ରଥଯାତ୍ରାରେ ଯେଉଁସବୁ ନିୟମ ଥିଲା ବାହୁଡ଼ାରେ ମଧ୍ୟ ସେହି ନିୟମ ରହିବ ବୋଲି କୁହାଯାଇଛି । ସୂଚନା ଥାଉକି, ଚଳିତବର୍ଷ ବିନା ଭକ୍ତରେ ହୋଇଛି…

ଆଜି ତିନି ରଥ ନେବେ ଦକ୍ଷିଣ ମୋଡ଼

ପୁରୀ: ବାହୁଡ଼ା ଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ଭାଇ ଭଉଣୀଙ୍କ ସାଙ୍ଗରେ ମାଉସୀ ଘରେ ରହିଛନ୍ତି ମହାପ୍ରଭୁ ଜଗନ୍ନାଥ । ତେବେ ଶରଧାବାଲିରେ ତିନି ରଥ ଲାଗିଛି । ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ବାର ସମ୍ମୁଖରେ ଅଟକି ରହିଥିବା ତିନି ରଥ ଆଜି ଦକ୍ଷିଣମୋଡ଼…

ରଥଯାତ୍ରାରେ ଦେଖନ୍ତୁୁ ଦିନ ତମାମର କିଛି ଗୁରୁତ୍ୱପୂର୍ଣ୍ଣ ଫଟୋ

ପୁରୀ: କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି ରଥଯାତ୍ରା । ବଡ଼ଦାଣ୍ଡ ଭକ୍ତଙ୍କୁ ହୋଇଛି ମନା । ଏପିରିକି ଛାତ ଉପରେ ରହି ରଥଯାତ୍ରା ଦେଖିବାକୁ ମଧ୍ୟ ବାରଣ କରାଯାଇଛି । ତେବେ ଘରେ ବସି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଟିଭି ଏବଂ ସୋସିଆଲ ମିଡିଆରେ ଭକ୍ତମାନେ ରଥଯାତ୍ରା…

ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ: ଶୃଙ୍ଖଳିତ ରଥଯାତ୍ରା ଲାଗି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କଟକଣାକୁ ମାନି ଥିବାରୁ ଧନ୍ୟମାଦ ଅର୍ପଣ କରିଛନ୍ତି । ପୋଲିସ ଏବଂ ସେବାୟତମାନଙ୍କ ସହଯୋଗ ଲାଗି ରଥ ଟଣା ହୋଇଛି । ସେପଟେ ଡିଜିପି ଏବଂ…

ଆରମ୍ଭ ହେଲା ରଥଟଣା

ପୁରୀ: ବିନା ଭକ୍ତରେ ଆରମ୍ଭ ହୋଇଛି ରଥଟଣା । ପ୍ରଥମେ ଗଢ଼ିଛି ଭାଇ ବଳଭଦ୍ରଙ୍କ ରଥ । ସେବାୟତମାନେ ରଥଟାଣୁଛନ୍ତି । ଏହାପରେ ଭଉଣୀ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭ ହେବ । ଶେଷରେ ହଟିଆ ଠାକୁର ମହାପ୍ରଭୁଙ୍କ ରଥଟାଣିବେ ସେବାୟତ । କରୋନା କଟକଣା ମଧ୍ୟରେ ସମସ୍ତ ନୀତି ସମ୍ପର୍ଣ୍ଣ ହେବା ପରେ ରଥଟଣା…

ରଥଯାତ୍ରା ଅବସରରେ ଓଡ଼ିଶାବାସୀ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ରଥଯାତ୍ରା ଜାରି ରହିଛି । ଏହି ଅବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟୁଇଟ କରି ନବୀନ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି…

ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ: ଶ୍ରୀକ୍ଷେତ୍ରରେ ରଥଯାତ୍ରା ଜାରି ରହିଛି । ସକାଳ ୧୦ ପୂର୍ବରୁ ମହାପ୍ରଭୁଙ୍କୁ ରଥାରୁଢ଼ କରାଯାଇଛି । ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଶ୍ରୀଜିଉମାନଙ୍କୁ ରଥ ଉପରେ ଦର୍ଶନ କରିଛନ୍ତି । ଶଙ୍କରାଚାର୍ଯ୍ୟଙ୍କ ସହିତ ତାଙ୍କର ୭ ଜଣ ଶିଶ୍ୟ ମଧ୍ୟ ଶ୍ରୀଜିମାନଙ୍କୁ ଦର୍ଶନ…

ଘୋଷଯାତ୍ରା ଲାଗି ସ୍ଥିର ହେଲା ନୀତି ନିର୍ଘଣ୍ଟ, ଜାଣନ୍ତୁ କେତେଟାରେ ହେବ ରଥଟଣା

ପୁରୀ: ଆସନ୍ତାକାଲି ରଥଯାତ୍ରା । ଏହାପୂର୍ବରୁ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ । ତେବେ ନଜର ପକାନ୍ତୁ କଣ ରହିଛି ନୀତି ନିର୍ଘଣ୍ଟ । ରଥଯାତ୍ରା ନୀତି ନିର୍ଘଣ୍ଟ : ଭୋର୍ ୪.୩୦: ମଙ୍ଗଳ ଆଳତୀ ସକାଳ ୫ଟା: ମଇଲମ, ତଡପଲାଗି, ରୋଷହୋମ ସକାଳ ୫.୩୦: ଅବକାଶ ସକାଳ ୫.୪୫: ସୂର୍ଯ୍ୟପୂଜା ସକାଳ ୬ଟା:…

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ବିଦ୍ଧିବଦ୍ଧ ନିମନ୍ତ୍ରଣ

ପୁରୀ : ରଥଯାତ୍ରା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର। ରଥରେ ମହାପ୍ରଭୁଙଙ୍କ ଦର୍ଶନ ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ । ଜଗଦଗୁରୁଙ୍କୁ ବିଧିବଦ୍ଧ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।…

ଶ୍ରୀମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ

ପୁରୀ: ସିଂହଦ୍ୱାରରେ ଲାଗିଲା ତିନି ରଥ । ପ୍ରଥମେ କାଳିଆ ଠାକୁରଙ୍କ ନନ୍ଦିଘୋଷ ପରେ ଦର୍ପଦଳନ ଏବଂ ଶେଷରେ ତାଳ ଧ୍ୱଜ ରଥ ପହଞ୍ଚିଛି । ଆଜ୍ଞାମାଳ ଯିବା ପରେ ଟଣା ହୋଇଥିଲା ରଥ । ସେବାୟତମାନେ ସକାଳୁ ସକାଳୁ ମନ୍ଦିର ନିକଟରେ ପହଞ୍ଚି ରଥକୁ ଟାଣି ସିଂହଦ୍ୱାର ସମ୍ମୁଖରେ ଲଗାଇଥିବା ଦେଖିବାକୁ…