Odia News Portal
Browsing Tag

russia

ଯୁଦ୍ଧ ପାଇଁ ସଙ୍କଟରେ ରୁଷ ଅର୍ଥନୀତି

ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣକୁ ଆଉ କିଛିଦିନ ପରେ ବର୍ଷେ ପୂରିବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ୟୁ‌କ୍ରେନ ଉପରେ ଆକ୍ରମଣ କରିବା ଫଳରେ ରୁଷ ଅର୍ଥନୀତିକୁ କ୍ଷତି ସହିବାକୁ ପଡ଼ୁଛି। ଏକଦା ବିଶ୍ବର ୫ଟି ବଡ଼ ଅର୍ଥନୀତି ମଧ୍ୟରେ ରୁଷ୍‌କୁ ରଖିବାକୁ ପୁଟିନ ଯୋଜନା କରିଥିଲେ। କିନ୍ତୁ…

ରୁଷକୁ ଆଉ ଏକ ଝଟକା,ପ୍ଲେ ଷ୍ଟୋରରୁ ଗୁଗଲ ବ୍ଲକ କଲା ସରକାରୀ ମିଡିଆ ଆପ୍

ୟୁକ୍ରେନ୍ ଉପରେ ଯୁଦ୍ଧ କରିବାର ନିଷ୍ପତ୍ତି ପାଇଁ ରୁଷ ଏବେ ଅଡୁଆରେ। ବହୁ ପାଶ୍ଚାତ୍ୟ ଦେଶ ଆର୍ଥିକ କଟକଣା ଲାଗୁ କରିବା ପରେ ଏବେ ଗୁଗଲ ରୁଷର ମିଡିଆ ଚ୍ୟାନେଲ ଗୁଡିକୁ ବ୍ଲକ କରିଛି। ଏ ସମ୍ପର୍କରେ ଗୁଗୁଲ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ଗୁଗୁଲ ପ୍ଲେ ଷ୍ଟୋରରୁ ଆରଟି ନ୍ୟୁଜ୍ ଓ…

ୟୁକ୍ରେନ୍‌ ଉପରେ ତୁହାକୁ ତୁହା ମିସାଇଲ୍‌ ମାଡ଼ କରୁଛି ରୁଷ

ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ବିଧ୍ୱଂସକ ହେବାରେ ଲାଗିଛି। ଏବେ ରୁଷ ସେନା ପୂରା ୟୁକ୍ରେନ୍‌କୁ ଘେରିସାରିଲେଣି। ରୁଷ ସେନା ୟୁକ୍ରେନ୍‌ର ରାଜଧାନୀ କିଭ୍‌କୁ କବ୍‌ଜା କରିବାକୁ ପୂରା ଚେଷ୍ଟା ଚଳାଇଛି। କିଭ୍‌ ବ୍ୟତୀତ ଖାରକିଭ୍‌ରେ ମଧ୍ୟ ରୁଷ ସେନା ପକ୍ଷରୁ ଆକ୍ରମଣ ଜାରି…

ୟୁକ୍ରେନର ଅନେକ ସହର ଉପରେ ଋଷର ଏୟାରଷ୍ଟ୍ରାଇକ୍‌:ଏବେ ଟାର୍ଗେଟ୍‌ରେ ଆବାସିକ ଅଞ୍ଚଳ

କିଭ୍‌ ଓ ଖାରକିଭ୍‌ ସହରରେ ଋଷର ଆକ୍ରମଣ । ୟୁକ୍ରେନର ଅନେକ ସହର ଉପରେ ଋଷର ଏୟାରଷ୍ଟ୍ରାଇକ୍‌ । କିଭରେ ଟିଭି ଟାଓ୍ୱାର ଋଷ ଆକ୍ରମଣରେ ସମ୍ପୂର୍ଣ୍ଣ ଧ୍ୱଂସ । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ହୋଲୋକଷ୍ଟ ମେମୋରିଆଲ ଉପରେ ବି ଋଷର ଆକ୍ରମଣ । ଖାରକିଭରେ ମଧ୍ୟ ଋଷର ପ୍ରଚଣ୍ଡ ଆକ୍ରମଣ । …

ୟୁକ୍ରେନର ଦ୍ୱିତୀୟ ସହର ଖାରକିଭରେ ପଶିଲା ରୁଷିଆ ସେନା

ଚତୁର୍ଥ ଦିନରେ ପହଁଞ୍ଚିଛି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ରୁଷର ହମଲା ଏବେ ବେକାବୁ ହେବାରେ ଲାଗିଛି । ୟୁକ୍ରେନର ରାଜଧାନୀ କିବରେ ଭୟର ବାତାବରଣ ଖେଳିଯାଇଛି । ଏଠାରେ କ୍ରମାଗତ ଭାବେ ସାଇରନ୍ ବାଜୁଛି । ଗ୍ୟାସ୍‌ ପାଇପ୍‌ଲାଇନ୍‌ ନଷ୍ଟ କରି ଦେଇଥିବା କଥା ଆଜି ୟୁକ୍ରେନର ରାଷ୍ଟ୍ରପତି…

