Odia News Portal
Browsing Tag

rathajatra

ରଥଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଚଳିତ ବର୍ଷ ରଥଯାତ୍ରା କୋଭିଡ କଟକଣା ରେ ବିନା ଭକ୍ତ ରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ର ଭର୍ଚୁଆଲ ସମୀକ୍ଷା ବୈଠକ କରିଛନ୍ତି ।ପୁରୀ ଜିଲାପାଳଙ୍କ ଅଫିସରରେ ଥିବା ଭିଡ଼ିଓ କନ୍ଫରେନ୍ସ କାର‌୍ୟ୍ୟାଳୟରେ ଏହି ଭର୍ଚୁଆଲ ବୈଠକରେ ଅନେକ ବରିଷ୍ଠ ଅଧିକାରୀ…

ରଥଯାତ୍ରା ପାଇଁ ଆଜିଠାରୁ ସେବାୟତଙ୍କ ହେବ କରୋନା ଟେଷ୍ଟ

ପୁରୀ: ଚଳିତବର୍ଷ ବିନା ଭକ୍ତରେ ଅନୁଷ୍ଠିତ ରଥଯାତ୍ରା । କେବଳ ସେବାୟତମାନେ ରଥ ଟାଣିବେ । ଏପରିକି ଛାତ ଉପରେ ରହି ରଥଯାତ୍ରା ଦେଖିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ତେବେ ରଥଯାତ୍ରାରେ ଭାଗ ନେବାକୁ ଥିବା ସେବାୟତଙ୍କ ଆଜି ହେବ କରୋନା ଟେଷ୍ଟ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ…

ଆଜି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ନବୀନ

ପୁରୀ: ରଥଯାତ୍ରାକୁ ଆଉ ମାତ୍ର ଦିନ କେଇଟା ରହିଲା । ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟୟରେ ପହଂଚିଛି । କୋରୋନା ମହାମାରୀ ଯୋଗୁଁ ଏଥର ମଧ୍ୟ ରଥ ଯାତ୍ରା ବିନା ଭକ୍ତରେ ଆୟୋଜନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରଥଯାତ୍ରା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ । ସୁରକ୍ଷା…

ରଥଯାତ୍ରା ଲାଗି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁରୀ ଛଡ଼ା ଅନ୍ୟ କେଉଁଠି ହେବ ନାହିଁ ଘୋଷଯାତ୍ରା । ଆଜି ଏଭଳି ଶୁଣାଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ । ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜନ କରାଯିବା ନେଇ କରାଯାଇଥିଲା ଏକାଧିକ ଆବେଦନ । କେନ୍ଦ୍ରାପଡ଼ା, ନୀଳଗିରି ଓ ଭଟଲୀରେ ରଥଯାତ୍ରା ଆୟୋଜନ…

୮ ତାରିଖରେ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ବିନା ଭକ୍ତରେ ରଥାରୁଢ଼ ହେବେ ଶ୍ରୀଜୀଉ । ତେବେ ରଥଯାତ୍ରା ଲାଗି ପ୍ରସ୍ତୁତି ସମୀକ୍ଷା ବୈଠକ ଆସନ୍ତା ୮ ତାରିଖରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଛାତ ଉପରେ ରହି ରଥଯାତ୍ରା ଦେଖିବା ଉପରେ କଟକଣା

ପୁରୀ: ଚଳିତ ବର୍ଷ ବିନା ଭକ୍ତରେ ହେବ ରଥଯାତ୍ରା । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ଘୋଷଣା କରାଯାଇଥିବା ବେଳେ ଆଜି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି କି, ଛାତ ୁପରେ ରହି ରଥଯାତ୍ରା ଦେଖିବା ମନା । ଶ୍ରଦ୍ଧାଳୁମାନେ ରଥଯାତ୍ରା ସମୟରେ ଘରେ ରହିବାକୁ କୁହାଯାଇଛି । ପୁରୀ…

ରଥଯାତ୍ରା ଲାଗି ବିଶାଳ ରାଲି

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲାଉଥିବା ବାରିପଦାରେ ରଥଯାତ୍ରା ଲାଗି ଅନୁମତି ଦେବା ଲାଗି ବିଶାଳ ରାଲି କରାଯାଇଛି । ଶହ ଶହ ମହିଳା ଓ ପୁରୁଷ ଶ୍ରଦ୍ଧାଳୁମାନେ ଆଜି ଜଗନ୍ନାଥ ମନ୍ଦିରଠାରୁ ମାଉସୀମା ମନ୍ଦିର ଯାଏଁ ଶୋଭାଯାତ୍ରାରେ ବାହାରିଥିଲେ । ଶଙ୍ଖ, ଘଣ୍ଟ ଘଣ୍ଟା ବଜାଇ ଏହି…

କେବଳ ପୁରୀ ଛଡ଼ା ସବୁଠି ରଥଯାତ୍ରା ବନ୍ଦ

ଭୁବନେଶ୍ୱର: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନ୍ଦ ରହିବ ରଥଯାତ୍ରା । ବିନା ଭକ୍ତରେ ପୁରୀରେ ହେବ ରଥଯାତ୍ରା । କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ । କରୋନା କଟକଣା ମଧ୍ୟରେ ପୂର୍ବ ବର୍ଷ ଭଳି ରଥଯାତ୍ରା ଆୟୋଜନ କରାଯିବ । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା…

୩୩ଟି ଚକ ନିର୍ମାଣ କାମ ଶେଷ

ପୁରୀ: ଚଳିତବର୍ଷ ରଥଯାତ୍ରା ଲାଗି ଚଳଚଞ୍ଚଳ ହୋଇ ଉଠିଛି ରଥଖଳା । ଜାରି ରହିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଶ୍ରୀକ୍ଷେତ୍ରରେ ନିର୍ମାଣ ଚାଲିଥିବା ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୩ ଚକ ନିର୍ମାଣ କାମ ଶେଷ ହୋଇଛି। ସେଥିରୁ ତାଳଧ୍ୱଜ ରଥର ୧୧, ନନ୍ଦିଘୋଷ ରଥର ୧୨ ଓ ଦେବଦଳନ ରଥର…

ଆଜି ମହାପ୍ରଭୁଙ୍କ ଭଉଁରୀ ନୀତି

ପୁରୀ: ଆଜି ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେଉଛି ଭଉଁରୀ ନୀତି । କୋଭିଡ କଟକଣା ମଧ୍ୟରେ ରୀତି ନୀତି ଅନୁସାରେ ଚାଲିଥିବା ଦେଖିବାକୁ ମିଳିଛି । ଜୋରସୋରରେ ଆଗେଇ ଚାଲିଛି ରଥକାମ । ତିନି ରଥର ଚକଅଖ ନୀତି ସମ୍ପନ୍ନ ହେବ । ରଥ ସଂହିତା ମୁତାବକ ରଥଖଳାରେ ହେବ ନାହାକା, ଚକଅଖ ଡେରା ନୀତି ।…