ଯୁଦ୍ଧରେ ୩ ଶିଶୁଙ୍କ ସମେତ ୧୯୮ ନାଗରିକଙ୍କ ମୃତ୍ୟୁ

ତୃତୀୟ ଦିନରେ ଜାରି ରହିଛି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଏହାରି ଭିତରେ ୟୁକ୍ରେନ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଋଷ ସେନାର ଆକ୍ରମଣରେ ଏବେ ସୁଦ୍ଧା ୩ ଶିଶୁଙ୍କ ସମେତ ୧୯୮ ନାଗରିକ ପ୍ରାଣ ହରାଇଛନ୍ତି । ଯୁଦ୍ଧ ପୂର୍ବରୁ ଆମେରିକା ବ୍ରିଟେନ ସମେତ ୨୮ଟି ଦେଶ ୟୁକ୍ରେନକୁ ମେଡିକାଲ…

ଫେରୁଛନ୍ତି ୟୁକ୍ରେନରେ ଫସିଥିବା ଭାରତୀୟ

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି କେନ୍ଦ୍ର ସରକାର ଜୋରଦାର୍ ପ୍ରୟାସ ଆରମ୍ଭ କରିଛନ୍ତି । ଫସିଥିବା ଭାରତୀୟଙ୍କୁ ରୋମାନିଆରୁ ଆଣୁଥିବା ଏୟାର ଇଣ୍ଡିଆ ବିମାନ ଆଜି ସନ୍ଧ୍ୟା ବେଳକୁ ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରିବ। ଏହି ବିମାନରେ ୨୧୯ ଜଣ ଯାତ୍ରୀ ରହିଥିବା ସୂଚନା।…

ୟୁକ୍ରେନରୁ ବାହାରିଲା ସ୍ୱତନ୍ତ୍ର ବିମାନ

ଯୁଦ୍ଧ ଭୂମି ୟୁକ୍ରେନରେ ଫସି ରହିଛନ୍ତି ହଜାର ହଜାର ଭାରତୀୟ ଛାତ୍ର । ଏମାନଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ୟୁକ୍ରେନରୁ ବାହାରିଛି ଭାରତ ପାଇଁ ସ୍ୱତନ୍ତ୍ର ବିମାନ । ଭାରତୀୟଙ୍କୁ ଫେରାଇ ଆଣିବାକୁ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର । ସେପଟେ ରାଜଧାନୀ…

ଯୁଦ୍ଧର ଦ୍ୱିତୀୟ ଦିନରେ ଋଷର ପ୍ରସ୍ତାବ

ଲଢ଼େଇ ଆରମ୍ଭ ପରେ ବଦଳୁଛି କି ପୁଟିନଙ୍କ ମନ ? ଦୁଇ ଦିନର ଯୁଦ୍ଧରେ ୟୁକ୍ରେନରେ ବିପୁଳ କ୍ଷୟକ୍ଷତି ଘଟାଇଛି ଋଷ । ଋଷ ସେନାର ଘନ ଘନ ଆକ୍ରମଣରେ ଅନେକ ପ୍ରାଣ ହରାଇଛନ୍ତି । ଆକ୍ରମଣ ଏବେବି ଜାରି ରହିଥିବା ବେଳେ ଯୁଦ୍ଧର ଦ୍ୱିତୀୟ ଦିନରେ ୟୁକ୍ରେନ୍ ଆଗରେ ପ୍ରସ୍ତାବ ରଖିଛି ଋଷ । ଋଷ ବୈଦେଶିକ…

ଭୟଙ୍କର ହେଲାଣି ଯୁଦ୍ଧ,ଋଷ ଆକ୍ରମଣରେ ୧୩୭ ମୃତ

ସାଂଘାତିକ ହେବାରେ ଲାଗିଛି ଯୁଦ୍ଧ । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଗୋଟିଏ ଦିନ ବିତିଗଲାଣି । ଦ୍ୱିତୀୟ ଦିନ ସକାଳୁ ସକାଳୁ ରାଜଧାନୀ କିଭ୍‌ରେ ଶୁଣିବାକୁ ମିଳିଛି ବିସ୍ଫୋରଣର ଭୟଙ୍କର ଶଦ୍ଦ । ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, କିବର ମଧ୍ୟ ଭାଗରେ ୨ଟି ବିସ୍ଫୋରଣ , ପୂର୍ବ ଭାଗରେ…